CHARIDHAM
Browsing Category

ଦେଶ

ମସଜିଦରେ ‘ଜୟ ଶ୍ରୀ ରାମ’ ଜପ ପାଇଁ ନିବେଦନ କଲେ RSS ନେତା ଇନ୍ଦେଶ କୁମାର

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(RSS)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦେଶ କୁମାର ପୁଣି ଥରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଚଳିତ ବର୍ଷ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ଶ୍ରୀ ରାମ…

ନୂଆବର୍ଷ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭେଚ୍ଛା ବାର୍ତ୍ତା

ନୂଆଦିଲ୍ଲୀ: ପାଦଥାପିଛି ନୂଆବର୍ଷ ୨୦୨୪ । ନୂଆବର୍ଷର ସ୍ୱାଗତ ପାଇଁ ଦେଶରେ ଉତ୍ସବର ମାହୋଲ । ତେବେ ନୂତନ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡ଼ିଆ…

ଓଡ଼ିଶା ପ୍ରତି ଏତେ ଅବିଚାର କାହିଁକି: ବାରବାଟୀକୁ ମିଳୁନି ଗୋଟିଏ ବି ମ୍ୟାଚ, ଓଡ଼ିଆ ଖେଳାଳିଙ୍କୁ ଅଣଦେଖା, କ’ଣ ପାଇଁ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୪ ବର୍ଷ ହେଲାଣି ରାଜ୍ୟର କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ ହୋଇ ନାହିଁ । ବର୍ଷକ ପୂର୍ବରୁ ଶେଷ ଧର ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ…

ସୁନାରେ ନିବେଶ କଲେ ୧୫ ପ୍ରତିଶତ ରିଟର୍ଣ୍ଣ ମିଳୁଛି: ନୂଆ ବର୍ଷ ୨୦୨୪ରେ ସୁନା ରେଟ୍ ୭୨ ହଜାର ଟପିପାରେ- ବିଶେଷଜ୍ଞ

ନୂଆଦିଲ୍ଲୀ: ୨୦୨୪ ନୂଆବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଛି । ନୂଆ ବର୍ଷ ଅବସରରେ ସମସ୍ତେ ଭୋଜିଭାତ, ପିକନିକରେ ମସଗୁଲ ରହିବା ସହିତ କିଛି ନୂଆ ପ୍ଲାନିଂ କରିଥାନ୍ତି । ବିଶେଷ କରି ନୂଆବର୍ଷରେ କେଉଁ…

ଇସ୍ରାଏଲ ଯାଉଥିବା ଶ୍ରମିକଙ୍କୁ ମିଳିବ ୧.୪୦ ଲକ୍ଷ ଟଙ୍କା ଦରମା, ଜାଣନ୍ତୁ କିପରି କରିବେ ଆବେଦନ ?

ନୂଆଦିଲ୍ଲୀ: ଭାରତୀୟ ଶ୍ରମିକମାନକଙ୍କୁ ବିଦେଶରେ ରୋଜଗାରର ସୁଯୋଗ ମିଳିଛିି । ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ୟହୁଦୀ ଦେଶରେ ଶ୍ରମିକଙ୍କ ଅଭାବ ଦେଖାଦେଇଛି । ଏଭଳି ପରିସ୍ଥିତିରେ ଭାରତର…

୩ ବିଜେପି ନେତା ଦଳରୁ ବହିଷ୍କୃତ IIT-BHU ଛାତ୍ରୀ ଦୁଷ୍କର୍ମ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଇଆଇଟି-ଭୁ ଛାତ୍ରୀ ଦୁଷ୍କର୍ମ ମାମଲାରେ ୩ ଜଣ ବିଜେପି ନେତାଙ୍କ ବିରୋଧରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ତିନି ଜଣ ନେତା ଭାଜପା ନେତା ଜଣାପଡ଼ିବା ପରେ କଂଗ୍ରେସ ପକ୍ଷରୁ ଆକ୍ରମଣ…

ଷୋଡ଼ଶ ଅର୍ଥ ଆୟୋଗ ଗଠନ କଲେ ଭାରତ ସରକାର, ଜାଣନ୍ତୁ କିଏ ହେବେ ଏହାର ଅଧ୍ୟକ୍ଷ ?

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଭାରତ ସରକାର ସମ୍ବିଧାନର ଧାରା ୨୮୦(୧) ଅନୁଯାୟୀ ଷୋଡ଼ଶ ଅର୍ଥ ଆୟୋଗ ଗଠନ କରିଛନ୍ତି। ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର…

(video)ନୂଆବର୍ଷରେ ଜାମ୍ ଉପହାର ଦେବେ ରାହୁଲ, ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ଅପଲୋଡ୍ କରି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ:ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ପରେ ଆସିଯିବ ନୂଆବର୍ଷ । ବର୍ଷର ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଅଭିନବ ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ କରିଛନ୍ତି । ଏହି ଭିଡିଓରେ ରାହୁଲ ଗାନ୍ଧୀ…

ହିନ୍ଦୁ ଧର୍ମରେ ୧୦୮ ଅଙ୍କ କାହିଁକି ହୋଇଥାଏ ଖାସ? ୧୦୮ତମ ‘ମନ କୀ ବାତ’ରେ କ’ଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ବିଭିନ୍ନ ଧର୍ମରେ କିଛି ବିଶେଷ ଅଙ୍କ କିମ୍ବା ସଂଖ୍ୟାର ବିଶେଷ ମହତ୍ତ୍ୱ ରହିଥାଏ । ତେବେ ଏହା ମଧ୍ୟରୁ କିଛି କୁ ଶୁଭ ତ' କିଛିକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ । ତେବେ ଏହା ପଛରେ କିଛି ସ୍ୱତନ୍ତ୍ର…

ଗର୍ଭଧାରଣ କରିପାରୁ ନ ଥିବା ମହିଳାମାନଙ୍କୁ ଗର୍ଭବତୀ କରିବା ନାମରେ ଲୁଟୁଥିଲେ ମୋଟା ଅଙ୍କର ଟଙ୍କା, ୮ ଜଣ ଗିରଫ

ପାଟନା: ବିହାରର ନୱାଦାରେ ଏକ ଆଶ୍ଚର୍ଯ୍ୟଜନକ ଠକେଇ ମାମଲାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। ଏହି ଘଟଣା ସମ୍ପର୍କରେ ଜାଣିଲେ ଆପଣ ତାଜୁବ ହୋଇଯିବେ ଯେ, ଏଭଳି ବି ଆଜିକାଲି ଠକେଇ ହେଉଛି । ତେବେ ସେଠାରେ ଥିବା…