Browsing Category
ଦେଶ
ନୂଆବର୍ଷରେ କୃଷକଙ୍କୁ ଭେଟି ଦେବେ ପ୍ରଧାନମନ୍ତ୍ରୀ, ଆକାଉଣ୍ଟକୁ ପଠାଯିବ ଏହି ଯୋଜନାର କିସ୍ତି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ଜାନୁଆରୀରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୦ମ କିସ୍ତିର ଲାଭ କିସ୍ତି ପଠାଇବେ । ଏଥିରେ ୧୦ କୋଟିରୁ ଅଧିକ ଲାଭାର୍ଥି କୃଷକ ପରିବାରଙ୍କୁ ୨୦,୦୦୦…
ଭାରତକୁ ହିନ୍ଦୁରାଷ୍ଟ୍ରରେ ପରିଣତ କରିବା: ଉତ୍ତର ପ୍ରଦେଶ ