Browsing Category
ଦେଶ
୩୧ରୁ ସଂସଦ ବଜେଟ ଅଧିବେଶନ, ବାହାରିଲା ବିଜ୍ଞପ୍ତି
ନୂଆଦିଲ୍ଲୀ : ସଂସଦ ବଜେଟ ଅଧିବେଶନ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଜାନୁଆରୀ ୩୧ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ୨ଟି ପର୍ଯ୍ୟାୟରେ ଚାଲିବ ସଂସଦର ବଜେଟ୍ ଅଧିବେଶନ । ଜାନୁଆରୀ…
ସ୍କୁଟିରେ ଲାଗିଥିଲା ଲକ୍, ତଥାପି ଯୁବତୀଙ୍କୁ ଏମିତି ବୋକା ବନାଇଦେଲା ନୂଆ ଷ୍ଟାଇଲର ଚୋର
ନୂଆଦିଲ୍ଲୀ: ଆମେ ସାଧାରଣତଃ ନିଜର ଗାଡ଼ିକୁ ସୁରକ୍ଷିତ ରଖିବ ପାଇଁ ତଥା ଚୋରିରୁ ବର୍ତ୍ତିବା ପାଇଁ ସେଥିରେ ଲକ୍ ପକାଇଥାଉ । ତେବେ ଅନେକ କ୍ଷେତ୍ରରେ ଲକ ପକାଇବା ପରେ ମଧ୍ୟ ଗାଡ଼ି ଚୋରି ହୋଇଯାଇଥାଏ । ଆଜିକାଲିର ଚୋରମାନେ…
ସେକ୍ସ କର୍ମୀଙ୍କୁ ନା’ କହିବାର ଅଧିକାର ଅଛି, କ’ଣ ବିବାହିତ ମହିଳାଙ୍କୁ ନାହିଁ? ହାଇକୋର୍ଟଙ୍କ ପ୍ରଶ୍ନ
ନୂଆଦିଲ୍ଲୀ: ବୈବାହିକ ବଳାତ୍କାରର ଅପରାଧିକରଣ ପାଇଁ ଦାବି କରାଯାଇଥିବା ଯାଚିକା ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି । ମଙ୍ଗଳବାର ଦିନ କୋର୍ଟ କହିଛନ୍ତି ଯେ, କୌଣସି ବିବାହିତା ମହିଳାଙ୍କୁ ସମ୍ପର୍କ ରଖିବାକୁ…
କେବଳ ଏହି ୪ ଭାରତୀୟଙ୍କ ପାଖରେ ରହିଛି ଟେସଲା କାର୍, ଜାଣନ୍ତୁ ସେମାନେ କିଏ ଓ ଚଲାନ୍ତି କେଉଁ ମଡେଲ୍
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ କମ୍ପାନୀ ଟେସଲା କାର୍ ଖୁବ୍ ଶୀଘ୍ର ଭାରତକୁ ଆସିବାକୁ ଯାଉଚି । ଏହାକୁ ଅନେକଙ୍କ ଅପେକ୍ଷା ରହିଛି । ଗତବର୍ଷ ଜାନୁଆରୀ ମାସରେ ଭାରତରେ ଟେସଲା କାର୍…
ND TVର ବରିଷ୍ଠ ସାମ୍ବାଦିକ କମାଲ ଖାନଙ୍କ ପରଲୋକ
ନୂଆଦିଲ୍ଲୀ: ଏନଡି ଟିଭିର ବରିଷ୍ଠ ସାମ୍ବାଦିକ କମାଲ ଖାନ ଆଉ ନାହାନ୍ତି । ଆଜି ସକାଳୁ ହାର୍ଟ ଆଟାକରେ ସେ ପ୍ରାଣ ହରାଇଛନ୍ତି । ସେ ଦୀର୍ଘ ସମୟ ଧରି ପ୍ରିଣ୍ଟ ମିଡ଼ିଆରେ କାର୍ଯ୍ୟ କରିବା ପରେ ଏନଡି ଟିଭିରେ କ୍ୟାରିୟର…
ଆଜି ମକର ସଂକ୍ରାନ୍ତି, ଜାଣନ୍ତୁ ଏହାର ତିଥି ଓ ଶୁଭ ମୂହୁର୍ତ୍ତ
ନୂଆଦିଲ୍ଲୀ: ସନାତନ ଧର୍ମରେ ମକର ସଂକ୍ରାନ୍ତିର ବହୁତ ମହତ୍ତ୍ୱ ରହିଛି । ପୌଷ ମାସରେ ଯେବେ ସୂର୍ଯ୍ୟ ନିଜ ପୁଅ ଶନିଙ୍କ ରାଶି ଚିହ୍ନ ମକରରେ ପ୍ରବେଶ କରନ୍ତି, ସେବେ ଏହି ପର୍ବକୁ ପାଳନ କରାଯାଏ । ଅର୍ଥାତ୍ ପୃଥିବୀର…
ଭାରତରେ ତୃତୀୟ ଲହରରେ ୨ ଲକ୍ଷରୁ ଅଧିକ ପ୍ରାଣ ହରାଇବେ, ଚିନ୍ତା ବଢ଼ାଇଲା WHOର ସ୍ପେଶାଲ ରିପୋର୍ଟ
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତବର୍ଷରେ ଓମିକ୍ରନର ସଂକ୍ରମଣ ବଢ଼ିଚାଲିଥିବା ବେଳେ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଚେତାବନୀ ଦିଆଯାଇଛି । ଗତ ବର୍ଷ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ୨.୪ ଲକ୍ଷ ଲୋକଙ୍କର…
କରୋନା ତାଣ୍ଡବ; ଆଜି ୨.୬୪ ଲକ୍ଷ ପଜିଟିଭ ଚିହ୍ନଟ, ୫୭୫୩କୁ ବଢ଼ିଲା ଓମିକ୍ରନ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୬୪ ହଜାର ୨୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା କାଲି ତୁଳନାରେ ୬.୭ ପ୍ରତିଶତ ଅଧିକ…
ଟ୍ରେନରେ ଅନ୍ୟ ସହରକୁ ପଠାଇବାକୁ ଚାହୁଁଛନ୍ତି କି ବାଇକ୍? ଜାଣନ୍ତୁ କଣ ରହିଛି ପ୍ରକ୍ରିୟା ଓ କେତେ ଲାଗିବ ଭଡ଼ା…
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ହେଉଛି ଦୁନିଆର ଚତୁର୍ଥ ସର୍ବବୃହତ୍ ରେଳ ନେଟୱର୍କ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ୍ ରେ ଯାତ୍ରା କରିଥାନ୍ତି । ହେଲେ କଣ ଆପଣ ଜାଣନ୍ତି କି ଆପଣ ଟ୍ରେନ୍ ଦ୍ୱାରା ନିଜର ବାଇକ୍ କୁ…
Vedanta ହାତକୁ ଯାଇପାରେ BPCL, କେନ୍ଦ୍ର ସରକାର ପ୍ରତ୍ୟାହାର କରିବେ ୫୩ ପ୍ରତିଶତ ଅଂଶଧନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ଜାତୀୟ ମୁଦ୍ରୀକରଣ ପାଇପଲାଇନ (ଏନଏମପି) ପ୍ରକ୍ରିୟାକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ପୂର୍ବରୁ ଅନେକ କ୍ଷେତ୍ରର ଘରୋଇକରଣ ସରିଥିବା ବେଳେ ଆଗକୁ କିଛି କିଛି ସଂସ୍ଥା…