Browsing Category
ଦେଶ
ସନ୍ଦେଶଖାଲି ଯିବା ବାଟରେ ବିଜେପି ଟିମ୍କୁ ଅଟକାଇଲା ପଶ୍ଚିମବଙ୍ଗ ପୋଲିସ
କୋଲକାତା: ପଶ୍ଚିମବଙ୍ଗ ପୁଲିସ ବିଜେପିର ୬ ଜଣିଆ ଟିମ୍କୁ ଉତ୍ତର ୨୪ ପ୍ରଗଣାର ସନ୍ଦେଶଖାଲି ଗାଁ ଆଡ଼କୁ ଯିବାରୁ ଅଟକାଇଥିଲା। ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଇଡି ଚଢ଼ାଉ ବେଳେ ସଂଘର୍ଷ ପରଠାରୁ ସନ୍ଦେଶଖାଲିରେ…
(Video) ନୂଆ AI ମଡେଲ Gemini 1.5 କୁ ଲଞ୍ଚ କଲା Google, ଏବେ ସହଜ ହେବ କଠିନ କାମ, ଭାରତରେ ମଧ୍ୟ ଆରମ୍ଭ ହେଲା ସର୍ଭିସ
ନୂଆଦିଲ୍ଲୀ: ଗୁଗୁଲ ୟୁଜର୍ସଙ୍କ ପାଇଁ ଜେମିନୀ ଆଡଭାନ୍ସକୁ ଲଞ୍ଚ କରିଥିଲା । ବର୍ତ୍ତମାନ ପରବର୍ତ୍ତୀ ଜେନେରେସନର ଏଆଇ ମଡେଲ..ର ଘୋଷଣା କରିଛନ୍ତି । କମ୍ପାନୀ କହିବା ଅନୁଯାୟୀ, ଜେମିନୀର ନୂଆ ଏବଂ ଲାଟେଷ୍ଟ ଭର୍ଜନ…
ଚମ୍ପଇ ମନ୍ତ୍ରୀମଣ୍ଡଳ ବିସ୍ତାର ପୂର୍ବରୁ କଂଗ୍ରେସରେ ବିଶୃଙ୍ଖଳା, ରୁମ୍ ନଂ ୧୦୭ରେ ବନ୍ଦ ବିଧାୟକ
ରାଞ୍ଚି:ଝାରଖଣ୍ଡରେ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । କଂଗ୍ରେସ ବିଧାୟକଙ୍କ ବଡ ଧରଣର ଅସନ୍ତୋଷ ସାମ୍ନାକୁ ଆସିଛି ଓ ସର୍କିଟ୍ ହାଉସ୍ ରୁମ୍ ନଂ ୧୦୭ରେ ବହୁ ବିଧାୟକ ଜମା ହୋଇଛନ୍ତି ।…
CM ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା, କହିଲେ “ଆଜି ବିଧାନସଭାରେ ମୁଁ ବିଶ୍ୱାସର ମତ ରଖିବି’
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆଜି ବିଧାନସଭାରେ ବିଶ୍ୱାସ ମତ ରଖିବି । ଏହାର ଘୋଷଣା ସେ ନିଜେ ସୋସିଆଲ ମିଡିଆରେ କରିଛନ୍ତି । ଗତ କିଛି ଦିନ ତଳେ…
ଅର୍ଥମନ୍ତ୍ରୀ ଭାବରେ ବଜେଟ୍ ଉପସ୍ଥାପନ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା
ବେଙ୍ଗାଲୁର: ଶୁକ୍ରବାର ଅର୍ଥମନ୍ତ୍ରୀ ଭାବରେ ବଜେଟ୍ ଉପସ୍ଥାପନ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। କର୍ଣ୍ଣାଟକ ବିଧାନସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ତାଙ୍କ ସରକାର ସମ୍ବିଧାନରେ ଥିବା ନ୍ୟାୟ,…
ଆପଣ ବି ଚାହୁଁଛନ୍ତି କି ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍? କରିବାକୁ ହେବ ଏହି ୩ଟି କାମ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧରଣଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତର ଲାଭ ଦେବା ପାଇଁ ପିଏମ ସୂର୍ଯ୍ୟ ଘର; ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ କେନ୍ଦ୍ର…
ଅଚାନକ ବିଗିଡିଗଲା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାସ୍ଥ୍ୟ, ନ୍ୟାୟ ଯାତ୍ରାରେ ସାମିଲ ହେବା ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେବା ପୂର୍ବରୁ ପ୍ରିୟଙ୍କ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅଚାନକ ବିଗିଡି ଯାଇଛି । ଫଳରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଜ ଏକ୍ସ…
ଭାରତ-ଇଂଲଣ୍ଡ ଟେଷ୍ଟ: ୪୪୫ ରନ୍ରେ ଶେଷ ହେଲା ଭାରତର ପ୍ରଥମ ଇନିଂସ
ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ଦଳ ୪୪୫ ରନ୍ କରି ଆଉଟ୍ ହୋଇଯାଇଛି। ରାଜକୋଟରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଭାରତର ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଅଧିନାୟକ ରୋହିତ…
“ଯେଉଁମାନେ ଚାହୁଁନଥିଲେ ଅଯୋଧ୍ୟାରେ ରାମ ମନ୍ଦିର ତିଆରି ହେଉ, ସେମାନେ ବି ଆଜି କହିଲେଣି ଜୟ ସୀତାରାମ’: ରେୱାରୀରେ କହିଲେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ରେୱାରୀରେ ପହଞ୍ଚିଛନ୍ତି । ସେଠାରେ ସେ ଦେଶର ୨୨ତମ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ ୯୭୫୦ କୋଟି…
CBI କୁ ମିଳିଲା ବଡ଼ ସଫଳତା; ହାରିୟାଣାର ମୋଷ୍ଟ ଓ୍ବାଣ୍ଟେଡକୁ UAEରୁ ଆଣିଲେ ଭାରତ
ନୂଆଦିଲ୍ଲୀ: କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋଙ୍କୁ ବଡ଼ ସଫଳତା ମିଳିଛି । ସିବିଆଇ ହରିୟାଣାର ମୋଷ୍ଟଓ୍ବାଣ୍ଟେଡକୁ ୟୁଏଇରୁ ପ୍ରତ୍ୟାର୍ପଣ କରି ଇଣ୍ଡିଆ ଆଣିଛନ୍ତି । ସିବିଆଇ ଗ୍ଲୋବାଲ ଅପରେସନ ସେଣ୍ଟର ଆବୁ ଧାବୀ ଇଣ୍ଟରପୋଲ…