CHARIDHAM
Browsing Category

ଦେଶ

ଟମ୍ ଆଣ୍ଡ ଜେରୀ କମେଡି ନୁହେଁ, ବରଂ ଏକ ହିଂସା ଅଟେ, ମୁଁ ଯାହା ଆକ୍ସନ ସିନ କରିଛି ତାହା ଏଥିରୁ ନିଆଯାଇଛି

ଓଡିଶା ଭାସ୍କର: ବଲିଉଡ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଆକ୍ସନ ଷ୍ଟାର ଅଭିନେତା ଭାବରେ ଜଣାଯାଇଥାଏ । ଖିଲାଡି କୁମାର ନିଜର ଦଶନ୍ଧିର କ୍ୟାରିଅର ମଧ୍ୟରେ ଅନେକ ଆକ୍ସନଭରା ସିନେମା ଭେଟି ଦେଇଛନ୍ତି ଦର୍ଶକଙ୍କୁ । ନିଜର…

ଯଶପ୍ରୀତ ବୁମରା ମୋ ୩୦୦ କିଲୋମିଟର ବେଗର ସ୍ମାସ ସହ୍ୟ କରି ପାରିବେ ନାହିଁ, ସାଇନା ନେହୱାଲଙ୍କ ତୀକ୍ଷ୍ଣ ଜବାବ

ଓଡିଶା ଭାସ୍କର: ପ୍ରାୟ ଏକ ମାସ ପୂର୍ବରୁ କୋଲକାତା ନାଇଟ ରାଇଡର୍ସର ଉଦିତ ତାରକା ଅଙ୍ଗକୃଷ ରଘୁବଂଶୀଙ୍କ ଏକ ଟ୍ୱିଟକୁ ନେଇ କ୍ରୀଡା ଜଗତରେ ବିବାଦ ଦେଖାଯାଇଛି । ଟ୍ୱିଟ ମାଧ୍ୟମରେ ଅଙ୍ଗକୃଷ କହିଥିଲେ ଯେ, ସାଇନା…

ଅଧିକ ଅମଳକ୍ଷମ ଏବଂ ଉଚ୍ଚପୋଷକ ତତ୍ତ୍ୱଯୁକ୍ତ ୧୦୯ଟି ଫସଲର କିସମ ଜାରି କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ୧୦୯ଟି ଅଧିକ ଅମଳକ୍ଷମ, ଜଳବାୟୁ ସହନଶୀଳ ଏବଂ ଉଚ୍ଚ ପୋଷକତତ୍ତ୍ୱଯୁକ୍ତ ଫସଲର କିସମ ଜାରି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ…

ଫଟୋଗ୍ରାଫର ପ୍ରଦୀପ ବାନ୍ଦେକରଙ୍କ ପରଲୋକ, ଶୋକ ପ୍ରକାଶ କଲେ ଅଜୟ ଦେବଗନ ଏବଂ ବିପାସା ବସୁ

ନୂଆଦିଲ୍ଲୀ: ବରିଷ୍ଠ ପ୍ରେସ ଫଟୋଗ୍ରାଫର ପ୍ରଦୀପ ବାନ୍ଦେକରଙ୍କର ପରଲୋକ ଘଟିଛି। ୭୦ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ଯେଉଁଥିରେ ସାରା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ଏଏନଆଇର…

ପଞ୍ଜାବ ମେଲ୍ ଏକ୍ସପ୍ରେସରେ ନିଆଁ ଲାଗିବାର ଗୁଜବ: ଜୀବନ ବଞ୍ଚାଇବାକୁ ଟ୍ରେନ୍ରୁ ଡେଇଁଲେ ଯାତ୍ରୀ, 20 ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ହଠାତ୍ ୫୦ ବେଗରେ ଚାଲୁଥିବା ପଞ୍ଜାବ ମେଲ୍ ଏକ୍ସପ୍ରେସରେ ଯାତ୍ରୀଙ୍କ ଚିତ୍କାର ଶୁଣାଯାଇଥିଲା। ବଞ୍ଚାଅ ବଞ୍ଚାଅ ଚିତ୍କାର…

ମାତ୍ର ୧୮ ବର୍ଷରେ ନିର୍ବନ୍ଧ ଏବଂ ୨୧ରେ ବିବାହ, ଜାଣନ୍ତୁ ହିଣ୍ଡେନବର୍ଗ ମାମଲାରେ ଛନ୍ଦି ହୋଇଥିବା SEBIର ଅଧ୍ୟକ୍ଷ ମାଧବୀ ବୁଚ୍ କିଏ ?

