Browsing Category

ଦେଶ

(Video) ପାର୍କିଂ ପାଇଁ ଆପାର୍ଟମେଣ୍ଟ ସେକ୍ରେଟେରିଙ୍କ ନାକ କାମୁଡ଼ିଦେଲେ ଅଫିସର, ସିସିଟିଭିରେ କଏଦ ସମ୍ପୂର୍ଣ୍ଣ ଘଟଣା

କାନପୁର: ଉତ୍ତର ପ୍ରଦେଶର କାନପୁରର ବିଥୁର ଥାନା ଅଞ୍ଚଳର ନାରାମାଉ ନିକଟରେ ଅବସ୍ଥିତ ରତନ ପ୍ଲାନେଟ୍ ଆପାର୍ଟମେଣ୍ଟରେ ପାର୍କିଂ ବିବାଦ ଭୟଙ୍କର ରୂପ ନେଇଛି । ପାର୍କିଂକୁ ନେଇ ଜଣେ ଅଫିସର ଆପାର୍ଟମେଣ୍ଟ ସଭାପତି ଏବଂ…

ମଣିପୁରରୁ ହଟିବ କି ରାଷ୍ଟ୍ରପତି ଶାସନ? ସରକାର ଗଠନ ପାଇଁ ବିଜେପିର କସରତ

ଇମ୍ଫାଲ,୨୮ା୫: ମଣିପୁରରେ ସରକାର ଗଠନ ପାଇଁ ଆନ୍ଦୋଳନ ତୀବ୍ର ହୋଇଛି। ବୁଧବାର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟିବା ପରେ ଭାରତୀୟ ଜନତା ପାର୍ଟି ନେତା ରାଧେଶ୍ୟାମ ସିଂହ ସରକାର ଗଠନ ପାଇଁ ଦାବି କରିଛନ୍ତି। ବିଜେପି…

୩ ମିନିଟ ରଚିଲା ମୃତ୍ୟୁର ତାଣ୍ଡବ, ଏପଟେ ପୁଅ ଫସିଲା ଲିଫ୍ଟରେ, ସେପଟେ ବାପାକୁ ଆସିଲା ହାର୍ଟଆଟାକ୍

ଭୋପାଲ:  ୩ ମିନିଟ ସାରିଦେଲା ସବୁ କିଛି। ମାତ୍ର ତିନି ମିନଟ୍ ପାଇଁ ଚାଲିଗଲା ବାପାର ଜୀବନ।  ଗୋଟେପଟେ ଲିଫ୍ଟରେ ଫସିଲା ୮ ବର୍ଷର ପୁଅ। ଆଉ ପୁଅ ଲିଫ୍ଟରେ ଫସିଥିବା ଦେଖି ୫୧ ବର୍ଷୀୟ ବାପାକୁ ଆସିଲା ହାର୍ଟଆଟାକ୍।…

ଆଧାର, UPI ପରେ ଜଲଦି ଆସିବାକୁ ଯାଉଛି ୟୁନିକ୍ ଡିଜିଟାଲ ID

ଓଡିଶା ଭାସ୍କର: ଭାରତ ସରକାର ବ୍ୟକ୍ତିର ସ୍ୱତନ୍ତ୍ର ପରିଚୟ ପାଇଁ 'ଆଧାର' ଆଣିଥିଲେ। ଏହା ପରେ, ଡିଜିଟାଲ ପେମେଣ୍ଟ ପାଇଁ UPI ପ୍ରଚଳନ କଲେ। ଏବେ ସରକାର ଆଉ ଏକ ନୂତନ ପଦକ୍ଷେପ ବିଚାର କରୁଛନ୍ତି। ସରକାର ଚାହାଁନ୍ତି…

ଲାଲୁ ଯାଦବଙ୍କ ବଢ଼ିଲା ଅଡୁଆ,”ଭଉଣୀର ଇଜ୍ଜତ ଉପରେ ଆଖି ପକାଇବ, ସବୁ କିଛି ବରବାଦ କରିଦେବି”

