Browsing Category

ଦେଶ

କୃଷକ ଆନ୍ଦୋଳନ ନେଇ କଠୋର ହେଲେ ମାନବାଧିକାର ଆୟୋଗ, ଚାରି ରାଜ୍ୟକୁ ମାଗିଲେ ରିପୋର୍ଟ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସୀମାରେ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଜାରି କୃଷକଙ୍କ ଆନ୍ଦୋଳନକୁ ନେଇ କଠୋର ଆଭିମୁଖ୍ୟ ଆପଣେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ । ଆୟୋଗ ବିରୋଧ ପ୍ରଦର୍ଶନ କାରଣରୁ…

ଭଲ ମାର୍କ ରଖିଥିବାରୁ ବାପା ଦେଇଥିଲେ ସ୍ମାର୍ଟଫୋନ୍, Free Fire ଗେମରେ ଗଲା ପୁଅର ଜୀବନ

କୋଲକାତା: ଅନଲାଇନ୍ ଗେମ୍ ଏବେ ପିଲାମାନଙ୍କ ଏକ ବଡ଼ ସମସ୍ୟା ପାଲଟିଛି । ଆଜି କାଲିକା ପିଲା ମାନେ ମୋବାଇଲ୍ ଫୋନ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ତେବେ ଏହାରି ମଧ୍ୟରେ ଫ୍ରୀ ଫାୟାର୍ ଗେମ୍ ଗୋଟିଏ ପିଲାର ଜୀବନ ନେଇଛି…

ସ୍ୱପ୍ନ ଦେଖୁଛି ଡ୍ରାଗନ: ୨୦୨୫ରେ ତାଇୱାନ ଏବଂ ୨୦୪୦ ସୁଦ୍ଧା ଅରୁଣାଚଳ ଉପରେ କରିବ କବଜା, ଏମିତି କରିଛି ଯୋଜନା

ନୂଆଦିଲ୍ଲୀ : ସମଗ୍ର ଦୁନିଆରେ ନିଜର ବିସ୍ତାରବାଦୀ ନୀତି ନେଇ ନିନ୍ଦିତ ଚୀନ । ବଳ ପ୍ରୟୋଗ ହେଉ କି ଋଣ  ଜାଲରେ ଫସାଇ ହେଉ ଚୀନ ଯଥା ସାଧ୍ୟ ଅନ୍ୟ ଦେଶକୁ କବଜା କରିବାକୁ ସର୍ବଦା ପ୍ରୟାସ ଚଳାଇଥାଏ । ଏହି କ୍ରମରେ ୨୦୨୫…

ଟଳିଲା ବଡ ଦୁର୍ଘଟଣା, ରାୟପୁରରୁ ଦିଲ୍ଲୀ ଯାଉଥିବା ବିମାନ ସହ ପକ୍ଷୀ ମାଡ, ଯାତ୍ରା କରୁଥିଲେ କେନ୍ଦ୍ର ମନ୍ତ୍ରୀ

ରାୟପୁର : ଛତିଶଗଡର ରାୟପୁର ବିମାନ ବନ୍ଦରରେ ଟଳିଲା ବହୁତ ବଡ ଦୁର୍ଘଟଣା । ବିମାନ ସହ ହେଲା ପକ୍ଷୀ ମାଡ । ମଙ୍ଗଳବାର ଏୟାର ଇଣ୍ଡିଆର ବିମାନ ସଂଖ୍ୟା ଏଆଇସି ୪୬୯ ଯେମିତି ଦିଲ୍ଲୀ ଅଭିମୁଖେ ଉଡାଣ ଭରିଲା, ବିମାନ ସହ…

ଯେତେବେଳେ ପ୍ରଧାନମନ୍ତ୍ରୀ ବିଶ୍ୱ ମଞ୍ଚରେ ହିନ୍ଦୀରେ ଭାଷଣ ଦେଉଛନ୍ତି, ଆମକୁ ଲଜ୍ଜା କାହିଁକି ଆସିବ: ଅମିତ୍ ଶାହା

