Browsing Category
ଦେଶ
ମେ’ର ଗଜବ ପାଗ, କେତେବେଳେ ଖରା ଜୀବନ ନେଉଛି, ତ ଆଉ କେତେବେଳେ ବର୍ଷା ୧୨୫ ବର୍ଷର ରେକର୍ଡ ଭାଙ୍ଗିଛି
ନୂଆଦିଲ୍ଲୀ: ମେ-ଜୁନ୍ ମାସର ଗରମ ନାଁ ଶୁଣିଲେ ଝାଳ ବାହାରି ଆସୁଥିଲା। ହେଲେ ଏବେ ସେମିତି କିଛି ଅନୁଭବ ହେଉନାହିଁ। ଏବେ ସବୁକିଛି ଭିନ୍ନ ଲାଗୁଛି। ମନେ ହେଉଛି ଯେପରି କେହି ପାଗ ଉପରେ ଖରାପ ନଜର ପକାଇଛି।
ଗ୍ରୀଷ୍ମ…
୫୦ ବର୍ଷରୁ କମ୍ ବୟସର ଲୋକଙ୍କୁ ଦ୍ରୁତ ଗତିରେ ଶିକାର କରୁଛି କ୍ୟାନ୍ସର, ବଢୁଛି ମାମଲା: ଜାଣନ୍ତୁ ବିପଜ୍ଜନକ ଲକ୍ଷଣ
ଆଜିକାଲି କ୍ୟାନ୍ସର ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହେଉଛି ଏବଂ ଏହା ବିଶେଷ କରି ଯୁବକମାନଙ୍କୁ ଅଧିକ ପ୍ରଭାବିତ କରୁଛି। ସମ୍ପ୍ରତି ଅନୁସନ୍ଧାନରୁ ଜଣାପଡିଛି ଯେ ୫୦ ବର୍ଷରୁ କମ୍ ବୟସର ଲୋକଙ୍କ ମଧ୍ୟରେ…
ପ୍ରେମିକା ସହ ଫେରାର ହେଲା, ଜେଲ ବି ଗଲା, ଶେଷରେ ଗୁଳି ଖାଇ ମରିଲା
ଉତ୍ତରପ୍ରଦେଶ: ଦିନକୁ ଦିନ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ବିଶେଷକରି ପ୍ରେମ ସମ୍ପର୍କକୁ ନେଇ ବେଶୀ ମାତ୍ରାରେ ଏହି ଘଟଣା ସାମ୍ନାକୁ ଆସୁଛି। ସେହିଭଳି ଉତ୍ତର ପ୍ରଦେଶର ମିରଟରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି।…
ଅପରେସନ ସିନ୍ଦୂର ନାରୀଶକ୍ତିର ପ୍ରତୀକ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୋପାଳ: ପାକିସ୍ତାନ ଦେଖିଲା ନାରୀର ଶକ୍ତି କେତେ? ଅପରେସନ ସିନ୍ଦୂର ନାରୀ ଶକ୍ତିର ପ୍ରତୀକ। ଭୋପାଳରେ ନାରୀଶକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଅପରେସନ ସିନ୍ଦୂର ନାରୀଶକ୍ତିର ପ୍ରତୀକ କହିଲେ…
(Video) “ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କୁ ମହଙ୍ଗା ପଡ଼ିବ”, ଜାଣନ୍ତୁ ଭୋପାଳରେ ପିଏମ ମୋଦୀ କେଉଁ ୫ଟି ବଡ଼ କଥା କହିଲେ..
ନୂଆଦିଲ୍ଲୀ: ପିଏମ ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଏଠାରେ ସେ ଦେବୀ ଅହଲ୍ୟା ବାଇ ହୋଲକରଙ୍କ ୩୦୦ତମ ଜୟନ୍ତିରେ ଡାକ ଟିକେଟ୍ ଜାରି କରିଛନ୍ତି। ଏଥିସହ ସେ ଇନ୍ଦୋର ମେଟ୍ରୋ ଏବଂ ଦତିୟା-ସତୟା ଏୟାପୋର୍ଟର ଉଦଘାଟନ…
ଆଜି ଅପରେସନ ସିଲ୍ଡ , ପୁଣି ସୀମାରେ ବାଜିବ ଯୁଦ୍ଧ ସାଇରନ
ନୂଆଦିଲ୍ଲୀ: ପୁଣି ସୀମାରେ ବାଜିବ ଯୁଦ୍ଧ ସାଇରନ । ପାକିସ୍ତାନ ସୀମାବର୍ତ୍ତୀ 4 ରାଜ୍ୟ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳରେ ମକ୍ ଡ୍ରିଲ୍ ହେବାକୁ ଯାଉଛି । ଅପରେସନ ସିନ୍ଦୂର ପୂର୍ବରୁ ମକ୍ ଡ୍ରିଲ ହୋଇଥିଲା । ଏବେ ପୁଣି…
ଭାଉଜର କଟା ମୁଣ୍ଡ ଧରି ରାସ୍ତାରେ ବୁଲିଲା ଦିଅର, ଶେଷରେ ଥାନାରେ କଲା ସରେଣ୍ଡର
କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭାଉଜର ମୁଣ୍ଡ କାଟି ହତ୍ୟା କରିଛି ଦିଅର ।
କଟା ମୁଣ୍ଡ ଓ ରକ୍ତାକ୍ତ ହତିଆରକୁ ଧରି ରାସ୍ତାରେ କିଛି ସମୟ ବୁଲିବା ପରେ ଦିଅର ଯାଇ…
ତୁର୍କୀକୁ ବଡ଼ ଝଟକା ଦେଲା ଭାରତ, ଅଗଷ୍ଟ 31 ସୁଦ୍ଧା ତୁର୍କୀ ଏୟାରଲାଇନ୍ସ ସହ ସମସ୍ତ ଚୁକ୍ତି ସମାପ୍ତ
ନୂଆଦିଲ୍ଲୀ: ପୁଣି ତୁର୍କୀକୁ ବଡ଼ ଝଟକା । ଇଣ୍ଡିଗୋ ଏୟାରଲାଇନ୍ସକୁ ତିନି ମାସ ମଧ୍ୟରେ ତୁର୍କୀ ଏୟାରଲାଇନ୍ସ ସହିତ ସମସ୍ତ ଚୁକ୍ତି ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଭାରତ । ସରକାର ଇଣ୍ଡିଗୋ ଏୟାରଲାଇନ୍ସକୁ 31…
ପିନ୍ଧାଲୁଗା ଫୋପାଡ଼ି ଡାକ୍ତରଖାନାରେ ତାଣ୍ଡବ କଲେ, କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ
ଉତ୍ତରପ୍ରଦେଶ: ଡାକ୍ତରଖାନାକୁ ସମସ୍ତେ ସୁରକ୍ଷିତ ଭାବେ ଚିକିତ୍ସା ପାଇଁ ଯାଇଥାନ୍ତି, ଥରେ ଭାବିଲେ ଯଦି ଡାକ୍ତରଖାନାରେ କିଏ ବାହାର ଲୋକ ପଶି ମାରିଦେବା ପାଇଁ ଗଣ୍ଡଗୋଳ କରେ ତେବେ ସେଠାରେ ସମସ୍ତଙ୍କ ଅବସ୍ଥା କଣ ହେବ?…
ଦେଶରେ ଲଗାମଛଡ଼ା କରୋନା ସଂକ୍ରମଣ, ସତର୍କ ରହିବାକୁ ସଚ୍ଚିବଙ୍କ ପରାମର୍ଶ
ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ମୋଟ ୨୭୧୦ କୋଭିଡ୍ ଆକ୍ରାନ୍ତ ଚିହ୍ନଟ କରାଯାଇଛି ।
ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧୦ ରହିଥିବା ସୂଚନା । ଦେଶରେ ମୋଟ…