ବିହାର:  ଏବେ ଚର୍ଚ୍ଚାରେ ଅଛି ଲାଲୁ ଯାଦବଙ୍କ ପରିବାର। RJD ଦଳର ମୁଖିଆ ଲାଲୁ ଯାଦବ ତାଙ୍କ ବଡ଼ ପୁଅ ତେଜ ଯାଦବଙ୍କୁ ଦଳରୁ ଓ ପରିବାରରୁ ୬ ବର୍ଷ ପାଇଁ ବହିଷ୍କାର କରିବା ପରେ ରାଜନୈତିକ ମାହୋଲ ସରଗରମ ହୋଇଛି। ଆଉ…

ଲାଞ୍ଚ ନେଇ ମଧ୍ୟ ହୋଇପାରିଲାନି ଚିକିତ୍ସା, ଶେଷରେ ଚାଲିଗଲା ମାଆଙ୍କ ଜୀବନ

ଉତ୍ତରପ୍ରଦେଶ: ଦୁନିଆ ଏବେ ଲାଞ୍ଚରେ ଚାଲିଛି। ସବୁ କାମ ପାଇଁ ପ୍ରଥମେ ଲାଞ୍ଚ ଦେବାକୁ ପଡୁଛି। ସେହିପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଶାହାଜାହାନପୁରର ପଣ୍ଡିତ ରାମପ୍ରସାଦ ବିସମିଲ ମେଡିକାଲ…

ବଢ଼ିଲା 14 ପ୍ରକାର ଫସଲର MSP, ଖରିଫ ଫସଲ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: 14 ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କଲେ କେନ୍ଦ୍ର ସରକାର ।ଧାନର ଏମଏସପି ୬୯ ଟଙ୍କାକୁ ବୃଦ୍ଧି । କ୍ୟାବିନେଟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ କେନ୍ଦ୍ର…

ପୋଲିସର ବଡ଼ ଆକ୍ସନ, ୨୪ ଘଣ୍ଟାରେ ୧୦ ଏନକାଉଣ୍ଟର

ଉତ୍ତରପ୍ରଦେଶ:  ପୋଲିସର ଆକ୍ସନ ଦେଖି ଛାନିଆ ଅପରାଧୀ। ଏବେ ଆଉ ନିସ୍ତାର ନାହିଁ।  ଯିଏ ଅପରାଧ କରିବ ସିଧା ଏନକାଉଣ୍ଟର। ଆଉ ତାର ଜ୍ୱଳନ୍ତ ଉଦାହରଣ ହେଉଛି ୨୪ ଘଣ୍ଟା ମଧ୍ୟରେ ହୋଇଥିବା ୧୦ ଏନକାଉଣ୍ଟର। ଆଉ ପୋଲିସର…

ଭୂକମ୍ପରେ ଥରିଲା ମଣିପୁର; ରିକ୍ଟର ସ୍କେଲରେ ତୀବ୍ରତା 5.2 ରେକର୍ଡ

 ନୂଆଦିଲ୍ଲୀ: ମଣିପୁରରେ ଦୁଇ ଥର ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 2.5 ଏବଂ ୫5.2 ମାପ କରାଯାଇଥିଲା। ଭୂକମ୍ପ ଅନୁଭବ କରିବା ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ଜାତୀୟ ଭୂକମ୍ପ…

ଏଥର ନିସ୍ତାର ନାହିଁ… ପାକିସ୍ତାନ ଉପରେ ହେବ ବଡ଼ ହମଲା! ସୀମାନ୍ତ ରାଜ୍ୟରେ ମକ୍ ଡ୍ରିଲ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା କାଲିଠାରୁ ଆରମ୍ଭ ହେବ ମକ୍ ଡ୍ରିଲ୍ । ସୀମାରେ ଅବସ୍ଥିତ ୪ ରାଜ୍ୟରେ ଗୁରୁବାରଠାରୁ ମକ୍ ଡ୍ରିଲ୍ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ । ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଏବଂ ଜମ୍ମୁ-କଶ୍ମୀରରେ ଆରମ୍ଭ…