ନୂଆଦିଲ୍ଲୀ : ଦେଶରେ ପ୍ରତି ବର୍ଷ ସେପ୍ଟେମ୍ବର ୧୪ ତାରିଖକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି । ହିନ୍ଦୀ ଦୁନିଆରେ ସର୍ବାଧିକ ପ୍ରଚଳିତ ଭାଷା ମଧ୍ୟରୁ ଗୋଟିଏ । ହିନ୍ଦୀ ଦିବସ ଅବସରରେ ମଙ୍ଗଳବାର ଦିଲ୍ଲୀ ସ୍ଥିତ…

ଟିକା ନେଇନଥିବା ଲୋକଙ୍କଠାରେ ମୃତ୍ୟୁର ଆଶଙ୍କା ୧୧ ଗୁଣ ଅଧିକ: CDC

ନୂଆଦିଲ୍ଲୀ: କରୋନା କାଳରେ ବି ଲୋକମାନେ ବେଖାତିର ଭାବେ ଟିକା ନେବାକୁ ହେୟ ଭାବୁଛନ୍ତି । ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଟିକାକରଣକୁ ଗୁରୁତ୍ୱ ଦେଉଥିବା ବେଳେ ଲୋକମାନେ ବେପରୁଆ ଭାବେ…

ଏବେ ହିମାଚଳ ପ୍ରଦେଶ ପାଳି, ଖୁବଶୀଘ୍ର ବଦଳିପାରନ୍ତି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରକ୍ରିୟାରେ ବର୍ତ୍ତମାନ ହିମାଚଳ ପ୍ରଦେଶର ପାଳି ପଡ଼ିପାରେ । ଖୁବଶୀଘ୍ର ଏନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଆଲୋଚନା…

ଗ୍ୟାସ୍ ସିଲିଣ୍ଡର ଫାଟି ମା’ ସମେତ ତିନି ପିଲା ମୃତ

ମୁଜଫରପୁର: ବିଳମ୍ବିତ ରାତିରେ ଗ୍ୟାସ ସିଲିଣ୍ଡର ଫାଟି ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମାଆ ସମେତ ତିନି ଜଣ ପିଲା ଏଥିରେ ଆଖି ବୁଜିଛନ୍ତି । ଏଭଳି ଏକ ହୃଦୟଥରା ଘଟଣା ଘଟିଛି ବିହାରର ମୁଜଫରପୁର ଜିଲ୍ଲାର ମୀନାପୁର ଥାନା…

ବଡ଼ ଲୋକଙ୍କ ପାଇଁ ଲାଗୁ ହୁଏନି ଫେସବୁକ୍ ନିୟମ: ରିପୋର୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ୱେବସାଇଟ୍ ଫେସବୁକ୍ ଅନେକ ସେଲିବ୍ରିଟି, ରାଜନେତା ଏବଂ ଅନ୍ୟାନ୍ୟ ବଡ ବ୍ୟକ୍ତିତ୍ୱଙ୍କୁ ନିଜ ପ୍ଲାଟଫର୍ମ ପାଇଁ ପ୍ରସ୍ତୁତ ନିୟମରୁ ମୁକ୍ତ କରିଥାଏ। ଏହା ଏକ ରିପୋର୍ଟରେ ପ୍ରକାଶ ପାଇଛି ।…

କରୋନା କାରଣରୁ ଆତ୍ମହତ୍ୟା କରିଥିଲେ କୋଭିଡ୍ ମୃତ୍ୟୁ ବୋଲି ଧରାଯିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ଗତ ଦେଢ଼ ବର୍ଷ ହେଲା ଦେଶରେ ବଡ଼ ସମସ୍ୟା ହୋଇ ଠିଆ ହୋଇଛି । ଏଥିରେ କିଏ ନିଜର ବାପା-ମାଆଙ୍କୁ ହରାଇଛି ତ କିଏ ନିଜର ସମ୍ପର୍କୀୟଙ୍କୁ ହରାଇଛନ୍ତି । କେବଳ ଆର୍ଥିକ ରୂପରେ ନୁହେଁ ବରଂ ମାନସିକ…