Browsing Category
ଦେଶ
(Video) ପୁଣି ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାତି ୨ଟାରେ ଟ୍ରେନ୍ ଲାଇନରୁ ଅଚାନକ ବିଚ୍ୟୁତ ହୋଇଗଲା ୩ଟି ବଗି
ନୂଆଦିଲ୍ଲୀ: ଦେଶରେ ଟ୍ରେନ୍ ଦୁର୍ଘଟଣା କମିବାର ଜମା ନାଁ ଧରୁନାହିଁ । ଗତକାଲି ଗୋଟିଏ ଟ୍ରେନ ଦୁର୍ଘଟଣା ଘଟିଥିବା ବେଳେ ଆଜି ଘଟିଛି ପୁଣି ଏକ ଟ୍ରେନ୍ ଦୁର୍ଘଟଣା । ଗତକାଲି ଉତ୍ତରପ୍ରଦେଶର ଆମରୋହାରେ ଏକ ବଡ଼ ଧରଣର ରେଳ…
କାହିଁକି ପାଳନ କରାଯାଏ ଜଙ୍କ ଫୁଡ ଡେ? ଜାଣନ୍ତୁ ଏହା ଶରୀର ପାଇଁ କ୍ଷତିକାରକ କି ନୁହେଁ
ଓଡ଼ିଶା ଭାସ୍କର: ସାରା ଦେଶରେ ଅନେକ ଲୋକେ ଖାଦ୍ୟ ପ୍ରେମୀ ଅଟନ୍ତି । ଅନେକ ଲୋକଙ୍କଠାରୁ ଶୁଣିଥିବେ ଯେ, ଆମେ ରୋଜଗାର କରୁଛୁ ଖାଇବା ପାଇଁ । ଏତିକି ନୁହେଁ ଟେଷ୍ଟି ଫୁଡ ପାଇଁ ଲୋକେ କାହିଁ କେତେ ଦୂର ଯାତ୍ରା କରନ୍ତି ।…
କାର୍ଯ୍ୟ ଦିବସ ୧୪ ଘଣ୍ଟାକୁ ବୃଦ୍ଧି ପାଇଁ କର୍ଣ୍ଣାଟକ ଆଇଟି କମ୍ପାନୀମାନଙ୍କ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଗଲା: ପ୍ରସ୍ତାବ ଖାରଜ କରିବାକୁ…
ନୂଆଦିଲ୍ଲୀ: କାର୍ଯ୍ୟଦିବସକୁ ୧୪ ଘଣ୍ଟାକୁ ବୃଦ୍ଧି ପାଇଁ ଆଇଟି କମ୍ପାନୀମାନଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ଶପସ୍ ଆଣ୍ଡ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ ସଂଶୋଧନ କରିବାକୁ ଆଇଟି କମ୍ପାନୀମାନେ…
କେରଳରେ ଜଣେ ନିପା ଭାଇରସ୍ ଆକ୍ରାନ୍ତ ଚିହ୍ନଟ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ପ୍ରଶାସନ
ନୂଆଦିଲ୍ଲୀ: କେରଳ ମାଲାପୁରମରେ ଜନେ ନିପା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛି । ଜଣେ ୧୪ ବର୍ଷୀୟ ବାଳକ ନିପା ପଜିଟିଭ ଚିହ୍ନଟ ନେଇ ସୂଚନା ମିଳିଛି । କେଉଁମାନଙ୍କ କଣ୍ଟାକ୍ଟରେ ଆସିଛି ଜାଣିବାକୁ ସରକାରୀ ତତ୍ପରତା ରହିଛି…
ଭାରତ ପାଇଁ ଗର୍ବର ବିଷୟ: ଚନ୍ଦ୍ରଯାନ-୩କୁ ମିଳିବ ‘ବିଶ୍ୱ ମହାକାଶ ପୁରସ୍କାର’
ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ଧ୍ରୁବ ନିକଟରେ ଅବତରଣ କରିଥିଲା । ଏହା ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମକୁ ନେଇ ଭାରତକୁ ମିଳିଛି ପୁଣି ଏକ ବଡ଼ ସଫଳତା । ଚନ୍ଦ୍ରଯାନ-୩କୁ…
ସାମ୍ନାକୁ ଆସିଲା ଚାନ୍ଦିପୁରା ଭାଇରସର ୫୦ ଟି ମାମଲା: ୧୬ ଜଣଙ୍କର ହୋଇଛି ମୃତ୍ୟୁ
ନୂଆଦିଲ୍ଲୀ: ଗୁଜୁରାଟ ସ୍ୱାସ୍ଥ୍ୟମନ୍ତ୍ରୀ ଋଶିକେଶ ପଟେଲ କହିଛନ୍ତି ଯେ ସାରା ରାଜ୍ୟରେ ଚାନ୍ଦିପୁରା ଭାଇରସର ୫୦ ଟି ମାମଲା ରୁଜୁ ହୋଇଛି ଏବଂ ୧୬ ଜଣ ପ୍ରାଣ ହରାଇଛନ୍ତି । ପଟେଲ କହିଛନ୍ତି, ହିନ୍ଦୁପୁରରେ ଚାନ୍ଦିପୁରା…
କେନ୍ଦ୍ରମନ୍ତ୍ରୀଙ୍କ ସଡକ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଜିତିନ ପ୍ରସାଦ
ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି। ମନ୍ତ୍ରୀଙ୍କ କାର୍ ଯିବା ସମୟରେ ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା।…
Paris Olympics 2024: କାନାଡା ଟିମ୍ରେ ଲାଗିବ ପଞ୍ଜାବୀ ତଡକା! ଅଲମ୍ପିକ୍ସରେ କାନାଡା ଦଳରୁ ଖେଳିବେ ଭାରତୀୟ ବଂଶୋଦ୍ଭବ ଏହି ଆଥଲେଟ
ଓଡିଶା ଭାସ୍କର: ଖେଳର ମହାକୁମ୍ଭ ଅଲମ୍ପିକ୍ସର ୩୩ ତମ ସଂସ୍କରଣ ପ୍ୟାରିସରେ ଆଉ ୬ ଦିନ ପରେ ଆୟୋଜିତ ହେବାକୁ ଯାଉଛି । ଏଥିରେ ଭାଗ ନେବାକୁ ଥିବା ପ୍ରତିଯୋଗୀ ଦିନରାତିକୁ ଏକ କରି ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଏହି…
ଡେଟିଂ କରୁଛନ୍ତି ସୁସ୍ମିତା! ଗୁଜବ ଉପରେ ଏମିତି କହିଲେ ବ୍ରହ୍ମାଣ୍ଡ ସୁନ୍ଦରୀ, ମୋ ଜୀବନରେ ….
Sushmita is dating! On the rumours, the Universe said, "Beauty in my life".
ଚନ୍ଦ୍ରକୁ Moon କୁହାଯାଏ, ଜାଣନ୍ତି କାହିଁକି ଏମିତି କହନ୍ତି, କେମିତି ହୋଇଥିଲା ଏ ନାମକରଣ
ଓଡିଶା ଭାସ୍କର: ଆଜିର ଦିନରେ ୫୫ ବର୍ଷ ପୂର୍ବେ ୧୯୬୯ ମସିହାରେ ପ୍ରଥମଥର ମଣିଷ ଚନ୍ଦ୍ରରେ ପାଦ ଥାପିଥିଲା । ଆପୋଲୋ-୧୧ ଜୁଲାଇ ୨୦ ତାରିଖରେ ଚନ୍ଦ୍ରପୃଷ୍ଠରେ ନିଜର ପାଦ ରଖିଥିଲା । ଅନ୍ତରୀକ୍ଷ ଯାତ୍ରୀ ନୀଲ…