
Browsing Category
ଦେଶ
ମନୋଜ ବର୍ମା ହେବେ କୋଲକାତା ପୋଲିସ କମିଶନର; ବିନୀତ ଗୋଏଲଙ୍କୁ ହଟାଇଲେ ଦିଦି
କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ପରେ ଆନ୍ଦୋଳନ ଜାରି ରଖିଛନ୍ତି । ଅନ୍ୟପକ୍ଷରେ କୋଲକାତା ପୁଲିସ କମିସନର ବିନୀତ…
ଘରର କେଉଁ ଦିଗରେ ପୂର୍ବପୁରୁଷଙ୍କ ଫଟୋ ରଖିବା ଉଚିତ? ଜାଣନ୍ତୁ ବାସ୍ତୁ ନିୟମ, ନଚେତ୍ ହୋଇଯିବେ ଦରିଦ୍ର
ଓଡ଼ିଶା ଭାସ୍କର: ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘରର ପ୍ରତ୍ୟେକ ଦିଗରେ ସଠିକ୍ ଜିନିଷ ରଖାଯାଏ ତେବେ ଘରେ ସକାରାତ୍ମକ ଶକ୍ତି ରହିଥାଏ । ଭଗବାନଙ୍କ ଆଶୀର୍ବାଦ ରହିଥାଏ, ଘରର ଲୋକମାନେ ଖୁସିରେ ଜୀବନ ଯାପନ କରନ୍ତି । ଏହା…
ବୁଲଡୋଜର ଆକ୍ସନ ଉପରେ ସୁପ୍ରିମ ଝଟକା: ସାର୍ବଜନିକ ସମ୍ପତ୍ତି ଉପରେ ଜାରି ରହିବ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ବୁଲଡୋଜର ଆକ୍ସନକୁ ନେଇ ଏକ ବଡ଼ ରାୟ ଦିଆଯାଇଛି । ବୁଲଡୋଜର ଆକସନ ଉପରେ ରୋକ୍ ଲଗାଇଛନ୍ତି ମାନ୍ୟବର ସୁପ୍ରିମ ଅଦାଲତ । ଆଗାମୀ ଶୁଣାଣି ସୁଦ୍ଧା କୌଣସି ବୁଲଡୋଜର କାର୍ଯ୍ୟାନୁଷ୍ଠାନ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଆତିଶୀ ଅକ୍ସଫୋର୍ଡରୁ କରିଛନ୍ତି ଏମଏସସିରେ ଡିଗ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଆତିଶି ମାର୍ଲେନ ମୁଖ୍ୟମନ୍ତ୍ରୀ ଭାବେ ଦଳୀୟ ନେତାଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତିରେ ବହୁ ନେତା ଜେଲ ଯିବା ପରେ ଆତିଶୀ…
ବାଂଲାଦେଶ ଟେଷ୍ଟ ପୂର୍ବରୁ ରୋହିତ ଶର୍ମାଙ୍କ ପ୍ରେସ କନଫ୍ରେନ୍ସ, କହିଲେ କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ ସିରିଜ
ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ମ୍ୟାଚର ଟେଷ୍ଟ ସିରିଜର ଆରମ୍ଭ ୧୯ ସେପ୍ଟେମ୍ବରରୁ ହେଉଛି। ସିରିଜର ପ୍ରଥମ ମୁକାବିଲା ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରେସ କନଫ୍ରେନ୍ସ କରିଛନ୍ତି,…
ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶରେ ଘଟିବ ବଡ଼ ବିପର୍ଯ୍ୟୟ! ଏହି ଗୋଟିଏ କାରଣରୁ ଲକ୍ଷ ଲକ୍ଷ ମୃତ୍ୟୁ ହେବାର…
ଏକ ଅଧ୍ୟୟନରୁ ଜଣାପଡିଛି ଯେ ୧୯୯୦ ରୁ ୨୦୨୧ ମଧ୍ୟରେ ଆଣ୍ଟିବାୟୋଟିକ୍ ପ୍ରତିରୋଧ ହେତୁ ସାରା ବିଶ୍ୱରେ ପ୍ରତିବର୍ଷ ଏକ ମିଲିୟନରୁ ଅଧିକ ଲୋକ ମୃତ୍ୟୁ ବରଣ କରନ୍ତି । କେବଳ ଏତିକି ନୁହେଁ ଭବିଷ୍ୟତରେ ମଧ୍ୟ ଏହାର ବିପଦ…
ଜିଓ ସେବା ଡାଉନ, ହୋଇପାରୁନି ବହୁ କାମ
ମୁମ୍ବାଇ: ମୁମ୍ବାଇ ତଥା ଅନ୍ୟ ସହରରେ ଜିଓ ଉପଭୋକ୍ତା ଲଗାତର ନେଟଓା୍ୱର୍କ ସମସ୍ୟା ଭୋଗୁଛନ୍ତି । କିନ୍ତୁ ଏହାକୁ ନେଇ ରିଲିଆନ୍ସ ଜିଓ ପକ୍ଷରୁ ମଧ୍ୟ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳୁନାହିଁ । କଣ ସମସ୍ୟା ହୋଇଛି ଓ…
କୋଲକାତା ଡାକ୍ତର ରେପ ଆଣ୍ଡ ମର୍ଡର ମାମଲା: ଲାଇଭ ଷ୍ଟ୍ରିମିଂ ବନ୍ଦ ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ: କୋଲକାତା ଡାକ୍ତର ରେପ ଆଣ୍ଡ ମର୍ଡରର ସୋ ମଟୋ କେଶର ଶୁଣାଣି କାଳରେ ଲାଇଭ ଷ୍ଟ୍ରିମିଂ ବନ୍ଦ ପାଇଁ ହୋଇଥିବା ଆବେଦନକୁ ଦେଶର ସର୍ବୋଚ୍ଚ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ଆବେଦନକୁ ନା କହିବା ପରେ…
୯୮ ଗ୍ରାମର ଶୁଆ ଭିତରେ ଥିଲା ୨୦ ଗ୍ରାମର ଟ୍ୟୁମର, ୨ ଘଣ୍ଟାର ଅପରେସନ ପରେ ବଞ୍ଚାଗଲା ଜୀବନ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏକ ୨୦ ବର୍ଷୀୟ ଶୁଆର ଅପରେସନ ହୋଇଛି। ପଶୁ ହସ୍ପିଟାଲର ଡାକ୍ତର ନିଜ ଟିମ ସହ ମିଶି ଏହି ଅପରେସନକୁ ସଫଳ କରିଛନ୍ତି। ଏଥିରେ ଶୁଆର ପେକ ପାଖରୁ…
ସ୍ବାଧୀନତା ପରେ ଦେଶକୁ ପ୍ରଥମ ଥର ମଜଭୁତ ସରକାର ମିଳିଛି: ଅମିତ ଶାହ
ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଏନଡିଏ 3.0 ସରକାରକୁ 100 ଦିନ ପୂରଣ ହୋଇଛି । ତୃତୀୟ ଥର ପାଇଁ ରେକର୍ଡ କରି ମୋଦୀ ଜୁନ 9 ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଆଜି 100 ଦିନ ପୂର୍ତ୍ତି ହୋଇଛି । ଏନେଇ…