Browsing Category

ଦେଶ

ଆଇପିଏଲ୍ ଟ୍ରଫି ଜିତିବା ପରେ କେକେଆର୍‌କୁ ନେଇ କ’ଣ କହିଲେ ଶାହାରୁଖ୍ ଖାନ୍

ମୁମ୍ୱାଇ: କୋଲକାତା ନାଇଟ୍ ରାଇଟର୍ସ ଆଇପିଏଲ୍ ଚାମ୍ପିୟନ ହେବା ପରେ ଦଳର ମାଲିକ ଶାହାରୁଖ ଖାନ୍ ପ୍ରତିକ୍ରିୟା ରଖିଛନ୍ତି । ଶାହାରୁଖ ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ ଏକ ଦଳ ଭାବରେ ବିଜୟ ହାସଲ…

ବିଜେପି ଲୋକସଭା ପ୍ରାର୍ଥୀଙ୍କ କାର ଦୁର୍ଘଟଣାଗସ୍ତ: ଦୁଇ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ୬ଷ୍ଠ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ ସମାପ୍ତ ହେଉଛି । ଆସନ୍ତା ମାସ ପହିଲାରେ ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ଜୁନ୍ ୪ରେ ଫଳାଫଳ ଘୋଷଣା…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧ୍ୟାନ ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ: ୨୦୧୯ରେ କେଦାରନାଥ ଓ ୨୦୨୪ରେ ରକ୍ ମେମୋରିଆଲ

ନୂଆଦିଲ୍ଲୀ: ଆଉ ମାତ୍ର ୨ ଦିନ ପରେ ହେବ ଅନ୍ତିମ ପର୍ଯ୍ୟାୟ ମତଦାନ । ଜୁନ୍ ୧ରେ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ସମାପ୍ତ ହେବା ପରେ ଜୁନ୍ ୪ରେ ଫଳାଫଳ ସାମ୍ନାକୁ ଆସିବ । ଏଥର କିଏ ସରକାର ଗଠନ କରିବ ଆଉ…

ରାଜ୍ୟରେ ସବୁ ସ୍କୁଲ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଦେଲେ ଆଦେଶ, ୧୦୦ ଛାତ୍ରଛାତ୍ରୀ ବେହୋସ ହେବା ପରେ ଆସିଲା ଆଦେଶ

ପାଟନା: ବିହାରରେ ସମସ୍ତ ସ୍କୁଲ ବନ୍ଦ ରଖିବା ଲାଗି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ପାଟନାରେ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁର ୨ ଦିନ ପରେ ବୁଧବାର ୮…

ଆକାଶରୁ ନିଆଁ ବର୍ଷୁଛି; ଦେହକୁ ପଥର କରି ଭାରତୀୟ ଯବାନ ଜଗିଛନ୍ତି ଭାରତ-ପାକିସ୍ତାନ ବର୍ଡ଼ର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୫୫ ଡ଼ିଗ୍ରୀ ଖରାରେ ଯବାନ ଜଗିଛନ୍ତି ବୋର୍ଡ଼ର। ସହପାରୁନି ଦେହ କିନ୍ତୁ ଭାରତକୁ ଦେଉଛନ୍ତି ସୁରକ୍ଷା । ଏମିତି ଖରାଯେ ମିନଟରେ ଅଣ୍ଡା ପାମ୍ପଡ଼ବି ସିଝିଯାଉଛି । ଏମିତି ଖରାକୁ ସହୁଛନ୍ତି…

ପ୍ରକୃତିର କରିସ୍ମା, ୫୨ ଡିଗ୍ରୀ ତାପମାତ୍ରାରେ ଜଳୁଥିଲା ଦିଲ୍ଲୀ, ଅଚାନକ ବର୍ଷା ଓ ତୋଫାନ ଆଣିଦେଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ତାପମାତ୍ରା ସର୍ବକାଳୀନ ରେକର୍ଡ ଭଙ୍ଗ କରିଛି । ରାଷ୍ଟ୍ରୀୟ ରାଜଧାନୀର ତାପମାତ୍ରା ଆଜି ୫୨ ଡିଗ୍ରୀ ସେଲସିୟସ ଟପିଯାଇଥିଲା । ପ୍ରଚଣ୍ଡ ରୌଦ୍ରତାପରେ ଦିଲ୍ଲୀ ଜଳୁଥିବା ବେଳେ ହଠାତ୍…

ସରକାରଙ୍କ ନୂଆ ନିୟମ: ଖରାଦିନେ ଜଳ ନଷ୍ଟ କଲେ କଟିବ ୨ ହଜାର ଟଙ୍କାର ଚାଲାଣ, ଲୋକଙ୍କ ଉପରେ ନଜର ରଖିବ ଟିମ୍

ନୂଆଦିଲ୍ଲୀ: ସାରା ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଦିଲ୍ଲୀର ମୁଙ୍ଗେଶପୁରରେ ତାପମାତ୍ରା ୫୨.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ତେବେ ଅସହ୍ୟ ତାତି ସମୟରେ ଜଳ ଏକ ନିହାତି ଜରୁରୀ ସାମଗ୍ରୀ…

ହିଟୱେଭ ପାଇଁ ଦ୍ୱିପ୍ରହର ୧୨ରୁ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ ଦିଆଯିବ ଛୁଟି, ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଦିଲ୍ଲୀର ଉପ-ରାଜ୍ୟପାଳ ବିନୟ କୁମାର ସାକ୍ସେନା ପ୍ରବଳ ଖରାକୁ ଦେଖି ଶ୍ରମିକମାନଙ୍କ ପାଇଁ ଦ୍ୱିପ୍ରହର ୧୨ଟାରୁ ୩ଟା ପର୍ଯ୍ୟନ୍ତ ଛୁଟି ରଖିବା ଲାଗି ଆଦେଶ ଦେଇଛନ୍ତି । ଏଥିସହ ଉପ-ରାଜ୍ୟପାଳ ନିର୍ମାଣ…

୫୦ ଡିଗ୍ରୀ ତାତି ମଧ୍ୟରେ ଆସିଲା ଗୁଡ୍ ନ୍ୟୁଜ୍‌, ପାଣିପାଗ ବିଭାଗ କହିଲା ମାତ୍ର ଏତିକି ସମୟ ଭିତରେ ଆସୁଛି ମୌସୁମୀ

ନୂଆଦିଲ୍ଲୀ: ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ବିହାର ସହିତ ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି । କିଛି ସହରରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ପହଞ୍ଚିଛି । କିନ୍ତୁ ଏହାରି ମଧ୍ୟରେ ଏକ ଖୁସି…

ରେକର୍ଡ ଭାଙ୍ଗିଲା ତାତି, ବେହୋସ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ୬୦ ଛାତ୍ରଛାତ୍ରୀ

ପାଟନା: ବିହାରରେ ପ୍ରଚଣ୍ଡ ଖରା ଓ ହିଟ୍‌ୱେଭ୍ ସତ୍ତ୍ୱେ ବି ସରକାରୀ ସ୍କୁଲ ଖୋଲା ରହିଛି । ଫଳରେ ପିଲାମାନଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଛି । ବିହାରର ଅଧିକାଂଶ ସହରରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି ।…