Browsing Category

ଦେଶ

ସର୍ବନିମ୍ନ ମଜୁରୀ ସମସ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍; ଆଉ ବର୍ତ୍ତି ପାରିବେନି କଂପାନୀ-ଶିଳ୍ପ ପ୍ରତିଷ୍ଠାନ

ନୂଆଦିଲ୍ଲୀ: ନିକଟରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ମଧ୍ୟ ଜୀବନଧାରଣ ମଜୁରି ବ୍ୟବସ୍ଥାକୁ ସମର୍ଥନ କରିଥିଲା। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଆଇଏଲଓ ନିର୍ଦ୍ଦେଶ ଦେଇଥିଲା। ଆଇଏଲଓ ଚାହୁଁଛି ଯେ ଜୀବନ୍ତ ମଜୁରି…

ହୋଲିରେ ନିରାଶ: ମାର୍ଚ୍ଚ ୨୬ରେ ସ୍କୁଲକୁ ଯିବେ ୧୯ ହଜାର ଶିକ୍ଷକ, ଯେଉଁମାନେ ନଯିବେ ସେମାନଙ୍କର ଦରମା କଟିବ

ନୂଆଦିଲ୍ଲୀ: ସାଧାରଣ ଭାବେ ରଙ୍ଗର ପର୍ବ ହୋଲିରେ ସମସ୍ତେ ନିଜ ପରିବାର, ବନ୍ଧୁ ପରିଜନଙ୍କ ସହ ମିଶି ହୋଲି ଖେଳିବାକୁ ଚାହିଁ ବସିଥାନ୍ତି । ତେବେ ଏପରି ସ୍ଥିତିରେ ଯଦି ଆପଣଙ୍କୁ ଛୁଟି ଦିନରେ ଅଫିସ ଯିବାକୁ କୁହାଯିବ,…

୫ ଜଣଙ୍କୁ ଡମ୍ପର ଚଢ଼ାଇ ହତ୍ୟା ଘଟଣା, ୨ ଜଣଙ୍କୁ ଗିରଫ କଲା ପୋଲିସ

ଝାଲୱାର: ରାଜସ୍ଥାନର ଝାଲାଓ୍ଵାର ଜିଲ୍ଲାର ଭବାନୀ ମଣ୍ଡି ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା। ନିଷ୍ଠୁରତାର ପରିଚୟ ଦେଲେ ଦୁଇ ସାଙ୍ଗ। ଡମ୍ପର ଚଡାଇ ୫ ଜଣଙ୍କୁ ହତ୍ୟା । ଭବାନୀ ମଣ୍ଡି ର ପାଗରିଆ ଥାନା ଅନ୍ତର୍ଗତ ବିନୟଗା…

(Video) ‘ଏବେ ଯଦି କିଏ ମୋଦୀ-ମୋଦୀ ସ୍ଲୋଗାନ ଦିଅନ୍ତି ତେବେ ତାକୁ ଚାପୁଡା ମାରିବା ଆବଶ୍ୟକ’, ଏପରି କାହିଁକି କହିଲେ କର୍ଣ୍ଣାଟକର…

ବେଙ୍ଗାଲୁରୁ: କର୍ଣ୍ଣାଟକରେ କନ୍ନଡ଼ ଏବଂ ସଂସ୍କୃତି ବିଭାଗର ମନ୍ତ୍ରୀ ଏବଂ କଂଗ୍ରେସର ନେତା ଶିବରାଜ ତଙ୍ଗାଡାଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥକଙ୍କ ଉପରେ ବର୍ଷିଛନ୍ତି । ରୋଜଗାର ପ୍ରସଙ୍ଗକୁ ନେଇ…

ଫୋନ ଟ୍ୟାପିଙ୍ଗ ମାମଲାରେ ଫସିଲେ ତେଲେଙ୍ଗାନା ଇଣ୍ଟେଲିଜେନ୍ସ ବ୍ୟୁରୋର ପୂର୍ବତନ ଅଧ୍ୟକ୍ଷ, ଜାରି ହେଲା ଲୁକଆଉଟ ନୋଟିସ

