Browsing Category

ଦେଶ

ଲକଡାଉନରେ ଚନ୍ଦା ହେଇଗଲା ୮ ବର୍ଷର ବାଳିକା; କାରଣ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ନୂଆଦିଲ୍ଳୀ: ବିଶ୍ୱବ୍ୟାପୀ କରୋନା ଏହାର ପ୍ରଭାବ ବିସ୍ତାର କରିଥିବା ବେଳେ ପ୍ରାୟତଃ ସମସ୍ତ ରାଷ୍ଟ୍ର ଲକଡାଉନ ଜାରି କରିଛନ୍ତି । ଲକଡାଉନରେ ରହିବା ଦ୍ୱାରା ଘର ମଧ୍ୟରେ ରହିବା ଦ୍ୱାରା ମାନସିକ ଅବସାଦ ମଧ୍ୟ ବୃଦ୍ଧି…

କାର୍ଯ୍ୟସ୍ଥଳରେ ଯୌନ ନିର୍ଯାତନା ମାମଲାର କୋର୍ଟ ଟ୍ରାଏଲ୍ କଭରେଜ ମିଡିଆ କରିପାରିବ ନାହିଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ଅଫିସ ବା କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନ ମାମଲା ସହ ଜଡ଼ିତ ମାମଲାରେ କୋର୍ଟରେ କରାଯାଉଥିବା ଶୁଣାଣିର ମିଡିଆ ରିପୋର୍ଟିଂ କରିବା ଉପରେ ରୋକ୍ ଲଗାଇଛନ୍ତି ବମ୍ବେ ହାଇକୋର୍ଟ । ଏହି ମାମଲା ସହ ଜଡ଼ିତ ଆବେଦନର…

ପଞ୍ଜାବ ପାଇଁ ସିଦ୍ଧୁ ଅନଫିଟ୍; ଦିଲ୍ଳୀ ଗସ୍ତ ପୂର୍ବରୁ ଅମରିନ୍ଦରଙ୍କ ପ୍ରତିକ୍ରିୟା

ନୂଆଦିଲ୍ଳୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ଯୋଗ ଦେବେ । ମଙ୍ଗଳବାର ଦିନ ଅମରିନ୍ଦର ଦିଲ୍ଲକୀ ଯାଉଥିବା ବେଳେ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି ।…

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସିଦ୍ଧୁ ଦେଲେ ଇସ୍ତଫା

ହରିୟାଣା: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ସଭଜୋତ୍ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ସୋନିଆ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ସିଦ୍ଧୁ । ତେବେ ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସରେ ହଇଚଇ ସୃଷ୍ଟି…

ଦ୍ଵିତୀୟ ଲହରରେ ଲୋକଙ୍କ ଠାରୁ ହୋଇଛି ଜମାଣିଆ ଲୁଟ୍, ମରିଯାଇଛି ମାନବିକତା: ସର୍ଭେ ରିପୋର୍ଟରୁ ପ୍ରକାଶ

ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ସମୟରେ ଦୋକାନୀ ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ସଞ୍ଚାଳକ ଓ ପ୍ରାଇଭେଟ୍ ଲ୍ୟାବ୍ ଅଧିକାରୀ ମାନେ ମେଡ଼ିକାଲ ଉପକରଣ ବିକ୍ରି କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଲୋକଙ୍କ ଠାରୁ…

ନିର୍ବାଚନ ଆୟୋଗର ଘୋଷଣା: ୩ ଲୋକସଭା ଓ ୩୦ ବିଧାନସଭା ଆସନ ପାଇଁ ୩୦ ଅକ୍ଟୋବରରେ ହେବ ଉପ-ନିର୍ବାଚନ, ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଦେଶରେ ଖାଲିପଡ଼ିଥିବା ୩ ଲୋକସଭା ଆସନ ଓ ୩୦ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ନିର୍ବାଚନ ଆୟୋଗ ଆଜି ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି । ୩ ଲୋକସଭା ଓ ୩୦ ବିଧାନସଭା…

ଯେମିତି ଟ୍ରେନିଂ ସେମିତି କାମ, ଲକ୍ଷେ ମନା କରିବା ପରେ ବି ରକ୍ତପାତ କରୁଛନ୍ତି ତାଲିବାନୀ

କାବୁଲ: ତାଲିବାନୀ ମାନେ ଆଫଗାନିସ୍ତାନରେ ସରକାରର ମାନ୍ୟତା ପାଇବା ପାଇଁ ଓ ନିଜର ଛବି ପରିବର୍ତ୍ତନ କରିବା ପାଇଁ ପ୍ରୟାସ ଜାରି ରଖିଛି । ହେଲେ ସବୁ ଚେଷ୍ଟା ଓ ଉଦ୍ୟମରେ ଫେଲ୍ ମାରିଯାଉଛି । ତେବେ ଏଥିରେ ଆଉ କାହାର…

ବିଧାୟିକା କହିଲେ, ‘ଅଟାରେ ଲୁଣ ପରି ଲାଞ୍ଚ ତ ଚାଲିବ’

ନୂଆଦିଲ୍ଲୀ: ଦେଶରେ ଲାଞ୍ଚ ଏକ ସାଧାରଣ ସମସ୍ୟା । ଏଠାରେ ଛୋଟରୁ ଆରମ୍ଭ କରି ବଡ଼ କାମ ପଯ୍ୟନ୍ତ, ସବୁଥିରେ ଲାଞ୍ଚ ଦିଆଯାଏ । ଏହି ସମୟରେ ମଧ୍ୟପ୍ରଦେଶର ବିଏସପି ବିଧାୟିକା ରାମ ବାଇ ସିଂହ ଲାଞ୍ଚର ପରିମାଣ କ’ଣ ହେବା…

ବିନା ପ୍ରିମିୟମରେ ଆପଣଙ୍କ ପିଲାଙ୍କୁ ମିଳିବ ସ୍କଲାରପିପ୍ ଆଉ ୭୫ ହଜାର: ଆପ୍ଲାଏ କରି ଦିଅନ୍ତୁ ଏହି ସୁପରହିଟ୍ ଯୋଜନା

ନୂଆଦିଲ୍ଲୀ: ଗ୍ରାମୀଣ ଭୂମିହୀନ ପରିବାରଙ୍କ ପାଇଁ ସରକାର କ୍ରମାଗତ ଭାବେ ବିଭିନ୍ନ ଯୋଜନା ପ୍ରଣୟନ କରିଆସୁଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାର ଆମ ଆଦମୀ ବୀମା ଯୋଜନା (ଏଏବିଜେ)ର ଶୁଭାରମ୍ଭ କରିଛନ୍ତି । ଏହା ଏକ…

‘ଭଗବାନ ଶିବ ଟିକା ନେବାକୁ ମନା କରିଛନ୍ତି’, ଟିକାକରଣ ପାଇଁ ଯାଇଥିବା ଟିମକୁ ଏପରି କହିଲେ ମହିଳା

ଦେଶରେ କରୋନା ସହ ଲଢ଼ିବାକୁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ପୂର୍ବ ଅପେକ୍ଷା ଏବେ ଟିକାକରଣ ଅଧିକ ତୀବ୍ର ହୋଇଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ପାଇଁ ଉଦମ୍ୟ କରାଯାଉଥିବା ବେଳେ କିଛି ସ୍ଥାନରେ ଟିକା ନେବାକୁ…