Browsing Category

ଦେଶ

(Video) ୱାୟନାଡରେ ମହାରେକର୍ଡ କଲା ଭାରତୀୟ ସେନା: ୩୧ ଘଣ୍ଟାରେ ନିର୍ମାଣ କଲା ୧୯୦ ଫୁଟ ଲମ୍ବ ବିଶିଷ୍ଟ ବେଲି ବ୍ରିଜ୍

ନୂଆଦିଲ୍ଲୀ: କେରଳର ୱାୟନାଡରେ ଦେଖାଦେଇଥିବା ଭୟଙ୍କର ଭୂସ୍ଖଳନ କାରଣରୁ ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ ଏବେ ବି ଶତାଧିକ ନିଖୋଜ ରହିଛନ୍ତି । ଏହି ପ୍ରାକୃତିକ ଦୁର୍ବିପାକ କାରଣରୁ ଶତାଧିକ ଘରଦ୍ୱାର ନିଶ୍ଚିହ୍ନ…

ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; କାର- ବସ୍ ଧକ୍କା, ୬ ମୃତ, ୪୦ରୁ ଉର୍ଦ୍ଧ୍ୱ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଇଟାୱା ଅଞ୍ଚଳରେ ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି…

ହର ଘର ତ୍ରୀରଙ୍ଗା ଅଭିଯାନରେ ଦେଶ ବାସୀଙ୍କୁ ସାମିଲ ହେବା ପାଇଁ ଗୃହମନ୍ତ୍ରୀଙ୍କ ନିବେଦନ: ଅଗଷ୍ଟ ୯ ଠାରୁ ନିଜ ଘରେ ତ୍ରିରଙ୍ଗା ଉଡାନ୍ତୁ

ନୂଆଦିଲ୍ଲୀ: ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ । ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହେବ ‘ହର ଘର ତ୍ରିରଙ୍ଗା’…

ବଞ୍ଚିବେ ତ ସୁନିତା ୱିଲିୟମ୍ସ! ପାଖରେ ରହିଛି ଏତେ କମ୍ ଇନ୍ଧନ , ଯଦି ସରିଯିବ ସୁନିତାଙ୍କ କେମିତି ଫେରିବେ ଅନ୍ତରୀକ୍ଷରୁ….

ଓଡିଶା ଭାସ୍କର: ସ୍ପେସକ୍ରାଫ୍ଟର ଜାଳେଣୀ ବା ଇନ୍ଧନ ସରି ସରି ଯାଉଛି । ତାହାସହ ମହାକାଶଯାତ୍ରୀ ସୁନିତାଙ୍କ ଜୀବନ ମଧ୍ୟ ସରି ସରି ଯାଉଛି । ମୃତ୍ୟୁ ଓ ଜୀବନ ମଧ୍ୟରେ ଲଢୁଛନ୍ତି ସାହସୀ ଝିଅ ସୁନିତା । ନିର୍ଭୀକତାର…

(Video): ସୁଟିଂ ସମୟରେ ଅଭିନେତ୍ରୀଙ୍କୁ ଅଚାନକ କିସ କରିଲେ ଏହି ନିର୍ଦ୍ଦେଶକ, ଭିଡିଓ ହେଲା ଲିକ୍‌, ଦେଖିକି ଆପଣ କହିବେ- ଏ କି କଥା!

ଓଡିଶା ଭାସ୍କର: ସିନେମା ଦୁନିଆରେ ଅନେକ ଏମିତି ଖବର ଆସେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରେ । ସୋସିଆଲ ମିଡିଆରେ ବହୁ ସିନେ ଖବର ଚର୍ଚ୍ଚା ସାଉଁଟିଥାଏ । ଏହିକ୍ରମରେ ଏମିତି ଏକ ରୋମାଞ୍ଚ ଓ ବିବାଦୀୟ ଘଟଣା…

ବିଗ୍ ବସ୍ ଘରୁ ବାହାରିବା ପରେ ମୁନାଓ୍ଵାର ଫାରୁକିଙ୍କ ଉପରେ ବର୍ଷିଲେ ରାପର୍ ନାଇଜି, କହିଲେ ‘ଏପରି କରିବା ଉଚିତ୍ ନୁହେଁ’

