Browsing Category
ଦେଶ
ଏସିଆନ୍ ପାରା ଗେମ୍ସ: ପୁରୁଷ ଡିସ୍କସ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଆଣିଲେ ନୀରଜ ଯାଦବ
ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଏସିଆନ୍ ପାରା ଗେମ୍ସ୨୦୨୩ରେ ପୁରୁଷ ଡିସ୍କସ୍ ଥ୍ରୋ-ଏଫ୍୫୪/୫୫/୫୬ ଇଭେଣ୍ଟରେ ନୀରଜ ଯାଦବଙ୍କୁ ସ୍ୱର୍ଣ୍ଣ ପଦକ । ଯୋଗେଶ କାଥୁନିଆ ରୌପ୍ୟ ଓ ମୁଥୁରାଜା କାଂସ୍ୟ ପଦକ ଜିତିଛନ୍ତି । ଏସୀୟ…
ମୁମ୍ବାଇରେ ବ୍ୟାପୁଛି ଏହି ରୋଗ, ଜ୍ୱର ଏବଂ ବିଚଳିତ ପରି ଲକ୍ଷଣ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ
ମୁମ୍ବାଇ: ଆଜିକାଲି ମୁମ୍ବାଇରେ ଏକ ଅଜବ ରୋଗ ଖୁବ ଜୋରରେ ବ୍ୟାପିବାରେ ଲାଗିଛି। ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ହେଉଛି ସାଧାରଣ ଜ୍ୱର। ଏହି ରୋଗ ଅଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟକ ଲୋକଙ୍କୁ ଧରିଥାଏ। ଟାଇମ୍ସ ଅଫ୍…
ଭାରତ ସମେତ ଅନ୍ୟ ୬ଟି ଦେଶର ଲୋକଙ୍କୁ ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ କରିବ ଶ୍ରୀଲଙ୍କା
ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର)ଭାରତ ଏବଂ ଅନ୍ୟ ୬ଟି ଦେଶର ଲୋକଙ୍କୁ ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ କରିବ ଶ୍ରୀଲଙ୍କା । ଶ୍ରୀଲଙ୍କା କ୍ୟାବିନେଟ୍ ନିଷ୍ପତ୍ତି ନେଇ ଏହି ନୀତିକୁ ଅନୁମୋଦନ କରିଥିବା କହିଛନ୍ତି…
‘ପାପ ଉପରେ ପୁଣ୍ୟର ବିଜୟ’, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଦେଲେ ଦଶହରାର ଶୁଭେଚ୍ଛା
ନୂଆଦିଲ୍ଲୀ: ଦେଶରେ ଆଜି ବିୟୟାଦଶମୀର ପର୍ବ ଖୁବ ଧୁମଧାମର ସହ ପାଳିତ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଦଶହରରା ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ…
ବିଜେପି ନେତା ନୀଲେଶ ରାଣେ ରାଜନୀତିରୁ ନେବେ ଅବସର, ଟ୍ୱିଇଟ କରି ଦେଲେ ସୂଚନା
ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀଲେଶ ରାଣେ ସକ୍ରିୟ ରାଜନୀତିରୁ ଦୂରେଇବାକୁ ଘୋଷଣା କରିଛନ୍ତି ।୪୨ବର୍ଷିୟ ନୀଲେଶ ରାଣେ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ଏହି ସୂଚନା ଦେଇଛନ୍ତି | ରାଜନୀତି…
ବଜାରକୁ ପୁଣି ଆସୁଛି କି ୧୦୦୦ ଟଙ୍କା ନୋଟ? ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିଳିଲା ଏହି ବିବୃତ୍ତି
ନୂଆଦିଲ୍ଲୀ: ନଭେମ୍ବର ୮, ୨୦୧୬ ଦିନ ରାତି ୮ ଟାରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ଘୋଷଣା ହେବା ମାତ୍ରେ ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ୭ ବର୍ଷ ପରେ ରିଜର୍ଭ ବ୍ୟାଙ୍କ…
ଆଜିଠାରୁ ଏହି ଫୋନରେ ଚାଲିବନି WhatsApp, ଶୀଘ୍ର ଚେକ୍ କରନ୍ତୁ ଲିଷ୍ଟ
ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ହେଉଛି ଏକ ତତକ୍ଷଣାତ୍ ମେସେଜିଂ ସେବା ଯାହା ପ୍ରାୟ ସମସ୍ତଙ୍କ ଦ୍ୱାରା ବ୍ୟବହୃତ ହୁଏ। କିନ୍ତୁ ଆଜିଠାରୁ କିଛି ଉପଭୋକ୍ତା ଏକ ବଡ଼ ଧକ୍କା ପାଇବାକୁ ଯାଉଛନ୍ତି।ବାସ୍ତବରେ, ହ୍ୱାଟ୍ସଆପ୍ ଆଜି…
ଧମାଲ କରୁଛି ଫିଲ୍ମ ‘ଲିଓ’: ୫ ଦିନରେ ରୋଜଗାର କଲା ୪୦୦ କୋଟି, ଜାଣନ୍ତୁ କଲେକ୍ସନ
ନୂଆଦିଲ୍ଲୀ: ଥାଲାପତି ବିଜୟଙ୍କ ଆକ୍ସନ୍ ଥ୍ରୀଲର 'ଲିଓ' ଫିଲ୍ମ କେବଳ ଘରୋଇ ନୁହେଁ ବିଦେଶୀ ବକ୍ସ ଅଫିସରେ ମଧ୍ୟ ଧମାଲ ସୃଷ୍ଟି କରୁଛି। ଚଳଚ୍ଚିତ୍ରଟି ରିଲିଜ୍ ହେବାର ପାଞ୍ଚ ଦିନ ମଧ୍ୟରେ ବହୁତ ଲାଭ କରିଛି ଏବଂ ଏହାର…
ଭାରତୀୟ ଷ୍ଟାଡିୟମରେ ତ୍ରିରଙ୍ଗା ବ୍ୟାନ୍: ଡଷ୍ଟବିନରୁ ଜାତୀୟ ପତାକା କାଢ଼ିଲେ ପୋଲିସକର୍ମୀ, ଦେଖନ୍ତୁ ଭାଇରାଲ Video
ନୂଆଦିଲ୍ଲୀ: ସୋମବାର ଦିନ ଚେନ୍ନାଇର ଏମ ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଆଇସିସି ବିଶ୍ୱକପ ୨୦୨୩ର ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଜଣେ ପୋଲିସ ଅଧିକାରୀଙ୍କ ଦ୍ୱାରା ପ୍ରଶଂସକଙ୍କୁ ଭାରତୀୟ…
BIG BREAKING; ଭୀଷଣ ବାତ୍ୟା ରୂପ ନେଲା ‘ହାମୁନ’
ଓଡିଶା ଭାସ୍କର; ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଗଭୀର ଅବପାତ ଭୀଷଣ ବାତ୍ୟାର ରୂପ ନେଇଛି । ଘନୀଭୂତ ହୋଇ ଏହା ବାତ୍ୟା 'ହାମୁନ' ପରିଣତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଘଣ୍ଟାପ୍ରତି ୧୮…