Browsing Category

ଦେଶ

୨୦୨୪ ଲୋକସଭା ନିର୍ବାଚନ; ‘#MeraPehlaVoteDeshKeLiye’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଯୁବ ଭୋଟରଙ୍କୁ ମତଦାନ କରିବା ସହ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ବ୍ୟବହାର କରିବାକୁ ଉତ୍ସାହିତ କରିଛନ୍ତି। ସମସ୍ତ ଯୁବ ଭୋଟରଙ୍କୁ ସେମାନଙ୍କଗଣତାନ୍ତ୍ରିକ…

ଛତିଶଗଡ଼: ଯବାନଙ୍କ ଏନକାଉଣ୍ଟରରେ ୪ ମାଓବାଦୀଙ୍କ ମୃତ୍ୟୁ

ଓଡ଼ିଶା ଭାସ୍କର: ଛତିଶଗଡ଼ ବିଜାପୁର ଜିଲ୍ଲାରେ ଯବାନଙ୍କ ଏନକାଉଣ୍ଟରରେ ୪ ମାଓବାଦୀଙ୍କ ମୃତ୍ୟୁ। ତେବେ ଏହି ୪ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ଥିବା ନେଇ ସୂଚନା। ମୃତ ମାଓବାଦୀମାନଙ୍କ ଶବ ଉଦ୍ଧାର କରାଯାଇଛି।…

ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ଗାୟକ ପଙ୍କଜ ଉଧାସ

ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହେଲେ ଗଜଲ ଗାୟକ ପଙ୍କଜ ଉଧାସ।  ପଙ୍କଜ ଉଧାସ ଆଉ ଆମ ଭିତରେ ନାହାନ୍ତି ସତ ହେଲେ ସବୁବେଳେ ସ୍ମୃତିରେ ରହିବେ । ଅଗ୍ନାଶୟ କର୍କଟ ରୋଗରେ ପୀଡ଼ିତ ହୋଇ ସୋମବାର ତାଙ୍କର ଦେହାନ୍ତ ହୋଇଥିଲା ।…

ଅନନ୍ତ ଅମ୍ବାନୀଙ୍କ Pre-wedding menu: ଅତିଥିଙ୍କ ପାଇଁ ହେବ ୨୫୦୦ ପ୍ରକାରର ବ୍ୟଞ୍ଜନ

ଓଡ଼ିଶା ଭାସ୍କର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ ରେ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି। ତେଣୁ ଏହାକୁ ନେଇ ମାର୍ଚ୍ଚ ୧ ରୁ…

ପାହାଡ଼ ଖୋଳିବା ବେଳେ ଚାପି ହୋଇଗଲେ ଶ୍ରମିକ; ଘଟଣାସ୍ଥଳରେ ୫ ଶ୍ରମିକଙ୍କ ମୃତ୍ୟୁ

ଦାନ୍ତେଓ୍ଵାଡା: ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲାର ବୈଲାଡିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଲୁହାପଥରର ପାହାଡ ଉପରେ ଖନନ ବେଳେ ପଥର ଖସି ପଡ଼ିଛି। ପଥର ତଳେ ୫ ଜଣ ଶ୍ରମିକ ଚାପି ହୋଇ ୫ ଶ୍ରମିକଙ୍କ…

ମାର୍ଚ୍ଚ ପ୍ରଥମ ସପ୍ତାହରେ CAA ନିୟମ ଲାଗୁ କରିପାରେ କେନ୍ଦ୍ର! ପ୍ରସ୍ତୁତ ହେଲା ପୋର୍ଟାଲ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଲାଗୁ ହେବ । ସରକାରୀ ସୂତ୍ର ମୁତାବକ ଆଗାମୀ ମାସର ପ୍ରଥମ ସପ୍ତାହରେ ସିଏଏର ନିୟମ ଲାଗୁ କରାଯାଇପାରେ । ଏକ ବିଶେଷ ସୂତ୍ର ମୁତାବକ ମାର୍ଚ୍ଚର…

ଲୋକସଭା ନିର୍ବାଚନ: ଦିଲ୍ଲୀର ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦିଲ୍ଲୀର ୪ଟି ଆସନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ସାହିରାମଙ୍କୁ…

କୁତୁବ ମିନାର ଠାରୁ ଉଚ୍ଚ ଏହି ମୋଗଲଙ୍କ ସମାଧି; ଏହି ସହରରେ ରହିଛି ତାହାର ସୁନ୍ଦର କିର୍ତ୍ତିରାଜି

ନୂଆଦିଲ୍ଲୀ: ଦିଲ୍ଲୀରେ ଅବସ୍ଥିତ କୁତୁବ ମିନାର ଦେଶର/ବିଶ୍ୱର ଅନ୍ୟତମ ସ୍ମାରକୀ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିବାକୁ ଆସନ୍ତି। ଏହି ଟାୱାର ୧୧୯୯ରୁ ୧୨୨୦ ମଧ୍ୟରେ ନିର୍ମିତ ହୋଇଥିଲା। ଏହାର ନିର୍ମାଣ…

YouTube Down in India: ଭିଡିଓ ଅପଲୋଡ କରିବାରେ ଦେଖାଦେଲା ସମସ୍ୟା, ବିରକ୍ତି ଭାବ ପ୍ରକାଶ କଲେ ୟୁଜର୍ସ

ନୂଆଦିଲ୍ଲୀ: ଗୁଗୁଲର ଭିଡିଓ ପ୍ଲାଟଫର୍ମକୁ ଆକ୍ସେସ କରିବାରେ ୟୁଜର୍ସଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଅନେକ ୟୁଜର୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ୟୁଟ୍ୟୁବ ର ଏହି ସମସ୍ୟାକୁ ରିପୋର୍ଟ କରିଛନ୍ତି । ଏହିପରି…

PM Kisan Yojana: ଖୁବଶୀଘ୍ର ଚାଷୀଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଟଙ୍କା , ଘୋଷଣା ହେଲା ତାରିଖ

ଓଡ଼ିଶା ଭାସ୍କର: ଦେଶର ସମସ୍ତ ଚାଷୀଙ୍କ ପାଇଁ ବଡ଼ ଖୁସି ଖବର । ଖୁବଶୀଘ୍ର ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଟଙ୍କା। ଏନେଇ ଏହି ଯୋଜନାର ଅଫିସିଆଲ ୱେବସାଇଟରେ ଅପଡ଼େଟ…