Browsing Category

ଦେଶ

ସୁସାଇଡ୍ କେସ୍‌ରେ ଦୋଷୀ ସାବ୍ୟସ୍ତ ହେବା ପରେ ଆପ୍ ବିଧାୟକ ଜରୱାଲ କହିଲେ, ଯଦି ମୁଁ ବିଜେପିରେ ଥାନ୍ତି ତ…

ନୂଆଦିଲ୍ଲୀ: ସୁସାଇଡ୍ କେସ୍‌ରେ ଆମ୍ ଆଦମୀ ପାର୍ଟି ବିଧାୟକ ପ୍ରକାଶ ଜରୱାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ଏକ ଅଦାଲତ। କୋର୍ଟଙ୍କ ରାୟ ପରେ ପ୍ରକାଶ ଜାରୱାଲ କହିଛନ୍ତି, ଯଦି ମୁଁ ଆଜି ବିଜେପିରେ ଯୋଗ…

‘ମୋ ଇସ୍ତଫା ଖବର ଗୁଜବ, ଆମ ସରକାର ଆହୁରି ଚାଲିବ ୫ ବର୍ଷ’: ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ନିଜ ଇସ୍ତଫା ଖବରକୁ ଗୁଜବ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଇସ୍ତଫା ଦେଇନାହିଁ । ମୋର ଇସ୍ତଫା ଖବର ଗୁଜବ ଅଟେ । ଆମ ସରକାର ସ୍ଥିର ଏବଂ…

ଦେଶ ଦେଖିଲା ଲିଙ୍ଗଗତ ସମାନତାର ଭିନ୍ନ ଚିତ୍ର; ପ୍ରଥମ ଥର ପାଇଁ କିନ୍ନରଙ୍କୁ ମୃତ୍ୟୁ ଦଣ୍ଡାଦେଶ, ଦୁଷ୍କର୍ମ-ହତ୍ୟା ଭଳି ଥିଲା ମାମଲା

ମୁମ୍ବାଇ: ୩ ମାସର ନାବାଳିକାକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମୁମ୍ବାଇର ଏକ ଅଦାଲତ ଜଣେ କିନ୍ନରଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ବୋଧହୁଏ ପ୍ରଥମ ଥର ପାଇଁ କୌଣସି ଅଦାଲତ ଜଣେ କିନ୍ନରଙ୍କୁ ମୃତ୍ୟୁଦଣ୍ଡାଦେଶ…

ସରକାରଙ୍କ ଏହି ସ୍କିମ୍ ଆପଣଙ୍କୁ କରିଦେବ ମାଲାମାଲ, ବାର୍ଷିକ ମାତ୍ର ୫୦୦ ଟଙ୍କା ନିବେଶ କରି ୧୫ ବର୍ଷରେ ପାଆନ୍ତୁ ଏତିକି ଅର୍ଥରାଶି

ନୂଆଦିଲ୍ଲୀ: ଆପଣଙ୍କ ପଇସା ସୁରକ୍ଷିତ ରହିବ ଓ ତାହା ଉପରେ ଜବରଦସ୍ତ ସୁଧ ବି ମିଳିବ । ଏହି ଦୁଇ ସୁବିଧା ଆପଣଙ୍କୁ ଗୋଟିଏ ସରକାରୀ ସ୍କିମ୍‌ରେ ମିଳିଯିବ ଯାହାର ନାମ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ(PPF) । ଏହା ଦେଶର…

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ CBI ନୋଟିସ୍

ଲକ୍ଷ୍ନୌ: କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ସିବିଆଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଡକାଇଛି। ବେଆଇନ ଖଣି ମାମଲାରେ ସପା ମୁଖ୍ୟଙ୍କ ନିକଟକୁ ସମନ ପଠାଯାଇଛି। ଅଖିଳେଶଙ୍କୁ ସାକ୍ଷୀ ଭାବରେ ହାଜର…

‘୬ ମାସରେ ୨୩୪ ସିଟ୍ ପୂରଣ…’ ଏନ୍ ମନ ଏନ୍ ମକ୍କଲ ପଦଯାତ୍ରାକୁ ମନେ ପକାଇଲେ ତାମିଲନାଡୁ ବିଜେପି ମୁଖ୍ୟ କେ.ଅନ୍ନାମଲାଇ

ଚେନ୍ନାଇ: ତାମିଲନାଡୁ ଭାରତୀୟ ଜନତା ପାର୍ଟି ମୁଖ୍ୟ କେ. ଆନ୍ନାମଲାଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନ ମନ ଏନ ମକ୍କଲ ପଦଯାତ୍ରାର ଝଲକ ସେୟାର କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାମେଶ୍ୱରମରେ ଉଦ୍ ଘାଟନ…

PM Kisan Yojana: ଆଜି ପ୍ରତୀକ୍ଷାର ଘଟିବ ଅନ୍ତ, କୃଷକଙ୍କ ଖାତାକୁ ଯିବ ୨ ହଜାର ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଆଜି କୃଷକମାନଙ୍କ ଆକାଉଣ୍ଟରେ ୧୬ ତମ କିସ୍ତି ପହଁଚିବ । ଏହି କିସ୍ତିକୁ କୃଷକମାନେ ବହୁ ସମୟରୁ ଅପେକ୍ଷା କରିଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କାହାକୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ଜନତା? ସର୍ଭେ ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ଶେଷ ହୋଇସାରିଛି । ଆଗାମୀ ଦୁଇ ମାସ ଭିତରେ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ବାବଦରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଅନୁମାନ…

ଗଗନଯାନ ମିଶନ ଲାଗି ଚୟନ କରାଯାଇଥିବା ୪ ଜଣ ପାଇଲଟ କିଏ? ସେମାନଙ୍କୁ କିପରି ଚୟନ କରାଯାଇଛି

ନୂଆଦିଲ୍ଲୀ: ଗଗନଯାନ ମିଶନରେ କେଉଁ କେଉଁ ମହାକାଶ ଯାତ୍ରୀ ସାମିଲ ହେବେ ଏହାର ଘୋଷଣା ହୋଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ୪ ଜଣଙ୍କ ନାମ ଘୋଷଣା କରିଛନ୍ତି ଯେଉଁମାନେ ଦେଶର ପ୍ରଥମ ମାନବ ଅନ୍ତରୀକ୍ଷ…

‘ଯିଏ ନିଜ ଦଳ ସମ୍ଭାଳି ପାରୁନି, ସିଏ ଅନ୍ୟମାନଙ୍କୁ…’ କଂଗ୍ରେସକୁ ଟାର୍ଗେଟ କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂକୁ ନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଏଥିମଧ୍ୟରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଅନୁରାଗ ଠାକୁର କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ…