
Browsing Category
ଦେଶ
‘ଭଲ ଭାଷଣ ଦେଉଛ, ନିର୍ବାଚନରେ ଲଢିବାକୁ ଚାହୁଁଛ କି’, ବାରଣାସୀରେ ଜଣେ ଗ୍ରାମୀଣ ମହିଳାଙ୍କୁ ମୋଦୀ ଦେଲେ ଏପରି ଅଫର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସଂସଦୀୟ କ୍ଷେତ୍ର ବାରଣାସୀକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି । ବାରଣାସୀର ଉମରାହା ଗାଓଁରେ ନବନିର୍ମିତ ସ୍ୱର୍ଭେଦ ମହାମନ୍ଦିରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।…
ଡାର୍କ ୱେବରେ ଭାରତୀୟଙ୍କ ବ୍ୟକ୍ତିଗତ ସୂଚନା କରାଯାଉଥିଲା ବିକ୍ରି, ୪ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଆଇଏଫଏସଓ ୟୁନିଟ୍ Dark webରେ ଭାରତୀୟଙ୍କ ବ୍ୟକ୍ତିଗତ ସୂଚନା ବିକ୍ରୟ ପାଇଁ ଚାରି ଜଣଙ୍କୁ ଗିରଫ କରିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ର ଡାଟା ବ୍ୟାଙ୍କରୁ…
(Video) ପୃଥିବୀ ଛାଡ଼, ମଙ୍ଗଳ ଗ୍ରହରେ ଗାଡ଼ି ଚଳାଛଉନ୍ତି ଏହି ଭାରତୀୟ ମହିଳା
ନୂଆଦିଲ୍ଲୀ: ପୃଥିବୀର ବିଭିନ୍ନ ରହସ୍ୟମୟୀ ସ୍ଥାନ ଏବଂ ଘଟଣା ବିଷୟରେ ଜାଣିବାକୁ ଲୋକେ ପସନ୍ଦ କରିଥାନ୍ତି । ଏହା ସହିତ ବାକି ଗ୍ରହ ଗୁଡ଼ିକ ସମ୍ପର୍କରେ ଜାଣିବାକୁ ମଧ୍ୟ ଖୁବ ଭଲ ପାଆନ୍ତି । ତେବେ ଆପଣ ଜାଣିଛନ୍ତି କି,…
ଲୋକସଭା ପରେ ଏବେ ରାଜ୍ୟସଭାର ୪୫ ସାଂସଦ ନିଲମ୍ବିତ, ଗୋଟିଏ ଦିନରେ ୭୮ ସାଂସଦ ନିଲମ୍ବିତ
ନୂଆଦିଲ୍ଲୀ: ଲୋକସଭା ପରେ ଏବେ ରାଜ୍ୟସଭାରେ ଆଜି ୪୫ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଏହି ସମସ୍ତ ସାଂସଦଙ୍କୁ ଲୋକସଭାରେ ସୁରକ୍ଷାଗତ ତ୍ରୁଟି ମାମଲାରେ ହଙ୍ଗାମା କରିଥିବା ନେଇ ନିଲମ୍ବନ କରାଯାଇଛି ।
ଏହା…
ହୋମ ଲୋନ ସୁଧ ହୋଇଯିବ କମ୍, କେବଳ ପଠାଇବାକୁ ପଡିବ ଗୋଟିଏ ଇ-ମେଲ
ନୂଆଦିଲ୍ଲୀ: ଚାକିରି ଏବଂ ବିଜନେସ କରୁଥିବା ଲୋକଙ୍କ ପାଇଁ ହୋମ ଲୋନର ଇଏମଆଇ ମାସର ସବୁଠାରୁ ବଡ଼ ଖର୍ଚ୍ଚ ହୋଇଥାଏ । ଏହାରି ମଧ୍ୟରେ ଯଦି ଆପଣଙ୍କ ଏକ ଇ-ମେଲ ଆପଣଙ୍କ ଇଏମଆଇ କମ କରିଦେଲେ କିପରି ହେବ । ଆପଣ ନିଜ…
ହସ୍ପିଟାଲ ଓପିଡିରେ ଲାଗିଗଲା ନିଆଁ; ୨ ମୃତ, ବହୁ ଗୁରୁତର
ଲକ୍ଷ୍ନୌ: ଏଠିକାର ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ସୋମବାର ଅଚାନକ ଅଗ୍ନିକାଣ୍ଡ ଘଟିଥିଲା । ମିଳିଥିବା ସୂଚନା ଅନୁସାରେ ଏହି ନିଆଁ ହସ୍ପିଟାଲର ପୁରୁଣା ଓପିଡି ଭବନରେ ଲାଗିଥିଲା । କୁହାଯାଉଛି ଏଠାରେ ଏକ…
କୋଲକାତାରେ ଆକାଶଛୁଆଁ ହେଲା ଅଣ୍ଡାଦର, ଆମ ରାଜ୍ୟରେ ବଢିବ କି ନା ଜାଣିନିଅନ୍ତୁ
କୋଲକାତା:ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଅଣ୍ଡା ସମସ୍ତଙ୍କର ଅତି ପ୍ରିୟ । କିନ୍ତୁ ଏହି ଅଣ୍ଡା ଦର ଏବେ ଆକାଶ ଛୁଆଁ ହୋଇଛି । ବାତ୍ୟା ମିଚୋଙ୍ଗର ପ୍ରଭାବରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗକୁ ଅଣ୍ଡା ଯୋଗାଣ…
ତାମିଲନାଡୁ; ଭୟଙ୍କର ବର୍ଷାରେ ୧ ମୃତ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, ଉଦ୍ଧାର କାର୍ଯ୍ୟ ଜାରି
ଚେନ୍ନାଇ: ଦକ୍ଷିଣ ତାମିଲନାଡୁର ଅନେକ ଜିଲ୍ଲାରେ ରାସ୍ତାଘାଟ, ପୋଲ ଓ ଧାନ କ୍ଷେତ ଜଳମଗ୍ନ ହେବା ସହ ଅନେକ କଲୋନୀ ମଧ୍ୟ ଜଳମଗ୍ନ ହୋଇଛି। ତୁତିକୋରିନ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…
ସରକାରୀ କର୍ମଚାରୀଙ୍କୁ ମିଳିଲା ନୂଆବର୍ଷର ଉପହାର, ୪% ବଢିଲା ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: ପଞ୍ଜାବ ସରକାର ଏହାର କର୍ମଚାରୀଙ୍କୁ ନୂଆବର୍ଷର ଉପହାର ଦେଇଛନ୍ତି । ପଞ୍ଜାବର ମାନ ସରକାର ମହଙ୍ଗା ଭତ୍ତା ୪% ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ଏହା ୧ ଡିସେମ୍ବର ୨୦୨୩ରୁ ଲାଗୁ ହୋଇଯିବ । ପଞ୍ଜାବ…
BIG BREAKING: ୩୩ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି
ଓଡିଶା ଭାସ୍କର: ପୁଣି ଲୋକସଭାରେ ବଡ଼ ଆକ୍ସନ। ସଂସଦର ଶୀତକାଳୀନ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲା କଂଗ୍ରେସର ବିବାଦୀୟ ସାଂସଦ ଆଧୀର ରଂଜନ ଚୌଧୁରୀଙ୍କ ସମେତ ୩୩ ବିରୋଧୀ ସାଂସଦଙ୍କୁ…