Browsing Category
ଦେଶ
ହୃଦୟ ବିଦାରକ ଘଟଣା! ଗଳାରେ ଚୁଇଙ୍ଗମ ଅଟକିଯିବାରୁ ପ୍ରାଣ ହରାଇଲା ୪ ବର୍ଷୀୟ ଶିଶୁ
ନୂଆଦିଲ୍ଲୀ: ସାଧାରଣ ଭାବେ ପିତାମାତାମାନେ ସେମାନଙ୍କର ସନ୍ତାନମାନଙ୍କର ଖାଦ୍ୟପେୟକୁ ନେଇ ସର୍ବଦା ସାବଧାନ ରହିଥାନ୍ତି । ତେବେ ଅନେକ ସମୟରେ ଛୋଟ ପିଲାମାନେ ଭୁଲବଶତଃ ଏପରି କିଛି କରିଦେଇଥାନ୍ତି, ଯାହାର ପରିଣାମ…
ମମତା ସରକାର ମିଛରେ ମୋତେ ଫସେଇଛି, ମୁଁ ନିର୍ଦ୍ଦୋଷ…
କୋଲକାତା: ବହୁଚର୍ଚ୍ଚିତ କୋଲକାତା ଆର୍.ଜି. କର ମେଡିକାଲ କଲେଜ୍ରେ ପିଜି ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ପ୍ରଥମ ଥର ଲାଗି କ୍ୟାମେରା ସାମ୍ନାରେ ମୁହଁ ଖୋଲିଛି ।…
(Video) ଖସିବା ପରେ ହୁତୁ ହୁତୁ ହୋଇ ଜଳିଲା ବାୟୁ ସେନାର ଯୁଦ୍ଧ ବିମାନ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଗୋଟିଏ ମିଗ ୨୯ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ । ଉତ୍ତର ପ୍ରଦେଶର ଆଗ୍ରାରେ ବିମାନ ଖସିବା ପରେ ଭୂଇଁରେ ମାଡ ହୋଇ ସେଥିରେ ନିଆଁ ଲାଗିଥିଲା । ହୁତୁହୁତୁ ହୋଇ ଜଳିଉଠିଥିଲା ବିମାନ ।…
ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ, ପିଡିପି ଆଣିଲା ୩୭୦ ହଟାଇବା ବିରୋଧୀ ପ୍ରସ୍ତାବ
ଶ୍ରୀନଗର: ସୋମବାର ଦିନ ଜମ୍ମୁ କାଶ୍ମୀର ବିଧାନସଭା ଆରମ୍ଭରୁ ଦେଖିବାକୁ ମିଳିଛି ହଙ୍ଗାମା । ୬ ବର୍ଷ ପରେ ବିଧାନସଭା ନିର୍ବାଚନ ପରେ ହୋଇଥିବା ବୈଠକରେ ପିଡିପି ବିଧାୟକ ବାହିଦ ପାରା ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଏକ…
ଷ୍ଟକ ବଜାରରେ ଭୟଙ୍କର ହ୍ରାସ ପଛରେ ଏହି ୫ଟି କାରଣ; ଜାଣନ୍ତୁ କେଉଁଠି ନିବେଶ କରିବେ-କରିବେନି
ମୁମ୍ୱାଇ: ଆଜି ସେନ୍ସେକ୍ସରେ ଘରୋଇ ଷ୍ଟକ ବଜାରରେ ପ୍ରାୟ ୧୫୦୦ ପଏଣ୍ଟ ହ୍ରାସ ଘଟିଛି। ଗତ ବନ୍ଦ ସ୍ତର ଅର୍ଥାତ୍ ନଭେମ୍ବର ୧ ତାରିଖ ଦୀପାବଳି ମୁହୁର୍ତ୍ତ କାରବାର ଦିବସ ପରଠାରୁ ସେନ୍ସେକ୍ସ ଆଜିର ସ୍ତରରେ ୧୪୯୧.୫୨…
ପୂର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କ ପତ୍ନୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି, ଆଉ ୨ ଜଣ ପ୍ରାର୍ଥୀଙ୍କ ନାମ ମଧ୍ୟ ସାମିଲ
ନୂଆଦିଲ୍ଲୀ: ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଆଜି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ । ଏଥିମଧ୍ୟରେ ୩ ଜଣ ଚର୍ଚ୍ଚିତ ଚେହେରା ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିଥିବା ବେଳେ ପୂର୍ବତନ…
ଟ୍ରମ୍ପଙ୍କୁ ଜିତାଇବା ପାଇଁ ଚାଲିଛି ପୂଜାର୍ଚ୍ଚନା, ହିନ୍ଦୁ ସଙ୍ଗଠନର ଦାବି, ଟ୍ରମ୍ପ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି
ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାତି ପାହିଲେ ରାଷ୍ଟ୍ରପତି ନିର୍ବାଚନ । ଚଳିତ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ସ ପାର୍ଟିର କମଲା ହାରିସ୍ଙ୍କ…
Video: ଘରକୁ ଯିବା ଖୁସି ଆଗରେ ସବୁ କଷ୍ଟ ହାର୍ ମାନିଯାଏ, ସିଟ୍ ନ ମିଳିବାରୁ ଦଉଡ଼ିଆ ବୁଣିଲେ ଯବୁକ
ନୂଆଦିଲ୍ଲୀ: ଉତ୍ତର ଭାରତରେ ଛଟ ପର୍ବ ଧୁମଧାମରେ ପାଳନ କରାଯାଏ । ସେଥିପାଇଁ ବହୁ ସଂଖ୍ୟକ ଲୋକ ନିଜ ଘରକୁ ଯାଉଛନ୍ତି। ଖାଲି ସେତିକି ନୁହେଁ ବିହାରରେ ଛଟ ପର୍ବକୁ ଜୋରଦାର ଭାବେ ପାଳନ କରାଯାଏ । ବିହାରର ଅଧିକାଂଶ ଲୋକ…
୧୪ଟି ଆସନର ଉପନିର୍ବାଚନ ତାରିଖ ବଦଳିଲା: ନଭେମ୍ବର ୧୩ ବଦଳରେ ୨୦ରେ ହେବ ଭୋଟ
ନୂଆଦିଲ୍ଲୀ: ୩ଟି ରାଜ୍ୟର ୧୪ଟି ଆସନର ଉପନିର୍ବାଚନ ତାରିଖ ବଦଳିଛି । ଏହି ସବୁ ଆସନରେ ନଭେମ୍ବର ୧୩ରେ ମତଦାନ ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିବା ବେଳେ ଏବେ ନଭେମ୍ବର ୨୦ରେ ମତଦାନ ଗ୍ରହଣ କରାଯିବ । ଭାରତୀୟ…
IRCTC ଆଣିବାକୁ ଯାଉଛି ନୂଆ ଆପ, ଏଥିରେ ରହିବ ଏହିସବୁ ସୁବିଧା, ଦୂର ହେବ ଯାତ୍ରୀଙ୍କ ଅସୁବିଧା
ନୂଆଦିଲ୍ଲୀ: ଟ୍ରେନ ଯାତ୍ରୀଙ୍କ ସୁବିଧା ପାଇଁ ଆଇଆରସିଟିସି ତାର ଆପ ବିକାଶ କରିଛି । ଟିକେଟ ବୁକ କରିବାକୁ ଆପରେ ଟିକେଟ ବୁକ ହୋଇପାରୁଛି, ହେଲେ ଲାଇଭ ଟ୍ରେନର ଷ୍ଟାଟସ ଟ୍ରାକ କରିବା ପାଇଁ କୌଣସି ଅପସନ ନାହିଁ । ତେଣୁ…