Browsing Category

ଦେଶ

ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ, ଦେଶରେ ବଢିବ GDP Rate: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୨୦୨୪- ୨୫ରେ ଭାରତର ବାସ୍ତବ ଜିଡିପି ୬.୫ ରୁ ୭ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି । ଭାରତୀୟ ଅର୍ଥବ୍ୟବସ୍ଥା ମହାମାରୀରୁ ଦ୍ରୁତ ଗତିରେ ପୁନରୁଦ୍ଧାର କରିଥିଲା ଏବଂ ଆରô୍ଥକ ବର୍ଷ ୨୦୨୩-୨୪ରେ…

‘Budget’ ଶବ୍ଦ କେଉଁଠୁ ଆସିଲା? ବଜେଟକୁ ନେଇ ଜାଣନ୍ତୁ ୫ଟି ବଡ଼ ରହସ୍ୟ

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ସଂସଦରେ ଉପସ୍ଥାପନ କରିବେ । ତେବେ ବଜେଟର ଇତିହାସ ଉପରେ ଦୃଷ୍ଟି ପକାଇଲେ ଅନେକ ଅକୁହା କଥା ସାମ୍ନାକୁ ଚାଲିଆସେ । ଜଣେ…

ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶା ପ୍ରସଙ୍ଗ: ଜାଣନ୍ତୁ ମସଲା ସଂଗ୍ରହରେ କିପରି ସାହାଯ୍ୟ କରୁଛି କନ୍ଧମାଳ ହଳଦୀ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଉପସ୍ଥାପନା କରିଛନ୍ତି । ଏହି ରିପୋର୍ଟରେ ଓଡ଼ିଶାର କିଛି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି । ଏହି…

ଆଜି ମୋଦୀ ୩.୦ରେ ପ୍ରଥମ Budget: ଭାରତ ଅର୍ଥନୀତିକୁ ମିଳିବ ବୁଷ୍ଟର ଡୋଜ୍? ଜାଣନ୍ତୁ Time Table

ନୂଆଦିଲ୍ଲୀ: ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ପ୍ରଥମ ସାଧାରଣ ବଜେଟ । ତେବେ ଏହି ବଜେଟ ପୂର୍ବରୁ ସରକାରଙ୍କ ପାଇଁ…

AI ପାଇଁ ଚାଲିଯିବକି ସମସ୍ତଙ୍କ ଚାକିରି? ଅର୍ଥ ମନ୍ତ୍ରୀ କହିଦେଲେ ଏହି ଆଶ୍ଚର୍ଯ୍ୟଜନକ କଥା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଅର୍ଥାତ ମଙ୍ଗଳବାର ଦିନ ନିଜ ବଜେଟ ଜାରି କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ସରକାର ଅର୍ଥନୈତିକ ସର୍ବେକ୍ଷଣ ଜାରି କରିବେ, ଯେଉଁଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ସୂଚନା…

Free Internet: ବଜେଟ୍ ପୂର୍ବରୁ ଜାଣନ୍ତୁ ଏହି ବଡ଼ ଅପଡେଟ୍, ସମସ୍ତଙ୍କୁ ମାଗଣାରେ ମିଳିବ ଇଣ୍ଟରନେଟ୍!

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୩ ଜୁଲାଇ ୨୦୨୪ରେ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଦେଖିବାକୁ ଗଲେ ଏକ ମାସ ପୂର୍ବରୁ ଅର୍ଥାତ୍ ଜୁନ୍ ୨୦୨୪ ଶେଷ ସପ୍ତାହରେ ଦେଶର ତିନୋଟି ଟେଲିକମ୍ କମ୍ପାନୀ…

Indian Railwayରେ ବମ୍ପର ନିଯୁକ୍ତି ସୁଯୋଗ: ୮ ହଜାରରୁ ଅଧିକ ପଦରେ ଚାକିରି, କେବେ କରିବେ ଆବେଦନ?

ନୂଆଦିଲ୍ଲୀ: ଭାରତୀୟ ରେଲୱେରେ ଚାକିରି କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଖୁବଶୀଘ୍ର ରେଲୱେର ଏକ ବଡ଼ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଭାରତୀୟ…

ସରକାର ଦେବେ ମାଗଣା ବିଜୁଳି: ଏହିମାନଙ୍କୁ ମିଳିବ ସୁବିଧା… ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: ଆସନ୍ତାକାଲି ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କିନ୍ତୁ ଏହାପୂର୍ବରୁ ସରକାର ସାଧାରଣ ଲୋକଙ୍କ ପାଇଁ ଗାଇଡଲାଇନ ଜାରି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୋସିଆଲ…

ଏହି କାରଣରୁ ମହଙ୍ଗା ହେଉଛି ଟମାଟର-ପିଆଜ, Economic Survey ରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ୨୨ ଜୁଲାଇରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆର୍ଥିକ ବର୍ଷ ୨୦୨୩-୨୪ର ଅର୍ଥିକ ସର୍ଭେ ଜାରି କରିଛନ୍ତି । ଏହି ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ୬.୫ ରୁ ୭ ପ୍ରତିଶତ ମୂଲ୍ୟରେ…

ଆଇଏନଏସ ବ୍ରହ୍ମପୁତ୍ରରେ ଭୟାବହ ଅଗ୍ନିକାଣ୍ଡ; ବ୍ୟାପକ କ୍ଷତି, ଜଣେ ନାବିକ ନିଖୋଜ

ନୂଆଦିଲ୍ଲୀ: ଯୁଦ୍ଧ ଜାହାଜ ଆଇଏନଏସ ବ୍ରହ୍ମପୁତ୍ରରେ ନିଆଁ ଲାଗିଯିବା ପରେ ଏହାର ଅନେକ କ୍ଷତି ହୋଇଛି । ଏହି ଘଟଣା ପରଠାରୁ ଜଣେ ନାବିକ ନିଖୋଜ ଅଛନ୍ତି। ସୋମବାର ଭାରତୀୟ ନୌସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୌସେନା…