Browsing Category
ଦେଶ
ଚୋରି କରିବାକୁ ଯାଇ ଫସିଗଲା ଚୋର, ବଞ୍ଚିବା ପାଇଁ ଡେଇଁଲା ଦୁଇ ମହଲାରୁ ତଳକୁ
ଉତ୍ତରପ୍ରଦେଶ: ଚୋରି କରିବା ପାଇଁ ଡାକ୍ତରଖାନାରେ ପଶିଥିଲା ଚୋର, କିନ୍ତୁ ଏଭଳି କିଛି ହେଲା ଯେଉଁଥିପାଇଁ ସେ ଚୋରି କଣ କରିବ ନିଜେ ଦୁଇ ମହଲା ଉପରୁ ଡେଇଁ ପଡିଲା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି…
ଜମି ଲୋଭ ଉଜାଡ଼ି ଦେଲା ପରିବାର, ମା’ କୁ ମାରି ପୋତି ଦେଲା ପୁଅ, ହତ୍ୟା ପରେ ନିଜେ କଲା…
ମହାରାଷ୍ଟ୍ର: ଜୀବନ ଧନ ନେଲା ଜୀବନ। ମାକୁ ସାମାନ୍ୟ ଜମି ପାଇଁ ମାରି ପୋତିଦେଲା ପୁଅ। ଜମି ବିକ୍ରି କରିବାକୁ ମା’ ରାଜି ନଥିବା ବେଳେ ଏଭଳି ହତ୍ୟାକାଣ୍ଡ ରଚିଛି ପୁଅ। ଖାଲି ସେତିକିରେ କଥା ସରିନଥିଲା ମା’ କୁ ମାରିବା…
କୁକୁର ପାଟିରେ କଟା ହାତ, ମୁଣ୍ଡ ଓ ଦେହ ହୋଇଛି ୯ ଖଣ୍ଡ, ହତ୍ୟାର ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ
କର୍ଣ୍ଣାଟକ: କର୍ଣ୍ଣାଟକର ତୁମକରୁରେ ଗୁରୁବାର ସକାଳୁ ସକାଳୁ କିଛି ଏମିତି ଘଟିଥିଲା ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଦେଖିଥିବା ଘଟଣା ବୋଧେହୁଏ କେହି କେବେ ଭୁଲି ପାରିବେନି।
ଜଣେ ବ୍ୟକ୍ତି ସକାଳୁ ସକାଳୁ…
ଭଉଣୀ ନଥାଇ ଭଉଣୀର ହାତ ବାନ୍ଧିଲା ରାକ୍ଷୀ, ଆଖିରେ ଲୁହ ଆଣିଦେବା ଭଳି ଘଟଣା
ଅହମଦାବାଦ: ରାକ୍ଷୀ, ଯାହାକୁ ସ୍ନେହ ଓ ଭଲପାଇବାର ଡୋରି ବୋଲି କୁହାଯାଏ। ସବୁ ଭାଇ ଏହି ରାକ୍ଷୀରେ ଭଉଣୀମାନଙ୍କୁ ରକ୍ଷା କରିବାର ପ୍ରତିଶୃତି ମଧ୍ୟ ଦେଇଥାନ୍ତି। ତେବେ ଏହାରି ମଧ୍ୟରେ ଗୁଜରାଟର ଭାଲସାଡରେ ଏହି ରାକ୍ଷୀକୁ…
(Video) ବର୍ଷାରେ ଓଦା ହୋଇ ରୋଷେଇ କରୁଥିଲା ବାପା, ପିଲା ଦୁହେଁ ଏମିତି ବର୍ଷାକୁ ରୋକୁଥିଲେ, ଭିଡିଓ ଦେଖି କାନ୍ଦି ପକାଇବେ
ନୂଆଦିଲ୍ଲୀ: ବର୍ଷା ଋତୁ ଗରମରୁ ତ୍ରାହି ଦେଇଥାଏ। ଲୋକମାନେ ଘରେ ବସି ଚା' ଖାଆନ୍ତି, ପକୁଡି ଖାଆନ୍ତି, ବୁଲିବାକୁ ଯାଆନ୍ତି କିନ୍ତୁ ଗରିବ ଲୋକଙ୍କ ପାଇଁ ଏହି ଋତୁ କଷ୍ଟଦାୟକ।
କିଛି ଲୋକଙ୍କ ପାଇଁ ବର୍ଷା ଋତୁ…
ରାତି କଟାଇବାକୁ ମତେ ଝିଅ ଦରକାର… ହୋଟେଲରେ ଅଜବ ଡିମାଣ୍ଡ, ମନା କରିବାରୁ ଯୁବକ କରିଦେଲେ…
ଉତ୍ତର ପ୍ରଦେଶ: ହୋଟେଲରେ ଯୁବକଙ୍କ ଅଜବ ଜିଦ୍। ମତେ ରାତି କଟାଇବାକୁ ଝିଅ ଦରକାର। ହୋଟେଲ କରିଛ ମାନେ ତୁମେ ମତେ ଝିଅ ଦେବାକୁ ବାଧ୍ୟ। ହୋଟେଲ ପକ୍ଷରୁ ଏସବୁ ସୁବିଧା ନଥିବା ମନା କରିବାକୁ ଯୁବକଙ୍କ ରକ୍ତ ହୋଇଗଲା ଗରମ।…
ଇଂଲଣ୍ଡରେ ଶୁଭମନଙ୍କ ଜର୍ସି କିଣିବାକୁ ଲୋକେ ବାଇଆ, ନିଲାମରେ ଡକାଗଲା ଏତିକି ଲକ୍ଷ, ରେସରେ ବୁମରାଙ୍କ ନାଁ ବି ସାମିଲ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଯୁବ ଅଧିନାୟକ ଶୁଭମନ ଗିଲଙ୍କ ବ୍ୟାଟ୍ ନୁହେଁ, ତାଙ୍କ ଜର୍ସି ମଧ୍ୟ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଇଂଲଣ୍ଡର ଲର୍ଡସରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ସେ ପିନ୍ଧିଥିବା ଜର୍ସି…
ନୃଶଂସ ମଣିଷ! ଶୋଇଥିବା ବାପ, ପୁଅଙ୍କ ଦେହରେ କିରୋସିନ୍ ଢ଼ାଳି ଲଗାଇଦେଲେ ନିଆ, ପୁଅ ମୃତ, ବାପା…
ବିହାର: ବିହାରରେ ଅପରାଧ ବେଲଗାମ। କିଛି ସମୟ ଧରି ଗୋଟିଏ ପରେ ଗୋଟିଏ ଅପରାଧ ରାଜ୍ୟବାସୀଙ୍କୁ କରୁଛି ଥରହର। ଏବେ ବିହାରର କଟିହାର ଜିଲ୍ଲାରୁ ଏକ ଭୟଙ୍କର ହତ୍ୟା ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଶୋଇଥିବା ବାପା…
(Video) ପିଏମ ମୋଦୀ ସ୍କୁଲ ଛାତ୍ରୀମାନଙ୍କ ହାତରୁ ପିନ୍ଧିଲେ ରାକ୍ଷୀ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଆଜି ସାରା ଦେଶରେ ରକ୍ଷା ବନ୍ଧନ ପର୍ବ ଧୁମଧାମରେ ପାଳନ କରାଯାଉଛି। ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ପ୍ରେମକୁ ପ୍ରତିଫଳିତ କରୁଥିବା ଏହି ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ଅନେକ…
ଭାଇ ତମେ ବହୁତ ମନେ ପଡ଼ୁଛ… ପାକିସ୍ତାନ ଜେଲରେ ବନ୍ଦୀ ଭାଇକୁ ଭଉଣୀର କୋହଭରା ଚିଠି
ମଧ୍ୟପ୍ରଦେଶ: ରାକ୍ଷୀ ପୂର୍ଣ୍ଣିମାରେ ପ୍ରତ୍ୟେକ ଭଉଣୀ ତାଙ୍କ ଭାଇକୁ ରାକ୍ଷୀ ବାନ୍ଧିଥାନ୍ତି। ଏହି ଦିନ ଅବସରରେ, ମଧ୍ୟପ୍ରଦେଶର ବାଲାଘାଟର ଜଣେ ଭଉଣୀ ତାଙ୍କ ପାଖରେ ନଥିବା ଭାଇକୁ ଏକ ଚିଠି ଲେଖିଛନ୍ତି।
ବାସ୍ତବରେ…