ନୂଆଦିଲ୍ଲୀ: ଆମେରିକୀୟ ଶର୍ଟ ସେଲର (short seller) ହିଣ୍ଡେନବର୍ଗ ରିସର୍ଚ୍ଚ (Hindenburg Research) ଶେୟାର ବଜାର ନିୟାମକ SEBIକୁ ଟାର୍ଗେଟ କରିଛି । ଶନିବାର ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍‌(Madhabi Puri…

‘ଆଳୁ’କୁ ନେଇ ଘଟିଲା ଏକ ଅଜବ ଘଟଣା! ୫ କେଜି ଆଳୁ ପାଇଁ ଚାକିରିରୁ ସସପେଣ୍ଡ ହେଲେ ଜଣେ ସବ-ଇନ୍ସପେକ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ଓଡ଼ିଶାବାସୀଙ୍କୁ ଆକାଶଛୁଆଁ ‘ଆଳୁ ଦର’ କନ୍ଦାଇବାରେ ଲାଗିଛି । କେଜି ପିଛା ୨୦-୨୫ ଟଙ୍କାରେ ବିକ୍ରି ହେଉଥିବା ଆଳୁ ରେଟ୍ ଅଚାନକ ୬୦-୭୦ରେ ପହଞ୍ଚି ଯାଇଥିଲା । ଫଳରେ ନିଜ…

UPSC-2024 ମୁଖ୍ୟ ପରୀକ୍ଷାର ଶିଡ୍ୟୁଲ ଜାରି ହେଲା: ସେପ୍ଟେମ୍ବର ୨୦ରୁ ଆରମ୍ଭ ପରୀକ୍ଷା

ନୂଆଦିଲ୍ଲୀ: ସଙ୍ଘୀୟ ଲୋକସେବା ଆୟୋଗ (ୟୁପିଏସସି) ମୁଖ୍ୟ ପରୀକ୍ଷାର ଶିଡ୍ୟୁଲ ଜାରି କରାଯାଇଛି । ସେପ୍ଟେମ୍ବର ୨୦ରୁ ୨୯ ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଯେଉଁ ପ୍ରାର୍ଥୀମାନେ ୟୁପିଏସସି ୨୦୨୪…

ଆଜି ଉପ ନିର୍ବାଚନ ପ୍ରସ୍ତୁତି ନେଇ ବୈଠକ ଡକାଇଛନ୍ତି ମାୟାବତି, ସାମିଲ ହେବେ BSP ପଦାଧିକାରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ୧୦ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ ବହୁଜନ ସମାଜ ପାର୍ଟି(BSP) ସୁପ୍ରିମୋ…

ଏହି ରାଜ୍ୟରେ ପୂରଣ ହେବ ୩୫ ହଜାର ଶିକ୍ଷକ ପଦବୀ, ମାସକୁ ଦରମା ୭୦ ହଜାର

ନୂଆଦିଲ୍ଲୀ: ଯଦି ଆପଣ ଶିକ୍ଷକଙ୍କ ପୋଷ୍ଟରେ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଆପଣ ଏହି ରାଜ୍ୟରେ ବମ୍ପର ଖାଲି ସ୍ଥାନ ପାଇଁ ଆବେଦନ କରିପାରିବେ । ଏହି କିଛି ଦିନ ପୂର୍ବରୁ ଆବେଦନ ଲିଙ୍କ୍ ଖୋଲା ଯାଇଥିଲା ଏବଂ…