ନୂଆଦିଲ୍ଲୀ: ତେଲେଙ୍ଗାନା ଇଣ୍ଟେଲିଜେନ୍ସ ବ୍ୟୁରୋର ପୂର୍ବତନ ଅଧ୍ୟକ୍ଷ ଟି ପ୍ରଭାକର ରାଓଙ୍କୁ ଫୋନ ଟ୍ୟାପିଙ୍ଗ ମାମଲାରେ ଅଭିଯୁକ୍ତ ନମ୍ବର ୱାନ ଭାବେ ନାମିତ କରାଯାଇଛି । ତାଙ୍କ ଉପରେ ଅଭିଯୋଗ ରହିଛି ଯେ, ତେଲେଙ୍ଗାନାର…

ବରିଷ୍ଠ ସାମ୍ବାଦିକ ଶାନ୍ତନୁ ଗୁହା ରାୟଙ୍କ ପରଲୋକ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ବରିଷ୍ଠ ଇନଭେଷ୍ଟିଗେଟିଭ୍ ସାମ୍ବାଦିକ ଓ ଲେଖକ ଶାନ୍ତନୁ ଗୁହା ରାୟଙ୍କ ପରଲୋକ ଘଟିଛି । ସେ ଦୀର୍ଘ ୨୫ ବର୍ଷ ଧରି ସାମ୍ବାଦିକ କ୍ଷେତ୍ର ସହ ଜଡ଼ିତ ରହିବା ସହ ପୁରସ୍କାର ମଧ୍ୟ…

କଙ୍ଗନା ରନାୱତଙ୍କ ଟ୍ୱିଟରେ ଏପରି କ’ଣ ଲେଖିଲେ ସୁପ୍ରିୟା ଶ୍ରୀନେତ, ଯେଉଁଥିପାଇଁ ତାଙ୍କୁ ଦେବାକୁ ପଡିଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରନାୱତ ଏକ୍ସରେ ଏକ ପୋଷ୍ଟ କରିବା ପରେ କଂଗ୍ରେସର ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମ୍ସର ଚେୟାର ପର୍ସନ ସୁପ୍ରିୟା ଶ୍ରୀନେତଙ୍କୁ ଏକ ସ୍ପଷ୍ଟୀକରଣ କରିବାକୁ ପଡିଛି । ସେ…

ବିନା ସାର୍ଟରେ ହାତରେ ସୂତା ବଣ୍ଡଲ ଧରି ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ, ଜାଣନ୍ତୁ କ’ଣ ରହିଛି କାରଣ

ତିରୁପୁର: ତାମିଲନାଡୁ ତିରୁପୁର ବିଜେପି ପ୍ରାର୍ଥୀ ଏପି ମୁରୁଗାନନ୍ଦନ ଗଞ୍ଜି ପିନ୍ଧି ନାମାଙ୍କନ ଦାଖଲ କରିବାକୁ ପହଞ୍ଚିଥିଲେ । ତେବେ ଏହା ପଛରେ ତାଙ୍କର କିଛି ଇଙ୍ଗ ଉଦ୍ଦେଶ୍ୟ ଥିଲା । ତିରୁପୁର କପଡା ଉଦ୍ୟୋଗ,…

ହୋଲିରେ ଟଙ୍କାରେ ରଙ୍ଗ ଲାଗିଗଲେ କ’ଣ କରିବେ? କଲର ନୋଟ୍‌କୁ ନେଇ କ’ଣ ରହିଛି RBIର ନିୟମ

ଓଡ଼ିଶା ଭାସ୍କର: ହୋଲିକୁ ନେଇ ସହରଠୁ ଗାଁ ସବୁ ଏବେ ଉତ୍ସବ ମୁଖର । କିଏ ଅବିରରେ ହୋଲି ଖେଳୁଛି ତ ଆଉ କିଏ ପିଚ୍‌କାରୀରେ ରଙ୍ଗ ବର୍ଷା କରୁଛି । ଚାରିଆଡେ ଖାଲି ରଙ୍ଗ ଆଉ ରଙ୍ଗ । ହୋଲି ରଙ୍ଗରେ ଆପଣ ରଙ୍ଗେଇ ହୋଇ…

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ୬ଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ…