Browsing Category
ଦେଶ
ଏସ୍ବିଆଇ ପକ୍ଷରୁ ୪୦ କୋଟି ଗ୍ରାହକଙ୍କୁ ସତର୍କ ସୂଚନା, ବ୍ୟାଙ୍କ ଆକାଉଣ୍ଟ ସହ ଏହି ସବୁ ଡକ୍ୟୁମେଣ୍ଟ ଲିଙ୍କ ନ କଲେ ଆକାଉଣ୍ଟ ଅଚଳ ହୋଇଯିବ
ମୁମ୍ବାଇ: ବଡ ବ୍ୟାଙ୍କ ଏସ୍ବିଆଇ ନିଜ ଗ୍ରାହକଙ୍କୁ ସତର୍କ କରିଛି । ବ୍ୟାଙ୍କ ନିଜର ପ୍ରାୟ ୪୦ କୋଟି ଗ୍ରାହକଙ୍କୁ ସତର୍କ କରାଇଛି । ୨୦୨୨ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଅଧାର ସହ ନିଜ ପ୍ୟାନ୍ କାର୍ଡ ଲିଙ୍କ କରିବାକୁ…
୭ ମାସରେ ସବୁଠାରୁ ଭୟଙ୍କର ମାର୍କେଟ କ୍ରାସ: ନିବେଶକ ହରାଇଲେ ୮ ଲକ୍ଷ କୋଟି
ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ଦିନ ପାଇଁ ତଳୁଆ ରହିଛି ଭାରତୀୟ ଶେୟାର ବଜାର । ବିଗତ ୭ ମାସ ମଧ୍ୟରେ ସବୁଠାରୁ ବଡ କ୍ରାସ ସହିତ ନିବେଶକ ମାନେ ଗୋଟିଏ ଦିନରେ ହରାଇଛନ୍ତି ୮ ଲକ୍ଷ କୋଟି । ସୋମବାର ଭାରତୀୟ ଶେୟାର ବଜାର…
ବାୟୁପ୍ରଦୂଷଣ ରୋକିବାରେ ସହାୟତା କରିବ ଜଟାୟୁ, ଚେନ୍ନାଇର ସ୍ପେସ କମ୍ପାନୀର ପ୍ରୟୋଗ
ବାୟୁପ୍ରଦୂଷଣକୁ ମାପିବା ଏବଂ ରୋକିବାରେ ସହାୟତା କରିବ ଜଟାୟୁ । ବାୟୁମଣ୍ଡଳରେ ଥବା ପ୍ରଦୂଷଣକୁ ରୋକିବା ପାଇଁ ଅଧିକ ତଥ୍ୟ ଯୋଗାଇବ ଜଟାୟୁ । ଚେନ୍ନାଇର ସ୍ପେସକିଡ୍ଜ ନାମକ ସଂସ୍ଥା ପ୍ରଦୂଷଣ ସ୍ତରକୁ ମାପିବା ପାଇଁ…
ଟିଏମସି ନେତା ସାଓନୀ ଘୋଷଙ୍କୁ ମିଳିଲା ଜାମିନ, ବିପ୍ଳବ ଦେବଙ୍କ ରାଲିରେ ଲଗାଇଥିଲେ ‘ଖେଲା ହୋବେ’ ନାରା
କୋଲକାତା : ତ୍ରିପୁରାର ଏକ ସ୍ଥାନୀୟ ଅଦାଲତ ସୋମବାର ତୃଣମୂଳ କଂଗ୍ରେସର ଯୁବ ଶାଖା ନେତା ତଥା ଅଭିନେତ୍ରୀ ସାଓନୀ ଘୋଷଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେ ଗୋଟିଏ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ…
ଆଧାରରେ ଠିକଣା ବଦଳାଇବା ହେଲା ସହଜ, ଦେଶରେ ଖୋଲିବ ୧୬୬ ସେବା କେନ୍ଦ୍ର
ନୂଆଦିଲ୍ଲୀ: ଯଦି ଆପଣ ଆଧାର କାର୍ଡରେ ନିଜର ଠିକଣା ବଦଳାଇବାକୁ ଚାହୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ମହତ୍ୱପୂର୍ଣ୍ଣ ସୂଚନା ଅଟେ । ୟୁଆଇଡିଏଆଇ ତରଫରୁ ଏହି ସୂଚନା ଦିଆଯାଇଛି ଯେ ଦେଶରେ ୧୬୬ ସ୍ୱତନ୍ତ୍ର ଆଧାର ସେବା…
