Browsing Category

ଦେଶ

ଏକା ସାଙ୍ଗରେ ଫାଟିଲା ୧୦-୧୨ ସିଲିଣ୍ଡର: ଭୟାନକ ଅଗ୍ନିକାଣ୍ଡରେ ଜଳୁଛି ୪୧ ଘର

ନୂଆଦିଲ୍ଲୀ: ଗଜିଆବାଦରେ ଘଟିଯାଇଛି ଏକ ଭୟାନକ ଅଗ୍ନିକାଣ୍ଡ । ଏକାସାଙ୍ଗରେ ୧୦ରୁ ଅଧିକ ସିଲିଣ୍ଡର ବ୍ଲାଷ୍ଟ ହେବା ପରେ ନିକଟସ୍ଥ ପ୍ରାୟ ୪୧ଟି ଘର ଜଳି ନଷ୍ଟ ହୋଇ ଯାଇଥିବା ଜାଣିବାକୁ ମିଳିଛି । ତେବେ ଖବର ପାଇଁ…

କାହିଁକି ସଂସଦରେ ସିଏଏ ବିଲ୍ ଚିରିଥିଲେ; ସେ ନେଇ ସ୍ପଷ୍ଟିକରଣ ରଖିଲେ ଅସଦୁଦ୍ଦିନ ଓୱେସି

ହାଇଦ୍ରାବାଦ: କେନ୍ଦ୍ର ସରକାର ଲାଗୁ କରିଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ଅସାମ୍ବିଧାନିକ ବୋଲି ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି କହିଛନ୍ତି । ବିଜେପି…

ଏହି ଭୁଲ୍ କଲେ ଅଟକିଯିବ ଆପଣଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଆଗାମୀ କିସ୍ତି, ଜାଣନ୍ତୁ କ’ଣ ସେହି ଭୁଲ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୃଷକଙ୍କୁ କିଷାନ ସମ୍ମାନ ନିଧି ଯୋଜନାରେ ୩ ଗୋଟି କିସ୍ତିରେ ବର୍ଷକୁ ୬,୦୦୦ଟଙ୍କା ଦେଉଛନ୍ତି । ଏହାର ୧୭ ତମ କିସ୍ତି ଏବେବି ବାକି ରହିଛି । କିନ୍ତୁ ଆପଣ ଯଦି ଏହି ଭୁଲ୍ କରିବେ ତେବେ…

ସରକାରୀ ଅଫିସର ହେବା ପାଇଁ କେତେ ସମୟ ପଢିବା ଜରୁରୀ? ଟପ୍ IAS ନିଜେ ଦେଲେ ପରାମର୍ଶ, ପରୀକ୍ଷା ପୂର୍ବରୁ ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ୟୁପିଏସସି ପ୍ରିଲିମ୍ସ ପରୀକ୍ଷାର ତାରିଖ ପରିବର୍ତ୍ତନ କରାଯାଇଛି । ଏଥିରେ ପ୍ରାର୍ଥୀମାନଙ୍କୁ ୟୁପିଏସସି ପରୀକ୍ଷାର ପ୍ରସ୍ତୁତି କରିବା ଲାଗି ଅଧିକ ସମୟ ମିଳିଲା । ଏହାରି…

ହ୍ୱାଟସଆପ୍‌ରେ ମିଳିବ AI ଫିଚର, ଏହିପରି କରିପାରିବେ ବ୍ୟବହାର

ଓଡ଼ିଶା ଭାସ୍କର: ଏବେ ସବୁଆଡେ AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି କ୍ରମରେ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସଆପ୍ ବି ପଛରେ ନାହିଁ । ଏଥିପାଇଁ କମ୍ପାନୀ ପ୍ରସ୍ତୁତି ଆରମ୍ଭ କରି…

(Video) ‘ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲରେ ନିର୍ଯାତନା ଦିଆଯାଉଛି’; AAP ସାଂସଦ ସଞ୍ଜୟ ସିଂହଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ଶନିବାର ଆପ ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏକ ପ୍ରେସ କନଫରେନ୍ସ କରିଥିଲେ । ଏହି ସମୟରେ ସେ ଅନେକ ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲ ଭିତରେ…

Bournvitaକୁ ନେଇ ଚେତାବନୀ ଦେଲେ ସରକାର: ହେଲ୍ଥ କାଟାଗୋରୀରୁ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଏପ୍ରିଲ ୧୦ ରେ ସମସ୍ତ ଇ-କମର୍ସ କମ୍ପାନୀମାନଙ୍କୁ ବୋର୍ନଭିଟା ସମେତ ଏହିପରି ସମସ୍ତ ପାନୀୟକୁ “ସ୍ୱାସ୍ଥ୍ୟ ପାନୀୟ” ଶ୍ରେଣୀରୁ ହଟାଇବା ପାଇଁ ଏକ ଆଡଭାଇଜରୀ ଜାରି କରିଛି…

ଲାପଟପ୍ ଏବଂ କମ୍ପ୍ୟୁଟର ବ୍ୟବହାରକାରୀଙ୍କ ଉପରେ ବଡ଼ ବିପଦ: ସରକାର ଦେଲେ ଚେତାବନୀ, ତୁରନ୍ତ ହୋଇଯାଅ ଆଲର୍ଟ

ନୂଆଦିଲ୍ଲୀ: କମ୍ପ୍ୟୁଟର ଏବଂ ଲାପଟପ୍ ବ୍ୟବହାରକାରୀଙ୍କ ପାଇଁ ସରକାର ଚେତାବନୀ ଜାରି ରଖିଛନ୍ତି  । ଏପରି ପରିସ୍ଥିତିରେ ଯଦି ଆପଣ ୱିଣ୍ଡୋଜ୍ ୧୦, ୱିଣ୍ଡୋଜ୍ ୧୧ କିମ୍ବା ମାଇକ୍ରୋସଫ୍ଟ ଅଫିସ୍ ବ୍ୟବହାର କରୁଛନ୍ତି, ତେବେ…

ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା, ଇସ୍ରାଏଲ ଉପରେ ଆକ୍ରମଣ ବିଷୟରେ ଇରାନ ଚେତାବନୀ ଦେବା ପରେ ଏୟାର ଇଣ୍ଡିଆ ବଦଳାଇଲା ରୁଟ୍

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ତିକ୍ତତା ଭାରତୀୟ ବିମାନ ଯାତ୍ରା ଉପରେ ମଧ୍ୟ ପ୍ରଭାବ ପକାଇବା ଆରମ୍ଭ କରିଛି । ଇରାନ ଇସ୍ରାଏଲ ଉପରେ ପ୍ରତିଶୋଧ ପରାୟଣ ହେବା ବିଷୟରେ ଚେତାବନୀ ଦେବା ପରେ ମଧ୍ୟ…

CUET PG ୨୦୨୪ ରେଜଲ୍ଟ ଘୋଷଣା କଲା NTA: ୱେବସାଇଟ୍ ଲିଙ୍କକୁ ଯାଇ ଫଳାଫଳ ଚେକ୍ କରିପାରିବେ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ କମନ୍ ୟୁସିଭରସିଟି ପ୍ରବେଶିକା ପରୀକ୍ଷା (ସିୟୁଇଟି) ୟୁଜି ୨୦୨୪ ରେଜଲ୍ଟ ଘୋଷଣା କରାଯାଇଛି । ଯେଉଁ ପ୍ରାର୍ଥୀମାନେ ପୋଷ୍ଟ ଗ୍ରାଜୁଏଟ ପ୍ରବେଶିକା ପରୀକ୍ଷା…