Browsing Category
ଦେଶ
ଭାରତ ସରକାରଙ୍କ ବଡ଼ ଯୋଜନା: ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ‘Air Taxi’, ଘଣ୍ଟା ପ୍ରତି ୧୬୦ କିମି ବେଗରେ ଉଡ଼ିବ
ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । କେନ୍ଦ୍ର ସରକାର ଏକ ବଡ଼ ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଦେଶରେ ‘ଏୟାର ଟ୍ୟାକ୍ସି’ ସେବା ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି…
ଗାଡ଼ି ଚାଳକ ଖୁସି: ଏଣିକି ଦୁଇଚକିଆ ଯାନ ଉପରେ ଆଉ ଲାଗିବନି ପାର୍କିଂ ଚାର୍ଜ
ନୂଆଦିଲ୍ଲୀ: ଦିନକୁ ଦିନ ରାସ୍ତାଘାଟରେ ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ଭାବେ ଚାରିଚକିଆ ଯାନ ଅପେକ୍ଷା ଦୁଇଚକିଆ ଯାନ ରାସ୍ତାରେ ଅଧିକ ମାତ୍ରାରେ ଯାତାୟାତ କରିଥାଏ । ତେବେ ଦୁଇଚକିଆ ଗାଡ଼ି…
କେନ୍ଦ୍ର ସରକାର ଉପସ୍ଥାପନ କଲେ ନୂଆ ବିଲ୍: ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ଡିସନେ + ହଟଷ୍ଟାର ପରି OTT ପ୍ଲାଟଫର୍ମକୁ ନିୟନ୍ତ୍ରଣ କରାଯିବ
ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମ ସମେତ ପ୍ରସାରଣ ସେବାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ବିଲ୍ ଉପସ୍ଥାପନ କରିଛନ୍ତି । ଏହି ବିଲ୍ କାର୍ଯ୍ୟକାରୀ ହେବା ଫଳରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ଡିସନେ +…
ଏକକାଳୀନ ୨୪ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେଲା ଅଯୋଧ୍ୟା; ସାରା ବିଶ୍ୱ ଦେଖିଲା ଏକତା ଓ ଭାରତୀୟ ପରମ୍ପରାର ମହାନତା
ଓଡିଶା ଭାସ୍କର; ଅଯୋଧ୍ୟା ଶ୍ରୀରାମ ମନ୍ଦିରର ନିର୍ମାଣକାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ନିର୍ମାଣ ଶେଷ ହେବା ପରେ ଆସନ୍ତା ଜାନୁୟାରୀ ୨୨ ତାରିଖରେ ଏହି ମନ୍ଦିରର ପ୍ରତିଷ୍ଠା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି…
World Cup-2023ରେ ସୃଷ୍ଟି ହେଲା ଐତିହାସିକ ରେକର୍ଡ: ଟୁର୍ଣ୍ଣାମେଣ୍ଟକୁ ସ୍ପେଶାଲ କଲେ ଦର୍ଶକ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ବର୍ତ୍ତମାନ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି । ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ପ୍ରାୟତଃ ଶେଷ ହୋଇସାରିଛି । ଆସନ୍ତାକାଲି ଶେଷ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଏବଂ…
ରାଜସ୍ଥାନ କଂଗ୍ରେସକୁ ବଡ଼ ଝଟକା: ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ଓ ମୁଖପାତ୍ର
ନୂଆଦିଲ୍ଲୀ: ଚଳିତ ମାସରେ ବିଭିନ୍ନ ପର୍ଯ୍ୟାୟରେ ଦେଶର ପାଞ୍ଚଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମର ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ ଗ୍ରହଣ କରାଯିବ । ଏହା ମଧ୍ୟରେ ଗତ ୭…
ଛଟ ପର୍ବ ଲାଗି ରେଳ ଷ୍ଟେସନରେ ପ୍ରବଳ ଭିଡ, ଦଳାଚକଟାରେ ଜଣେ ମୃତ ବହୁ ଯାତ୍ରୀ ଆହତ
ସୁରଟ:ଗୁଜରାଟର ସୁରଟ ରେଳ ଷ୍ଟେସନରେ ଶନିବାର ଦଳା ଚକଟାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ଆଗାମୀ ଛଟ ପର୍ବ ଲାଗି ବିହାର ଯାଉଥିବା ବିଶେଷ ଟ୍ରେନରେ ଚଢିବା ସମୟରେ ହୋଇଥିବା ଠେଲାପେଲାରେ ୪୦…
ସାଉଥ ସିନେମାରେ ‘ଅମାବାସ୍ୟା’: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସୁପରଷ୍ଟାର ଚନ୍ଦ୍ରମୋହନ
ମୁମ୍ବାଇ: ସାଉଥ ସିନେମା ଇଣ୍ଡଷ୍ଟ୍ରିରେ ଖେଳିଯାଇଛି ଶୋକର ଲହରୀ । ତେଲୁଗୁ ସିନେମାର ପ୍ରତିଭାଶାଳୀ ତଥା ବରିଷ୍ଠ ଅଭିନେତା ଚନ୍ଦ୍ରମୋହନ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୮୨ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି…
୧୧.୫ କୋଟି ପାନ କାର୍ଡ ନିଷ୍କ୍ରିୟ କଲା CBDT, ବ୍ୟାଙ୍କିଂ କାମ ଠାରୁ ଆରମ୍ଭ କରି ଏହିସବୁ କାମରେ ଭୋଗିବାକୁ ପଡିବ ଅସୁବିଧା
ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ (ସିବିଡିଟି) ପକ୍ଷରୁ ୧୧.୫ କୋଟି ପାନ କାର୍ଡକୁ ନିଷ୍କ୍ରିୟ କରିଦିଆଯାଇଛି । ଆଧାର ସହ ଲିଙ୍କ ହୋଇ ନ ଥିବା କାରଣରୁ ଏହିସବୁ ପାନକାର୍ଡକୁ ନିଷ୍କ୍ରିୟ…
ଆଇଆଇଟି ମୁମ୍ବାଇ କ୍ଲାସରେ ହମାସ ଆତଙ୍କବାଦୀଙ୍କ ଗୁଣଗାନ, ଭାରତୀୟ ସ୍ୱାଧୀନତା ସଂଗ୍ରାମ ସହ କଲେ ତୁଳନା
ନୂଆଦିଲ୍ଲୀ:ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜି(ଆଇଆଇଟି) ମୁମ୍ବାଇର କିଛି ଛାତ୍ର କଥିତ ଆକାରରେ ପାଲେଷ୍ଟାଇନ୍ ଆତଙ୍କବାଦୀଙ୍କ ସମର୍ଥନରେ କହିବା ଅଭିଯୋଗରେ ଜଣେ ପ୍ରଫେସର ଓ ଜଣେ ଅତିଥି ବକ୍ତାଙ୍କ ବିରୁଦ୍ଧରେ…