ଶେଷ ନିଶ୍ୱାସ ଯାଏଁ ରହିବି ରାହୁଲ ଓ ପ୍ରିୟଙ୍କାଙ୍କ ବିଶ୍ୱସ୍ତ, ଜାଣନ୍ତୁ କାହିିଁକି ଏମିତି କହିଲେ ସିଦ୍ଧୁ
ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସୋନିଆ ଏବଂ ରାହୁଲଙ୍କ ସହ ରହିବି ବୋଲି କହିଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ । ସିଦ୍ଧୁ ଏକ ସଭାରେ ସମ୍ବୋଧନ ଦେଇ ସୋମବାର କହିଛନ୍ତି ଯେ ବିଗତ ସାଢ଼େ ଚାରି ବର୍ଷ ମଧ୍ୟରେ…
ଆଉ ଦୌଡ଼ି ପାରିବେନି ଏହି ପାକିସ୍ତାନୀ ବୋଲର, ଜାଣନ୍ତୁ କ’ଣ ରହିଛି କାରଣ
ନିଜର ଦ୍ରୁତ ବୋଲିଂ କ୍ରିକେଟ ଇତିହାସରେ ପ୍ରସିଦ୍ଧ ଶୋଏବ ଅଖତର । ଦ୍ରୁତ ବୋଲିଂ ପାଇଁ ରାୱଲପିଣ୍ଡି ଏକ୍ସ୍ରପ୍ରେସ ନାମରେ ମଧ୍ୟ ପରିଚିତ । ତାଙ୍କ ହାତରୁ ବଲ ଏତେ ଦ୍ରୁତ ଗତିରେ ବାହାରିଥାଏ ଯେ ଏହାକୁ ସାମ୍ନା କରିବାକୁ…
ନିର୍ବାଚନ ଜିତିଲେ ମହିଳାଙ୍କୁ ମିଳିବ ମାସକୁ ହଜାରେ ଟଙ୍କା: ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା
ନୂଆଦିଲ୍ଲୀ: ନିର୍ବାଚନ ଜିତିଲେ ମହିଳାଙ୍କୁ ମିଳିବ ମାସକୁ ହଜାରେ ଟଙ୍କା । ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଏମିତି କିଛି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଏମିତି…
ଶିକ୍ଷିତ ବେରୋଜଗାରଙ୍କୁ ମିଳିବ ଆର୍ଥିକ ସହାୟତା; ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା
ଉତ୍ତରପ୍ରଦେଶ ସରକାର ରାଜ୍ୟରେ ଯୁବ ସ୍ୱରୋଜଗାର ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ୨୪ ଏପ୍ରିଲ ୨୦୧୮ରେ ଆରମ୍ଭ ହୋଇଥିଲା । ୧୮-୪୦ ବର୍ଗ ଶିକ୍ଷିତ ଯୁବକଙ୍କ ପାଇଁ ଏହି ଯୋଜନା ଲାଗୁହେବ । ଯୁବକଙ୍କୁ ସ୍ୱରୋଜଗାର…
ଆନ୍ଧ୍ରପ୍ରଦେଶରେ ରହିବ ନାହିଁ ଆଉ ୩ଟି ରାଜଧାନୀ, ବିଲ୍ ପ୍ରତ୍ୟାହାର କଲେ ସରକାର
ନୂଆଦିଲ୍ଲୀ: ୟାଇଏସ୍ ଜଗମୋହନଙ୍କ ନେତୃତ୍ୱାଧୀନ ଆନ୍ଧ୍ରପ୍ରଦେଶ ସରକାର ୩ ରାଜଧାନୀ ବିଲକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କ୍ୟାବିନେଟର ଜରୁରୀକାଳୀନ ବୈଠକ ଡକାଇ ଏହି…