Browsing Category

ଦେଶ

‘ମୁଁ ବିକିନି ଗର୍ଲ ନଥିଲି, ମୋତେ କରିଦିଆଗଲା’; ଭାଇରାଲ୍ ଫଟୋକୁ ନେଇ ଏପରି କହିଲେ କଂଗ୍ରେସ ପ୍ରାର୍ଥୀ ଅର୍ଚ୍ଚନା

ମେରଠ: ହସ୍ତିନାପୁର ଆସନରୁ କଂଗ୍ରେସର ଆଶାୟୀ ପ୍ରାର୍ଥୀ ଅର୍ଚ୍ଚନା ଗୌତମ କିଛି ଦିନ ହେବ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ତେବେ ସେ କଂଗ୍ରେସ ପ୍ରାର୍ଥୀ ପାଇଁ ନିର୍ବାଚନରେ ଠିଆ ହୋଇଥିବାକୁ ନେଇ ଯେତିକି ଚର୍ଚ୍ଚା ସାଉଁଟି…

NDRFର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ ହ୍ୟାକ୍, ସୂଚନା ଦେଇ ଏପରି କହିଲେ ଡିଜି

ନୂଆଦିଲ୍ଲୀ: ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ(ଏନଡିଆରଏଫ୍)ର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ୍ ଶନିବାର ଦିନ ହ୍ୟାକ୍ ହୋଇଯାଇଛି । ଏନେଇ ଶନିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏନଡିଆରଏଫ୍ ଡିଜି ଅତୁଲ କରୱଲ୍ । ସେ…

ପିକ୍ ରେ କୋଭିଡ୍: ଦିନକରେ ଚିହ୍ନଟ ହେଲେ ୩.୩ ଲକ୍ଷ ସଂକ୍ରମିତ, ୫୨୫ ମୃତ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ଦିନକରେ ୩ଲକ୍ଷ ୩୩ ହାଜର ୫୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୨୪ ଘଣ୍ଟାରେ ୫୨୫ ଜଣ କରୋନା କାରଣରୁ ଆଖି ବୁଜିଛନ୍ତି । ଏହାକୁ ମିଶାଇ ମୋଟ…

ଜମୁଛି ନିର୍ବାଚନୀ ରାଲି, ରୁଣ୍ଡ ହେଉଛନ୍ତି ହଜାର ହଜାର ଲୋକ: ଏହାର ରେଜଲ୍ଟ ଆଗକୁ ଦେଖିବାକୁ ମିଳିବନି ତ?

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ନିର୍ବାଚନୀ ଋତୁ ଚାଲିଛି । ଆଗାମୀ ୫ଟି ରାଜ୍ୟରେ ବିଧାନସଭା ଥିବାରୁ ଏହାକୁ ନେଇ ସମସ୍ତ ରାଜନୈତିକ ଦଳମାନେ ଏକପ୍ରକାର ଚେଇଁ ଉଠିଛନ୍ତି । ତେବେ ଏଭଳି ସ୍ଥିତିରେ ନୂଆ…

୯୪ ଥର ନିର୍ବାଚନ ହାରି ରେକର୍ଡ କରିଛନ୍ତି ଏହି ବ୍ୟକ୍ତି, ସେଞ୍ଚୁରୀ କରିବା ପାଇଁ ରଖିଛନ୍ତି ଲକ୍ଷ୍ୟ

ନୂଆଦିଲ୍ଲୀ: କୁହାଯାଏ, ଅନେକ ଥର ଜିଦ୍ କରିବା ଦ୍ୱାରା ମଧ୍ୟ ରେକର୍ଡ ବନିଯାଏ । ସେହିଭଳି କିଛି ଦେଖିବାକୁ ମିଳିଛି ଆଗ୍ରାରେ । ଏଠାରେ ଜଣେ ବ୍ୟକ୍ତି ନିର୍ବାଚନ ଲଢ଼ିବାରେ ରେକର୍ଡ କରିଛନ୍ତି । ହେଲେ କେଉଁ ଥର ବି ସେ…

ଦେଶର ସବୁଠାରୁ ଡେଙ୍ଗା ବ୍ୟକ୍ତି ସପାରେ ସାମିଲ, କହିଲେ- ‘ଅଖିଳେଶଙ୍କ ନେତୃତ୍ୱରେ ଭରସା…’

ଲଖନଉ: ଏସିଆର ସବୁଠାରୁ ଡେଙ୍ଗା ବ୍ୟକ୍ତି ବୋଲି ଦାବି କରୁଥିବା ଧର୍ମେନ୍ଦ୍ର ପ୍ରତାପ ସିଂ ସମାଜବାଦୀ ପାର୍ଟି ବା ସପାରେ ସାମିଲ ହୋଇଛନ୍ତି । ସମାଜବାଦୀ ପାର୍ଟି ଟ୍ୱିଟ୍ କରି ଏହାର ସୂଚନା ଦେଇଛି । ସମାଜବାଦୀ ପାର୍ଟିର…

କରୋନାରୁ ସୁସ୍ଥ ହେବା ପରେ ହେଉଛି କି ସମସ୍ୟା? ବୈଜ୍ଞାନିକ ଦେଲେ ଚେତାବନୀ

ନୂଆଦିଲ୍ଲୀ: କରୋନା ମହାମାରୀର ନୂଆ ଭାରିଆଣ୍ଟ ସାମ୍ନାକୁ ଆସିବା ସହିତ ଏହାର ସହ ଜଡ଼ିତ ଖରାପ ଅନୁଭବ ମଧ୍ୟ ସମୟ ସମୟରେ ପୁଣି ଦେଖାଯିବ । ବର୍ଷର ଆରମ୍ଭରେ ବିଶ୍ୱରେ ଓମିକ୍ରନ ଭାରିଆଣ୍ଟ ଦେଖାଯାଇଥିଲା । ଏହି ଭାରିଆଣ୍ଟ…

‘ଘରେ ପଶି ମାରିବି’- ସିନ୍ଧୁଙ୍କ ସମ୍ପର୍କୀୟଙ୍କ ଏଭଳି ଭାଷଣ ଏବେ ଭାଇରାଲ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପଞ୍ଜାବ ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ରାଜନୀତି ତୀବ୍ର ହେବାରେ ଲାଗିଛି । ବିଧାନସଭା ନିର୍ବାଚନ ପୁର୍ବରୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିନ୍ଧୁଙ୍କ ପ୍ରମୁଖ ସହଯୋଗୀ ତଥା…

ବଡ଼ ଖୁଲାସା: ତୃତୀୟ ଲହରରେ ୬୦% ମୃତ୍ୟୁ ହୋଇଛି କେବଳ ଏହି ଗୋଟିଏ କାରଣରୁ, ଜାଣିଥାନ୍ତୁ କଣ

ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ତୃତୀୟ ଲହର ଖୁବ୍ ମାରାତ୍ମକ ସାବ୍ୟସ୍ତ ହୋଇଛି । ସଂକ୍ରମଣ ହାର ଲଗାତର ଭାବରେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସମୟରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍ ହୋଇଛି । ତେଣୁ ଟିକାକରଣକୁ ସରକାର…

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆଜି ଇଣ୍ଡିଆ ଗେଟରେ ଲାଗିବ ତାଙ୍କ ହୋଲୋଗ୍ରାମ୍ ପ୍ରତିମା, ଅନାବରଣ କରିବେ…

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷର ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟ୍ ରେ ନେତାଜୀଙ୍କର ହୋଲୋଗ୍ରାମ…