Browsing Category
ଦେଶ
DeepFake ଭିଡିଓ ପାଇଁ ଚିନ୍ତାରେ ଭାରତ: ୧୦ ଦିନ ଭିତରେ ଲାଗୁ ହେବ ଏହିସବୁ ଆଇନ!
ନୂଆଦିଲ୍ଲୀ: ବଲିଉଡ ସୁନ୍ଦରୀ ରଶ୍ମିକା ମନ୍ଧାନାଙ୍କ ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଏହାକୁ ନେଇ ଅଜଣା ଭୟ ସୃଷ୍ଟି ହୋଇଛି । କେବଳ ରଶ୍ମିକା ନୁହେଁ, ଏହାପରେ କ୍ୟାଟ୍ରିନା କୈଫ ଏବଂ କାଜୋଲଙ୍କ ଡିପ୍ ଫେକ୍ ଭିଡିଓ…
୨୫ ହଜାର ଦରମା ପାଇଁ ଟନେଲରେ ଫସିଗଲା ଜୀବନ, ପରିବାର ଲୋକେ କହିଲେ ପିଲା ଘରକୁ ଫେରିଲେ..
ରାଞ୍ଚି: ରାଞ୍ଚିର ଖିଜ୍ରି ବିଧାନସଭା ନିର୍ବାଚନମଣ୍ଡଳୀର ଖିରାବେଡା ଗାଁର ତିନିଜଣ ଶ୍ରମିକ ଗତ ୧୩ ଦିନ ଧରି ଉତ୍ତରାଖଣ୍ଡର ଟନେଲରେ ଫସି ରହିଛନ୍ତି। ଏହି ତିନି ଶ୍ରମିକଙ୍କ ବ୍ୟତୀତ ଉତ୍ତର ପ୍ରଦେଶର ସମାନ ଟନେଲରେ ଗାଁର…
(Video) ‘ୱାର୍ଲଡ କପ୍ ଏବଂ ଦିୱାଲୀ ମଝିରେ ହିଟ୍ ହେଲା ଆମ ଫିଲ୍ମ’: ଟାଇଗର ୩’ର ସଫଳତାକୁ ନେଇ ରିଆକ୍ଟ କଲେ ସଲମାନ ଖାନ
ମୁମ୍ବାଇ: ସଲମାନ ଖାନ ଆଜିକାଲି ଟାଇଗର ୩ କୁ ନେଇ ସମ୍ବାଦରେ ଅଛନ୍ତି। ଦିୱାଲୀରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଟିକେଟ୍ ୱିଣ୍ଡୋରେ ଭଲ ଆରମ୍ଭ କରିଥିଲା। ତେବେ ବିଶ୍ୱକପ୍ ଫିଲ୍ମର ବ୍ୟବସାୟକୁ ସାମାନ୍ୟ ଝଟକା…
ପାଗଳ କୁକୁରଙ୍କ ଆତଙ୍କ: ୨୩ ଦିନରେ ୪୯୪ ମାମଲା, ଲୋକେ ଭୟଭୀତ
ଭୋପାଲ: ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲ୍ଲାରେ କୁକୁରମାନଙ୍କର ଆତଙ୍କ ରହିଛି। ପରିସ୍ଥିତି ଏପରି ଯେ ପ୍ରତିଦିନ ଅନେକ ଲୋକ ଆହତ ହୋଇ ଡାକ୍ତରଖାନାରେ ପହଞ୍ଚୁଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହା କୌଣସି ଯୁଦ୍ଧ…
ବେଙ୍ଗାଲୁରୁର ଏହି ରାସ୍ତାରେ ୨୪,୨୫ ଏବଂ ୨୬ ତାରିଖ ଯିବା ମନା, ଟ୍ରାଫିକ ଭିଡରେ ଫଶିପାରନ୍ତି, ଜାଣନ୍ତୁ କଣ ରହିଛି କାରଣ
ବେଙ୍ଗାଲୁରୁ: ବେଙ୍ଗାଲୁରୁର ପ୍ୟାଲେସ ଗ୍ରାଉଣ୍ଡରେ ଦୁଇଟି ବଡ଼ ବଡ଼ କାର୍ଯ୍ୟକ୍ରମ ଜାରି ରହିଥିବାରୁ ଟ୍ରାଫିକ ଜାମ ହୋଇପାରେ, ଯେଉଁ କାରଣରୁ ଲୋକମାନଙ୍କୁ ବହୁ ଅସୁବିଧା ସାମ୍ନା କରିବାକୁ ପଡିପାରେ । ଏହି କାରଣ ଅଟେ ଯେ,…
‘ଆମେ ଦୀପାବଳି ପାଳନ କରିନୁ, ବାପା ଆସିଲେ ହେବ…’ ବାପ-ପୁଅଙ୍କ ଖୁସି ଛଡ଼ାଇନେଲା ଉତ୍ତରକାଶୀ ଟନେଲ
ନୂଆଦିଲ୍ଲୀ: ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ୧୩ ଦିନରୁ ୪୧ ଜଣ ଶ୍ରମିକ ଏହି ଟନେଲ ଭିତରେ ଫସିଥିବା ବେଳେ ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି…
୫୧ ଦିନ ଜେଲରେ ବିତାଇଲେ ସଞ୍ଜୟ ସିଂହ, ପୁଣି କୋର୍ଟ ତାଙ୍କୁ ପଠାଇଦେଲେ ତିହାଡ଼ ଜେଲ, ଜାଣନ୍ତୁ ଆଉ ରହିବେ କେତେ ଦିନ..
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟୀର ରାଜ୍ୟସଭା ସାଂସଦ ସଂଜୟ ସିଂହ ୫୧ ଦିନ ଜେଲରେ ରହିଛନ୍ତି । ସାଂସଦଙ୍କ ହେପଜତକୁ କୋର୍ଟ ପୁଣି ଥରେ ୧୪ ଦିନ ବଢାଇ ଦେଇଛନ୍ତି । ସଂଜୟ ସିଂହଙ୍କୁ ୪…
ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ହେବ ଶୁଭାରମ୍ଭ: ସୂଚନା ଦେଲେ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସ ବର୍ତ୍ତମାନ ସମୟରେ ଯାତ୍ରୀମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିଛି। ଆରାମଦାୟକ ଭ୍ରମଣ ତଥା ଅଧିକାଂଶ ରୁଟରେ ଚାଲୁଥିବା କାରଣରୁ ଯାତ୍ରୀମାନେ ଏହାକୁ ବେଶ ପସନ୍ଦ କରୁଛନ୍ତି ।…
Deepfakes ଅପବ୍ୟବହାରକୁ ନେଇ କଠୋର ହେଲେ ସରକାର: ଆଇଟି ମନ୍ତ୍ରୀ କହିଲେ ସୋସିଆଲ ମିଡିଆ କମ୍ପାନୀମାନଙ୍କର ୭ ଦିନ ସମୟ ଅଛି
ନୂଆଦିଲ୍ଲୀ : ଡିପଫେକ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କଥାବାର୍ତ୍ତା କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ଏକ ବୈଠକ ରଖିଥିଲେ । ଯେଉଁଥିରେ…
ଇସି ନୋଟିସ୍ ପରେ ବି ସୁଧୁରିଲାନି କଂଗ୍ରେସ, ପୁଣି ମୋଦୀଙ୍କ ଉପରେ ସେୟାର କଲା ବିବାଦୀୟ ପୋଷ୍ଟ
ନୂଆଦିଲ୍ଲୀ: କ୍ରିକେଟ୍ ବିଶ୍ୱକପ୍ରେ ଭାରତୀୟ ଟିମ୍ର ପରାଜୟକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଯୋଡି ତାଙ୍କୁ ଅଶୁଭ ବୋଲି କହି ଦେଇଥିଲା । ଏହାପରେ ବିଜେପି ନିର୍ବାଚନ ଆୟୋଗଙ୍କ…