Browsing Category

ଦେଶ

ଓଡ଼ିଶା ପ୍ରଜ୍ଞାପନ ମେଢ ପ୍ରଥମ: ଗଣତନ୍ତ୍ର ଦିବସ ପରେଡରେ ପାଇଲା ପ୍ରଥମ ସ୍ଥାନ

ଭୁବନେଶ୍ୱର: ଗଣତନ୍ତ୍ର ଦିବସ ପରେଡରେ ବାଜି ମାରିଛି ଓଡ଼ିଶା ପ୍ରଜ୍ଞାପନ ମେଢ । ଦିଲ୍ଲୀର ଗଣତନ୍ତ୍ର ଦିବସ ସମାରୋହରେ ଓଡ଼ିଶା ପ୍ରଜ୍ଞାପନ ମେଢ ସାମିଲ ହୋଇ ରାଜ୍ୟର ପରମ୍ପରା ଓ ସଂସ୍କୃତିକୁ ଦର୍ଶାଇଥିଲା । ଓଡ଼ିଶାର…

ହନୁମାନ ପତାକାକୁ ନେଇ ଉତ୍ତେଜନା ମାମଲାରେ ଏପରି କହିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ; କାହିଁକି ଲୋକଙ୍କୁ ଉତ୍ତେଜିତ କରୁଛନ୍ତି BJP-JDS?

ନୂଆଦିଲ୍ଲୀ: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ୧୦୮ ଫୁଟ ଉଚ୍ଚ ଖୁଣ୍ଟରେ ଲାଗିଥିବା ହନୁମାନ ପତାକାକୁ ପ୍ରଶାସନ ହଟାଇବା ପରେ ବିବାଦ ବଢିବାରେ ଲାଗିଛି । ନିକଟସ୍ଥ ଗାଁରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ମାଣ୍ଡ୍ୟାରେ…

କରୋନାରେ କାହିଁକି ବାଜିଥିଲା ଥାଳି? ପ୍ରଧାନମନ୍ତ୍ରୀ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଦେଲେ ଉତ୍ତର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମରେ ପିଲାମାନଙ୍କ ସହ ପରୀକ୍ଷା ପେ’ ଚର୍ଚ୍ଚା’ରେ ଆଲୋଚନା କରିଛନ୍ତି । ପରୀକ୍ଷା ଦେବାକୁ ନେଇ ଥିବା ବିଭିନ୍ନ ଚିନ୍ତାରୁ ଦୂରେଇ ରହିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି…

ବିବାହ ପୂର୍ବରୁ ଏହି ବ୍ୟକ୍ତିଙ୍କର ଥିଲା ଗୁପ୍ତ ରୋଗ, ସ୍ତ୍ରୀ ଜାଣିବା ପରେ ଥାନାରେ କଲେ ଅଭିଯୋଗ

ଥାନେ: ମହାରାଷ୍ଟ୍ରର ଥାନେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଗୁପ୍ତ ଲୁଚାଇ ରଖିଥିବାରୁ ତାଙ୍କ ସ୍ତ୍ରୀ ସ୍ୱାମୀଙ୍କ ବିରୋଧରେ ପ୍ରତାରଣା ଓ ନିର୍ଦ୍ଦୟ ଅଭିଯୋଗ ଆଣିଛନ୍ତି। ପ୍ରତାରଣା…

‘Sorry…ଆଇ ଆମ୍ ଲୁଜର’, ମାଆ ବାପାଙ୍କ ପାଇଁ ଭାବପ୍ରବଣ ନୋଟ୍ ଲେଖି ଝିଅର ଆତ୍ମହତ୍ୟା

କୋଟା: ରାଜସ୍ଥାନ ସ୍ଥିତ କୋଟାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । JEE ଆଶାୟୀ ଜଣଙ୍କ ପରୀକ୍ଷାରେ ସଫଳତା ହାସଲ କରିପାରିବେ ନାହିଁ ବୋଲି ନିଜ ମାତା ପିତାଙ୍କୁ ଏକ ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କରିଥିବାର ସୂଚନା…

Big Breaking: ଫେବୃଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ତାରିଖ ବର୍ତ୍ତମାନ ଘୋଷଣା କରାଯାଇଛି । ଫେବୃଆରୀ ୨୭ ତାରିଖକୁ ରାଜ୍ୟସଭା ନିର୍ବାଚନ ପାଇଁ ଚୟନ କରାଯାଇଛି । ଓଡ଼ିଶାର ଖାଲି ପଡିଥିବା ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏହି…

ଲାଲୁ ଯାଦବଙ୍କ ED କାର୍ଯ୍ୟାଳୟ ଯିବାକୁ ନେଇ ବର୍ଷିଲେ ଝିଅ ରୋହିଣୀ, କହିଲେ ମୋ ବାପାଙ୍କର ଯଦି କିଛି ହୁଏ…

ନୂଆଦିଲ୍ଲୀ: ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପାଇଁ ସମସ୍ୟା ବଢିପାରେ ବୋଲି କୁହାଯାଉଛି। ସେ ଆଜି ପାଟନାରେ ଥିବା ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଏବଂ ଜମି ପାଇଁ ଚାକିରି ଦୁର୍ନୀତି ମାମଲାରେ ତାଙ୍କୁ…

(Video) ଫିଲ୍ମଫେୟାର ଆୱାର୍ଡ ୨୦୨୪: ଡ୍ୟାନ୍ସ ମଝିରେ ରୋମାଣ୍ଟିକ ହେଲେ ରଣବୀର-ଆଲିଆ, ‘ଜମାଲ କୁଡୁ’ ଷ୍ଟେପରେ ଜିତିଲେ ଫ୍ୟାନ୍ସଙ୍କ ହୃଦୟ

ନୂଆଦିଲ୍ଲୀ: ଗୁଜୁରାଟରେ ୬୯ ତମ ଫିଲ୍ମଫେୟାର ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଆୱାର୍ଡ କାର୍ଯ୍ୟକ୍ରମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତା ତଥା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର…

ବଢିଲା ସୁନା-ରୂପା ଦର, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ Goldର ମୂଲ୍ୟ

ନୂଆଦିଲ୍ଲୀ: ସପ୍ତାହର ପ୍ରଥମ ବାଣିଜ୍ୟ ଦିନରେ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି। ଉଭୟ ଘରୋଇ ତଥା ବିଶ୍ୱ ବଜାରରେ ସୁନା ମୂଲ୍ୟ ବୃଦ୍ଧିରେ କାରବାର ହେଉଥିବା ଦେଖାଦେଇଛି। ସୋମବାର ସକାଳେ, ୫ ଏପ୍ରିଲ ୨୦୨୪ ରେ ଡେଲିଭରୀ…

ପ୍ରସିଦ୍ଧ ସ୍କାଏଡାଇଭରଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ: ସାଙ୍ଗ ରେକର୍ଡ କଲେ Live Video

ଥାଇଲ୍ୟାଣ୍ଡର ପଟ୍ଟାୟାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ସୂଚନାନୁସାରେ, ଜଣେ ପ୍ରସିଦ୍ଧ ସ୍କାଏଡାଇଭର ୨୯ ମହଲା କୋଠରୀରୁ ଡେଇଁବା ପରେ ମୃତ୍ୟୁ ହୋଇଛି । ଯେତେବେଳେ ୩୩ ବର୍ଷିୟ ନାଥି ଓଡିନସନ୍ ବିଲଡିଂରୁ ଡେଇଁଥିଲେ,…