fbpx
BJD
BJD SKY
BJD SKY
Browsing Category

ଦେଶ

ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର-NPRକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ,୨୪ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ଏହି ବୈଠକରେ ଜନସଂଖ୍ୟା ରେଜିଷ୍ଟର-NPRର ଅପଡେଟ୍ ନିଷ୍ପତ୍ତିକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି…

ଆଜି ହୋଇପାରେ ଦେଶର ପ୍ରଥମ CDSର ଘୋଷଣା, ବିପିନ ରାୱତଙ୍କ ନାଁରେ ଲାଗିପାରେ ମୋହର

ନୂଆଦିଲ୍ଲୀ,୨୪ ।୧୨: ସ୍ଥଳସେନା, ନୌସେନା ଓ ବାୟୁସେନା ମଧ୍ୟରେ ତାଳମେଳ ରଖିବାକୁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା CDSର ନାମ ଆଜି ଘୋଷଣା ହୋଇପାରେ । ଏହାର ନିଷ୍ପତ୍ତି ନେବା ପାଇଁ ପ୍ରଧାନମନ୍ତ୍ରୀ…

୩୦ରେ ଠାକରେ କ୍ୟାବିନେଟର ସଂପ୍ରସାରଣ, ଅଜିତ୍ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪ ।୧୨: ଡିସେମ୍ବର ୩୦ ଅପରାହ୍ନରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବ । ଶିବସେନା ଓ ଏନସିପିର ୧୦-୧୦ ନେତା କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବେ । ଉଭୟ ଦଳର ୩ ଜଣ ଲେଖାଏଁ ରାଷ୍ଟ୍ରମନ୍ତ୍ରୀ ପଦ…

୨୭ରେ ସୋରେନଙ୍କ ଶପଥ, କଂଗ୍ରେସକୁ ମିଳିପାରେ ବାଚସ୍ପତି ସମେତ ୫ ମନ୍ତ୍ରୀ ପଦ

ରାଞ୍ଚି,୨୪ ।୧୨: ଝାଡଖଣ୍ଡର ୮୧ଟି ବିଧାନସଭା ଆସନର ଫଳାଫଳ ଘୋଷିତ ହୋଇସାରିଛି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବା ଜେଏମଏମ, କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)କୁ ବହୁମତ ମିଳିଛି । ମୋଟ୍ ୮୧ଟି ଆସନରୁ ଗଠବନ୍ଧନ…

ଦିଲ୍ଲୀର ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨୪ ।୧୨: ଦିଲ୍ଲୀ ନରେଲାରେ ଥିବା ଏକ ଜୋତା କାରଖାନାରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ୨୨ଟି ଦମକଳ ଗାଡି ନିୟୋଜିତ ହୋଇ ନିଆଁ ଲିଭାଇବାରେ ଲାଗିଛନ୍ତି । ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ…

ଆନ୍ଧ୍ରରେ ଲାଗୁ ହେବନି ଏନଆରସି: ଜଗନ ମୋହନ ରେଡ୍ଡି

ଆନ୍ଧ୍ର, ୨୩ା୧୨: ଓଡ଼ିଶା ଓ ବିହାର ଭଳି ଆନ୍ଧ୍ରପ୍ରଦେଶରେ ମଧ୍ୟ ଲାଗୁ ହେବନି ଏନଆରସି । ଆନ୍ଧ୍ରରେ ଏନଆରସି କାର୍ଯ୍ୟକାରୀ ନ କରିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମେହନ ରେଡ୍ଡୀ ଘୋଷଣା କରିଛନ୍ତି । ତାଙ୍କ ସରକାର…

ଝାଡ଼ଖଣ୍ଡ ଜନାଦେଶକୁ ଆମେ ସମ୍ମାନ କରୁଛୁ: ଅମିତ ଶାହା

ନୂଆଦିଲ୍ଲୀ, ୨୩ା୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ୮୧ଟି ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ଝାଡ଼ଖଣ୍ଡରେ ଜେଏମଏମ ଓ କଂଗ୍ରେସ ମେଣ୍ଟ ବହୁମତ ପାଇଛି । ସେନେଇ ଝାଡ଼ଖଣ୍ଡ ଜନାଦେଶ ପରେ କେନ୍ଦ୍ର…