Browsing Category

ଦେଶ

ମୂଷା ଓ ଚୁଚୁନ୍ଦ୍ରା ଠାରୁ ବ୍ୟାପୁଛି ଭୟଙ୍କର ରୋଗ, ସତର୍କ ରହିବାକୁ ସରକାର ଜାରି କଲେ ଆଡଭାଇଜରି

ନୂଆଦିଲ୍ଲୀ: ଦେଶର ଅନ୍ନଦାତାଙ୍କୁ ଫସଲ ବୁଣିବା ଠାରୁ ଆରମ୍ଭ କରି ଫସଲ କାଟିବା ପର୍ଯ୍ୟନ୍ତ ବହୁ ସମସ୍ୟାର ସାମ୍ନା କରିବାକୁ ହୋଇଥାଏ । ଏଥିରେ ପାଣିପାଗର ପ୍ରଭାବ ସହିତ ଆର୍ଥିକ ସମସ୍ୟା ବି ସାମିଲ ରହିଛି । ମୂଷା ଓ…

(Video) ୫ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଭାରତ ରତ୍ନରେ ସମ୍ମାନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଅଭିଜ୍ଞ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସମେତ ପାଞ୍ଚ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଭାରତ ରତ୍ନରେ ସମ୍ମାନୀତ…

ପାକିସ୍ତାନ ଚୋରି କରୁଛି ଭାରତର ବାସୁମତୀ, ଚିନ୍ତାରେ ଭାରତୀୟ କୃଷି ବିଜ୍ଞାନୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ବଦନାମ ପାକିସ୍ତାନ ଏବେ ଭାରତର ଚାଉଳ ଚୋରାଇବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ ବାସୁମତୀର ଉନ୍ନତ କିସମ ବିହନ ଚୋରାରେ ନେଇ ଏବେ ତାହା ଚାଷ…

ଚା’ ତିଆରି କରିବା ବେଳେ ଫାଟିଲା ସିଲିଣ୍ଡର, ୪ ଜଣଙ୍କ ମୃତ୍ୟୁ

ଦେବରିଆ: ଶନିବାର ସକାଳେ ଉତ୍ତରପ୍ରଦେଶର ଦେବରିଆରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଘଟିଛି। ବାସ୍ତବରେ ଘରେ ଚା ତିଆରି କରୁଥିବାବେଳେ ଏଲପିଜି…

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରେ AAP ନେତା କୈଳାଶ ଗେହେଲଟଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଆମ ଆଦମୀ ପାର୍ଟୀର ମନ୍ତ୍ରୀ କୈଳାଶ ଗେହଲଟଙ୍କୁ ସମନ ପଠାଇଛନ୍ତି । ଗେହଲଟ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାରଙ୍କ…

୪୮ ବର୍ଷରେ ଆଖି ବୁଜିଲେ ସାଉଥ ଅଭିନେତା ଡାନିଏଲ ବାନାର୍ଜୀ

ନୂଆଦିଲ୍ଲୀ: ତାମିଲ ଅଭିନେତା ଡାନିଏଲ ବାଲାଜୀ ୨୯ ମାର୍ଚ୍ଚ ଅର୍ଥାତ ଶୁକ୍ରବାର ରାତିରେ ପ୍ରାଣତ୍ୟାଗ କରିଛନ୍ତି । ହାର୍ଟ ଆଟାକ ଆସିବାରୁ ତାଙ୍କର ପ୍ରାଣହାନୀ ଘଟିଛି । ସେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ…

Whatsapp ୟୁଜର୍ସଙ୍କ ପାଇଁ ବିପଦ! ଏହି ନମ୍ବରରୁ କଲ୍ ଆସୁଥିଲେ କଲକୁ ସାବଧାନ୍, ସରକାର ଜାରି କଲେ ଆଲର୍ଟ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଜରିଆରେ କଲ୍ କରି ଲୁଟି ନେଉଛନ୍ତି ସାଇବର ଠକ । ବର୍ତ୍ତମାନ ପୁଣିଥରେ ହ୍ୱାଟ୍ସଆପ୍ ୟୁଜରଙ୍କ ପାଇଁ ବିପଦ ଘନେଇଛି । ଏହାକୁ ନେଇ ଟେଲିକମ୍ ଡିପାର୍ଟମେଣ୍ଟ(DoT) ମଧ୍ୟ ୟୁଜର୍ସମାନଙ୍କୁ ପରାମର୍ଶ…

ନିର୍ବାଚନ ପୂର୍ବରୁ ଜିତିଲେ ମୁଖ୍ୟମନ୍ତ୍ରୀ ସମେତ ୮ ପ୍ରାର୍ଥୀ: ଯୁଦ୍ଧକ୍ଷେତ୍ରରୁ ଓହରିଗଲେ ବିରୋଧୀ ପାର୍ଟି

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନକୁ ନେଇ ରାଜନୀତି ମାହୋଲ ଏବେ ସରଗରମ ହୋଇଛି । ଏପ୍ରିଲ ୧୯ ତାରିଖରେ ୬୦ଟି ଆସନ ବିଶିଷ୍ଟ ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ନିର୍ବାଚନ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ…

ଜେଜେ ହେବ ତ ଏମିତି! ନାତି ଜନ୍ମ ହେବାର ଖୁସିରେ କିନ୍ନରଙ୍କୁ ୧୫ ଲକ୍ଷ ଟଙ୍କାର ଜମି ଦାନ କରିଦେଲେ ଜେଜେ

ନୂଆଦିଲ୍ଲୀ: ସାଧାରଣ ଭାବେ ଘରେ ପୁଅ କି ଝିଅ ଜନ୍ମ ନେଲେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳିଯାଇଥାଏ । ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଇ ଲୋକମାନେ ମିଠା, କେକ୍ ଆଦି ବଣ୍ଟନ କରିବା ସହିତ ଭୋଜିଭାତ ଓ ମନୋରଞ୍ଜନ…

ବିନା କୌଣସି ଆଧାରରେ ସ୍ୱାମୀଙ୍କ ଚରିତ୍ରକୁ ବଦନାମ କରିବା ହେଉଛି ‘କ୍ରୁରତା’: କୋର୍ଟ କହିଲେ-ଗୁଜୁରାଣ ଭତ୍ତା ପାଇଁ ହକଦାର ନୁହଁନ୍ତି ପତ୍ନୀ

ନୂଆଦିଲ୍ଲୀ: ଇନ୍ଦୋରର ଫ୍ୟାମିଲି କୋର୍ଟ ଏକ ଆଦେଶରେ କହିଛନ୍ତି ଯେ, ପତ୍ନୀ ବିନା କୌଣସି ଆଧାରରେ ସ୍ୱାମୀଙ୍କ ଚରିତ୍ରକୁ ବଦନାମ କରିବା ଅତ୍ୟନ୍ତ କ୍ରୁରତା । ସହରର ଜଣେ ୩୮ ବର୍ଷ ବୟସ୍କା ମହିଳାଙ୍କ ଗୁଜୁରାଣ ଭତ୍ତା…