Browsing Category
ଦେଶ
ସପା ଏମଏଲସି ପୁଷ୍ପରାଜ ଜୈନଙ୍କୁ ଉଠାଇନେଲା ଆୟକର ବିଭାଗ
କାନପୁର: କନ୍ନୌଜର ପ୍ରସିଦ୍ଧି ଅତର ବ୍ୟବସାୟୀ ତଥା ସମାଜବାଦୀ ପାର୍ଟିର ଏମଏଲସି ପୁଷ୍ପରାଜ ଜୈନ ଓରଫ୍ ପମ୍ପି ଜୈନଙ୍କୁ ହେପାଜତକୁ ନେଇଛି ଆୟକର ବିଭାଗ । ସପା ଏମଏଲସିଙ୍କୁ ଆୟକର ବିଭାଗର କର୍ମଚାରୀ ନିଜ ସାଥିରେ…
କ୍ରୁଜର କ୍ରୁ ସଦସ୍ୟଙ୍କୁ କରୋନା, ସମୁଦ୍ର ମଝିରେ ଫସିଲେ ୨ହଜାର ଲୋକ
ନୂଆଦିଲ୍ଲୀ: ମୁମ୍ବାଇରୁ ଗୋଆ ଯାଉଥିବା କାର୍ଡିଲିୟା କ୍ରୁଜ ଜାହାଜର ଜଣେ କ୍ରୁ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ଜାହାଜରେ ହିଁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିଲା । ମିଳିଥିବା ସୂଚନା…
ବିଲେଇ କାମୁଡ଼ିବାକୁ ନେଇ ରକ୍ତ ସଂଘର୍ଷ, ୨ ମହିଳାଙ୍କ ସମେତ ୮ ଜଣ ଆହତ
ମେରଠ: ବିଲେଇ କାମୁଡ଼ିବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ରକ୍ତ ସଂଘର୍ଷ ଦେଖିବାକୁ ମିଳିଛି । ଏହିଭଳି ଏକ ଘଟଣା ମେରଠର ଲିସାଡ଼ି ଅଞ୍ଚଳରୁ ସାମନାକୁ ଆସିଛି । ଏହି ସଂଘର୍ଷରେ ଦୁଇ ଜଣ ମହିଳାଙ୍କ ସମେତ ମୋଟ ୮ ଜଣ ଗୁରୁତର…
ଖୁସି ଖବର: ଆୟକର ରିଟର୍ଣ୍ଣ ଅବଧି ବୃଦ୍ଧି କଲେ ସରକାର, ଜାଣନ୍ତୁ କେବେ ରହିଛି ଅନ୍ତିମ ତାରିଖ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଣି ଥରେ ବଢିଛି ଆୟକର ଦାଖଲ କରିବାର ତାରିଖ । ଫେବୃୟାରୀ ୨୮ ତାରିଖକୁ ଆୟକର ଦାଖଲର ଅନ୍ତିମ ତାରିଖ ଘୋଷଣା କରିଛନ୍ତି ସରକାର । ପୂର୍ବରୁ ଦୁଇ ଦୁଇ ଥର ସମୟ ଅବଧି ବୃଦ୍ଧି…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପୂର୍ବତନ ପତ୍ନୀ: ପାକ ସେନାର କଣ୍ଢେଇ ସାଜିଛନ୍ତି ଇମ୍ରାନ ଖାନ୍
ନୂଆଦିଲ୍ଳୀ: ସୁରକ୍ଷା ବ୍ୟବସ୍ଥାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାମଲୋଚନା କରିଛନ୍ତି ପୂର୍ବତନ ପତ୍ନୀ । ଟ୍ୱିଟ୍ କରି ନିଜର ପୂର୍ବତନ ପତିଙ୍କୁ ପାକିସ୍ତାନ ସେନାର କଣ୍ଢେଇ ବୋଲି ଅଭିହିତ…
ରେକର୍ଡ କରୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୩,୭୫୦ ସଂକ୍ରମିତ
ନୂଆଦିଲ୍ଲୀ: କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ହଜାର ୭୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଏହା ଦୈନିକ ନୂଆ ରେକର୍ଡ କରୁଛି । ସେହ୍ରିପରି…
ନାଳନ୍ଦା ମେଡିକାଲ୍ କଲେଜର ୮୪ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍
ପାଟନା: ବିହାରରେ କୋଭିଡ୍ ଭାଇରସ୍ ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ଥର ଅନେକ ସଂଖ୍ୟାରେ କରୋନା ଯୋଦ୍ଧା ଭାଇରସ୍ କବଳକୁ ଆସିଛନ୍ତି । ନାଲନ୍ଦା ମେଡିକାଲ କଲେଜ୍ ହସ୍ପିଟାଲରେ କରୋନା ବିସ୍ଫୋରଣ…
ଇଣ୍ଡିଆନ ମେଡିକାଲ ଆସୋସିଏସନର ଟ୍ୱିଟ୍ଟର ଆକାଉଣ୍ଟ ହ୍ୟାକ୍: ଏଲନ ମସ୍କଙ୍କ ନାମରେ ନାମିତ କଲା ହ୍ୟାକର୍
ନୂଆଦିଲ୍ଳୀ: ଭାରତୀୟ ମେଡିକାଲ ସଂଘ(ଆଇଏମଏ)ର ଟ୍ୱିଟ୍ଟକର ଆକାଉଣ୍ଟ ହ୍ୟାକ ହୋଇଛି । ରବିବାର କେବଳ ଆଇଏମଏ ନୁହେଁ ବରଂ ମନ୍ ଦେଶୀ ମହିଳା ବ୍ୟାଙ୍କର ଟ୍ୱିଟ୍ଟର ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିଲା । ଶିଳ୍ପପତି ତଥା ଟେସଲାର…
ଆପଣଙ୍କ ଆଧାରରେ ଲିଙ୍କ ଅଛିକି ଏକାଧିକ ସିମ୍ କାର୍ଡ: ନମ୍ବର ବ୍ଲକ ହେବା ପୂର୍ବରୁ ଏମିତି କରନ୍ତୁ ଚେକ୍
ନୂଆଦିଲ୍ଲୀ: ନୂଆ ନୂଆ ନମ୍ବରର ସିମ୍ କାର୍ଡ କିଣିବାକୁ ବା କିଛି ସମୟ ପରେ ନମ୍ବର ବଦଳାଇବାକୁ ପସନ୍ଦ କରନ୍ତି, ତେବେ ଏଥିଯୋଗୁଁ ଆପଣଙ୍କୁ ଏବେ ସମସ୍ୟା ହୋଇପାରେ । ଖୁବଶୀଘ୍ର ଅନେକ ସିମ୍ କାର୍ଡ ବନ୍ଦ କରିବାକୁ…
ଆଜିଠୁ ୧୫-୧୮ ବର୍ଷ ଶିଶୁଙ୍କ ଟିକାକରଣ: କୋୱିନ୍ ଆପରେ ହେଲାଣି ୬ ଲକ୍ଷ ପଞ୍ଜୀକରଣ, ଓଡ଼ିଶାରେ ୯୩୯ ସ୍ୱତନ୍ତ୍ର କେନ୍ଦ୍ର
ନୂଆଦିଲ୍ଳୀ: ଓମିକ୍ରନର ସଙ୍କଟ ବଢୁଥିବା ବେଳେ ଆଜିଠାରୁ ସମଗ୍ର ଦେଶରେ ଶିଶୁ ମାନଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ୧୫-୧୮ ବର୍ଷ ବୟସ୍କଙ୍କୁ କୋଭାକ୍ସିନ ଟିକା ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ…