Browsing Category

ଦେଶ

୨ ଜୁନରେ ଜେଲକୁ ପ୍ରତ୍ୟାବର୍ତ୍ତନ କରିବେ କେଜ୍ରିୱାଲ, ସୁପ୍ରିମକୋର୍ଟଙ୍କଠାରୁ ମିଳିଲା ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ପୁଣିଥରେ ବଡ଼ ଝଟକା ଦେଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ଅବେଦନକୁ ପ୍ରତ୍ୟାଖ୍ୟାନ…

ମନ୍ଦିରରେ ଯାଇ ରୁହନ୍ତୁ ମୋଦୀ, ରାଜନୀତିରେ ତାଙ୍କର କ’ଣ କାମ ? ମୋଦୀଙ୍କୁ କାହିଁକି ଏପରି କହିଲେ ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ଯଦି ସେ ଦେବତା ତେବେ ତ ସେ ରାଜନୀତିରେ ସାମିଲ ହେବା କଥା ନୁହେଁ । ଏହା ପରିବର୍ତ୍ତେ ତାଙ୍କ…

ବିଭତ୍ସ ହତ୍ୟାକାଣ୍ଡ! ମାଆ-ବାପା, ଭାଇ-ଭାଉଜ, ସ୍ତ୍ରୀ ଏବଂ ପିଲାଙ୍କୁ ମାରିବା ପରେ ନିଜ ଜୀବନ ହାରିଦେଲେ

ନୂଆଦିଲ୍ଲୀ: ଏକ ବିଭତ୍ସ ହତ୍ୟାକାଣ୍ଡ ବର୍ତ୍ତମାନ ସାମ୍ନାକୁ ଆସିଛି । ଏଥିରେ ଏକ ଆଦିବାସୀ ପରିବାରରେ ୮ଜଣ ଲୋକଙ୍କୁ ହତ୍ୟା କରାଯାଇଛି । ପରିବାରର ପୁଅ ସମସ୍ତଙ୍କୁ କୁରାଢୀରେ ହାଣି ମାରିଦେଇଛି । ଏହାପରେ ନିଜେ ଫାସି…

ଏସଡିପିଓ ସନ୍ଦେଶଖାଲିଙ୍କ ସମେତ ୩ପୋଲିସ ଅଧିକାରୀଙ୍କୁ ନିର୍ବାଚନ ଦାୟିତ୍ୱରୁ ହଟାଇଲେ EC

କୋଲକାତା: ଚର୍ଚ୍ଚିତ ସନ୍ଦେଶଖାଲି ଯୌନ ନିର୍ଯାତନା ଅଭିଯୋଗ ଘଟଣାରେ ସେଠାକାର ଏସଡିପିଓଙ୍କ ସମେତ ୩ ପୋଲିସ ଅଧିକାରୀଙ୍କୁ ନିର୍ବାଚନ ଦାୟିତ୍ୱରୁ ହଟାଇଲେ ନିର୍ବାଚନ କମିଶନ । ତାଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ପୋଲିସ…

ସାମୁଦ୍ରିକ ଝଡ଼ ‘ରେମାଲ’ ପରେ ମିଜୋରାମରେ ଭୂସ୍ଖଳନ; ଚାଲିଗଲା ୨୭ଜଣଙ୍କ ଜୀବନ

ଆଇଜୋଲ: ମିଜୋରାମର ରାଜଧାନୀ ଆଇଜୋଲରେ ବାତ୍ୟା 'ରେମାଲ' ଯୋଗୁଁ ହୋଇଥିବା ଭୂସ୍ଖଳନରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ମିଜୋରାମ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଜୋରାମ…

ବିରିୟାନୀ ଖାଇ ଜଣେ ମହିଳାଙ୍କର ମୃତ୍ୟୁ: ୧୭୮ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି, ରେଷ୍ଟୁରାଣ୍ଟ ସିଲ୍

ନୂଆଦିଲ୍ଲୀ: କେରଳର ତ୍ରିଶୁରରୁ ଆସିଛି ଏକ ବଡ଼ ଖବର । ବିରିୟାନୀ ଖାଇବା ପରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଏଥିସହିତ ପାଖାପାଖି ୧୭୮ ଜଣ ଲୋକ ବୀମାରଗସ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଫୁଡ ପଏଜନିଂ…

କାଶୀରେ ଭାଗ୍ୟ ନିର୍ଦ୍ଧାରଣ ଦିନ ରାମେଶ୍ୱରମରେ ଧ୍ୟାନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ପୂର୍ବରୁ ତାମିଲନାଡୁ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କନ୍ୟାକୁମାରୀର ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ…

ନବରାତ୍ରୀ ପୂଜାରେ ପୁତୁରାକୁ ବଳି ଦେଲେ ପିଉସୀ-ପିଉସା; ମାସେ ପରେ ସାମ୍ନାକୁ ଆସିଲା ସତ

କୋରିଆ: ଛତିଶଗଡ଼ର କୋରିଆ ଜିଲ୍ଲାରେ ଜଣେ ୨୪ ବର୍ଷୀୟ ଯୁବକଙ୍କ ହତ୍ୟାକାଣ୍ଡର ସମାଧାନ କରିଛି ପୋଲିସ। ପାଟନା ଥାନା ଅନ୍ତର୍ଗତ ଖୋଣ୍ଡ ଗ୍ରାମରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ତା'ର ପିଉସୀ-ପିଉସା ହତ୍ୟା କରିଥିବା ପୋଲିସ…

କେଦାରନାଥ-ବଦ୍ରିନାଥ ପରେ ଏବେ ରାମ ମନ୍ଦିରରେ କରିପାରିବେନି ରିଲ୍ସ: ମୋବାଇଲ ବ୍ୟାନ୍

ନୂଆଦିଲ୍ଲୀ: କେଦାରନାଥ ଏବଂ ବଦ୍ରିନାଥ ଧାମ ପରେ ବର୍ତ୍ତମାନ ଭକ୍ତମାନେ ଅଯୋଧ୍ୟାରେ ଥିବା ରାମ ଜନ୍ମଭୂମି ମନ୍ଦିରରେ ରିଲ ଏବଂ ଭିଡିଓ କରିପାରିବେ ନାହିଁ । ମନ୍ଦିର ନିର୍ମାଣ କମିଟି ରାମ ମନ୍ଦିର ପରିସରରେ ମୋବାଇଲ୍…

Adani Group କରିବ ୟୁପିଆଇ-ଡିଜିଟାଲ ପେମେଣ୍ଟ ଏବଂ କ୍ରେଡିଟ କାର୍ଡ ବିଜନେସରେ ଏଣ୍ଟ୍ରି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଦେଶର ବଡ଼ ଶିଳ୍ପ ଗୋଷ୍ଠୀ ଅଦାନୀ ଗ୍ରୁପ ୟୁପିଆଇ, ଡିଜିଟାଲ ପେମେଣ୍ଟ, କ୍ରେଡିଟକାର୍ଡ ସମେତ ଅନ୍ୟ ଇ-କମର୍ସ ଏବଂ ପେମେଣ୍ଟ ବିଜନେସରେ ଏଣ୍ଟ୍ରି ମାରିବାକୁ ପ୍ରସ୍ତୁତ ହେଉଛି । ଦୁନିଆରେ ଅଧିକ ଜନସଂଖ୍ୟା…