Browsing Category

ଦେଶ

ଆଜି ଭଜନ ଲାଲ ଶର୍ମାଙ୍କ ଶପଥ ଗ୍ରହଣ ସମାରୋହ, ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ନେତା ହେବେ ସାମିଲ

ଜୟପୁର: ଆଜି ରାଜସ୍ଥାନର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଭଜନ ଲାଲ ଶର୍ମା । ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଦିୟା କୁମାରୀ ଏବଂ ପ୍ରେମଚନ୍ଦ ବୈରୱାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଜ୍ୟପାଳ…

ମଣିପୁର ହିଂସା ଘଟଣା: ୭ ମାସ ପରେ ୬୪ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ କରାଗଲା ଏୟାରଲିଫ୍ଟ 

ଇମ୍ଫାଲ: ମଣିପୁରର ଜାତିଗତ ହିଂସାରେ ପ୍ରାଣ ହରାଇଥିବା ୬୪ ଜଣଙ୍କ ମୃତଦେହକୁ ଗୁରୁବାର ଅନ୍ତିମ ସଂସ୍କାର ପାଇଁ ଏୟାରଲିଫ୍ଟ କରାଯାଇଛି। ତେବେ ଏଘଟଣାକୁ ୭ ମାସ ବିତିଯାଇଥିଲେ ମଧ୍ୟ ଆଜିବି ସମସ୍ତଙ୍କ ମନରେ ଡ଼ର ସୃଷ୍ଟି…

ଧରା ପଡ଼ିଲା ମାଷ୍ଟର ମାଇଣ୍ଡ: ସଂସଦ ସୁରକ୍ଷା ବଳୟ ଭଙ୍ଗ ଘଟଣାରେ ପୋଲିସକୁ ବଡ଼ ସଫଳତା

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନ କରିବା ମାମଲାରେ ଏକ ବଡ଼ ଖବର ଜାଣିବାକୁ ମିଳିଛି । ଏହି କାଣ୍ଡରେ ସାମିଲ ତିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସଂସଦରେ ପଶି ସୁରକ୍ଷା ବ୍ୟବସ୍ଥା…

ସୁପ୍ରିମକୋର୍ଟଙ୍କଠାରୁ ଝଟକା ପାଇଲେ ମନୀଷ ସିସୋଦିଆ, ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାର ଖାରଜ ହେଲା ପୁନର୍ବିଚାର ପିଟିସନ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗୁରୁବାର ଦିନ ସୁପ୍ରିମକୋର୍ଟଙ୍କଠାରୁ ଝଟକା ପାଇଛନ୍ତି। ଡିସେମ୍ବର ୧୪ ରେ ସିସୋଦିଆଙ୍କ ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।…

ସାରା ବିଶ୍ୱରେ ମୋଦୀଙ୍କ ଜଲୱା: ଏହି ସବୁ ଦେଶରୁ ମିଳିଛି ଏତିକି ସର୍ବଶେଷ୍ଠ ସମ୍ମାନ, ଜାଣନ୍ତୁ ରିପୋର୍ଟ

ନୂଆଦିଲ୍ଲୀ: "ନରେନ୍ଦ୍ର ମୋଦୀ" ଏହା ଏବେ ଏକ ସାଧାରଣ ନାମ ନୁହେଁ ବରଂ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ଶବ୍ଦ। ବିଶ୍ୱର ବହୁ ବଡ଼ ବଡ଼ ରାଷ୍ଟ୍ର ନେତା ମୋଦୀଙ୍କ ଜୀବନଶୈଳୀକୁ ଅନୁସରଣ କରିବାକୁ ପସନ୍ଦ କରନ୍ତି। କାରଣ ଜଣେ…

୨୪ ଘଣ୍ଟାରେ ୧୧୩୦ ଟଙ୍କା ମହଙ୍ଗା ହେଲା ସୁନା, ଜାଣନ୍ତୁ ୧୦ ଗ୍ରାମ Goldର ମୂଲ୍ୟ କେତେ

ନୂଆଦିଲ୍ଲୀ: ଗୁରୁବାର ଦିନ ସୁନା ଓ ରୂପା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ବିଶ୍ୱ ବଜାରରେ ସୁନା ଗୁରୁବାର ଦିନ ୧,୧୩୦ ଟଙ୍କା ବୃଦ୍ଧି ପାଇ ଜାତୀୟ ରାଜଧାନୀ ଦିଲ୍ଲୀର Sarafa ବଜାରରେ ୧୦ ଗ୍ରାମ ପିଛା ୬୨,୯୫୦ ଟଙ୍କା…

ସାଂସଦମାନଙ୍କୁ ସସପେଣ୍ଡ କରିବା ନେଇ ବର୍ଷିଲା କଂଗ୍ରେସ, ମଲ୍ଲିକାର୍ଜୁନ ଖଡ଼ଗେ କହିଲେ-ଏହା ଗଣତନ୍ତ୍ରର ନିଲମ୍ବନ

ନୂଆଦିଲ୍ଲୀ: କଂଗ୍ରେସ ଗୁରୁବାର ଦିନ ଉଭୟ ସଂସଦରୁ ୧୪ ଜଣ ବିରୋଧୀ ସଦସ୍ୟଙ୍କ ନିଲମ୍ବନକୁ 'ଗଣତନ୍ତ୍ରର ନିଲମ୍ବନ' ବୋଲି କହିଛି ଏବଂ ସଂସଦର ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାରଙ୍କ ବିଫଳତାକୁ ଲୁଚାଇବା ପାଇଁ ଏହା…

BIG BREAKING: ଗ୍ୟାସ ସିଲିଣ୍ଡର ଫାଟି ୧୫ ଜଣ ଆହତ

ଓଡିଶା ଭାସ୍କର: ଗ୍ୟାସ ସିଲିଣ୍ଡର ଫାଟିବରୁ ୧୫ ଜଣ ଆହତ ସୂଚନା । ଆହତ ୧୫ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ବିଶାଖାପାଟଣାର ରାଜେନ୍ଦ୍ର ନଗର ସ୍ଥିତ ଏକ ବେକେରୀ ସପରେ ଏଭଳି ଏକ ଅଘଟଣ…

ସଂସଦରେ ସୁରକ୍ଷା ଭାଙ୍ଗିବା ମାମଲା: ୪ ଅଭିଯୁକ୍ତଙ୍କୁ ହେପାଜତକୁ ନେଲା ପୋଲିସ

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଙ୍ଘନ କରିବା ଅଭିଯୁକ୍ତଙ୍କୁ ମହଙ୍ଗା ପଡ଼ିଛି । ଏଭଳି ଏକ ସଙ୍ଗୀନ ଅଭିଯୋଗରେ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ୭ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି । ଏହି ସମୟ ମଧ୍ୟରେ…

(Video) ଝିଅ ସୁହାନାଙ୍କ ସହ ଶିରିଡି ସାଇ ମନ୍ଦିରରେ ପହଁଚିଲେ ଶାହାରୁଖ ଖାନ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡର କିଙ୍ଗ ଭାବେ ଜଣାଶୁଣା ଶାହାରୁଖ ଖାନ ନିକଟରେ ବୈଷ୍ଣୋ ଦେବୀଙ୍କୁ ଭେଟିଥିଲେ। ଯେଉଁଠାରୁ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଗୁରୁବାର ଦିନ ସେ ଦର୍ଶନ ପାଇଁ ଶିରିଡି ସାଇ…