ମୁମ୍ୱାଇ: ନାଭେଦ ଶେଖ୍ ଓରଫ ନେଜି ହୁଏତ 'ବିଗ୍ ବସ୍ ଓଟିଟି-୩'ର ବିଜେତା ହୋଇନଥିଲେ ମଧ୍ୟ ସେ ନିଜ ଖେଳ ଓ ନିରୀହତା ବଳରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସୋ' ଛାଡ଼ିବା ମାତ୍ରେ ରାପର୍…

ପ୍ରସିଦ୍ଧ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ତଥା ପଦ୍ମବିଭୂଷଣ ପୁରସ୍କାର ପ୍ରାପ୍ତ ୟାମିନୀ କ୍ରୀଷ୍ଣାମୂର୍ତ୍ତିଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ତଥା ପଦ୍ମବିଭୂଷଣ ପୁରସ୍କାର ପ୍ରାପ୍ତ ୟାମିନୀ କ୍ରୀଷ୍ଣାମୂର୍ତ୍ତିଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ଆନ୍ଧ୍ରପ୍ରଦେଶର ପୂର୍ବତନ…

ପ୍ୟାରିସରେ ମନୁ ଥରେ ବି ମଧ୍ୟାହ୍ନ ଭୋଜନ ଖାଇ ନାହାନ୍ତି, ହେଲେ ବି ଜିତିଛନ୍ତି ୨ କାଂସ୍ୟ, ମା’ କହିଲେ, ଘରକୁ ଆସିଲେ ଖାଇବ ‘ଆଳୁ ପରାଠା’

ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସ ୨୦୨୪ରେ ଐତିହାସିକ ହ୍ୟାଟ୍ରିକ ପଦକ ଜିତିବାରୁ ଅଳ୍ପକେ ବର୍ତ୍ତିଗଲେ ସୁଟର ମନୁ ଭାକର । ଏହା ପରେ ସେ ତାଙ୍କ ଇଭେଣ୍ଟ ସରିବା ସମୟରେ ନିଶ୍ଚିତ ଭାବିଥିବେ ଯେ, ଆଗାମୀ ଅଲିମ୍ପିକ୍ସ…

Video; ତାଜମହଲରେ ଗଙ୍ଗାଜଳ ଢ଼ାଳି ଗିରଫ ହେଲେ ୨ ଯୁବକ, ‘ତେଜୋମହାଳୟା’କୁ ଶିବ ମନ୍ଦିର ବୋଲି କରୁଥିଲେ ଦାବି

ନୂଆଦିଲ୍ଲୀ: ତାଜମହଲ ବିଷୟରେ ଅନେକ ସମୟରେ ଦାବି କରାଯାଏ ଯେ ଏହା ମୁମତାଜଙ୍କ ସମାଧି ନୁହେଁ, ବରଂ ଏକ ଶିବ ମନ୍ଦିର, ଯାହାକୁ ଶାହାଜାହାଁ ତାଜମହଲ ନିର୍ମାଣ ପାଇଁ ଭାଙ୍ଗି ଦେଇଥିଲେ। ଯଦିଓ ଏହି ଦାବିକୁ ପ୍ରମାଣିତ କରିବା…

ରାଜିନାମା କରନ୍ତୁ,ଭଡାରେ ବଧୂ-ଝିଅଙ୍କୁ ନେଇ ଯାଆନ୍ତୁ, ଭାରତରେ ରହିଛି ଏହିସ୍ଥାନ ଯେଉଁଠି ‘ଟଙ୍କାର ବର୍ଷା ହୁଏ, ମହିଳା ବିକ୍ରି ହୁଏ..

ଓଡିଶା ଭାସ୍କର: ଦୁନିଆରେ ଆଜି ବି ଅନେକ କୁପ୍ରଥା ରହିଛି । ଯାହାକୁ ଶୁଣିଲେ ଲାଗେ, ଏମିତି କେମିତି ହୋଇପାରିବ । ଲୋକେ ଏଭଳି ପ୍ରଥା ଦେଖି ଭାବିବାକୁ ବାଧ୍ୟ ହୋଇ ଯାଆନ୍ତି । ଏହିକ୍ରମରେ ଏମିତି ଏକ ପ୍ରଥା ଏବେ ବି…