fbpx
Browsing Category

ଦେଶ

ଇସ୍ରୋ ଛାଡିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ,୧ ।୧: ଚନ୍ଦ୍ରଯାନ -୨ ପରେ ଏବେ ମହାକାଶକୁ ଚନ୍ଦ୍ରଯାନ-୩ ପଠାଇବ ଇସ୍ରୋ । ଏନେଇ ଇସ୍ରୋ ଅଧ୍ୟକ୍ଷ କେ.ଶିବନ କହିଛନ୍ତି ଯେ, ଚନ୍ଦ୍ରଯାନ-୩ ଅଭିଯାନକୁ ସରକାରଙ୍କ ମଞ୍ଜୁରି ମିଳିଛି । ତାମିଲନାଡୁର ଥୁଟୁକୁଡିରେ…

ନୌସେରାରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ସହିଦ

ଜମ୍ମୁ,୧ ।୧: ଜମ୍ମୁ-କାଶ୍ମୀର ରାଜୌରୀ ଜିଲ୍ଲାର ନୌସେରାରେ ଆଜି ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଭାରତୀୟ ସେନାର ଦୁଇ ଯବାନ ସହିଦ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସେଠାରେ ଗୁଳି…

ଦାୟିତ୍ୱ ନେଲେ ପ୍ରଥମ ସିଡିଏସ୍ ବିପିନ ରାୱତ

ନୂଆଦିଲ୍ଲୀ,୧ ।୧(ଓଡିଶା ଭାସ୍କର): ତିନି ସେନାର ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେ ବିପିନ ରାୱତ । ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ସେ ଦାୟିତ୍ୱ ଗ୍ରହଣ କଲେ । ବିପିନ ରାୱତଙ୍କୁ ତିନି ସେନା ପକ୍ଷରୁ…

ନୂଆବର୍ଷ ୨୦୨୦ ପାଇଁ ଶୁଭେଚ୍ଛା

ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): ଧରାପୃଷ୍ଠରେ ପାଦ ଥାପିଲା ନୂଆବର୍ଷ ୨୦୨୦ । ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ବର୍ଷ ହେବା ସହ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ଦେଶବାସୀ । ପ୍ରଧାନମନ୍ତ୍ରୀ…

ଭାରତୀୟ ଅର୍ଥନୀତିକୁ ସୁଧାରିବାକୁ କେନ୍ଦ୍ରର ବଡ଼ ଘୋଷଣା

ନୂଆଦିଲ୍ଲୀ, ୩୧ା୧୨(ଓଡ଼ିଶା ଭାସ୍କର): ଭାରତୀୟ ଅର୍ଥନୀତିକୁ ସୁଧାରିବାକୁ କେନ୍ଦ୍ର ଏକ ବଡ଼ ଘୋଷଣା କରିଛି । ୫ବର୍ଷରେ ପ୍ରାୟ ୧୦୨ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…

ଅକଲାଣ୍ଡରେ ପ୍ରଥମେ ନୂଆବର୍ଷ ପାଳନ

ଅକଲାଣ୍ଡ, ୩୧ା୧୨: ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ପ୍ରଥମେ ନବବର୍ଷ ପାଳନ କରାଯାଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ୨୦୨୦କୁ ସ୍ୱାଗତ କରିଛନ୍ତି ଲୋକେ । ଲୋକମାନେ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।…

ସୋନିଙ୍କ ବିୟୋଗରେ ମୋଦୀଙ୍କ ଶୋକ

ନୂଆଦିଲ୍ଲୀ,୩୧ ।୧୨: ବିଜୁ ପଟ୍ଟନାୟକଙ୍କ ଜ୍ୱାଇଁ ଅର୍ଥାତ୍ ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପତ୍ନୀ ଗୀତା ମେହେଟ୍ଟାଙ୍କୁ ଏନେଇ ମୋଦୀ…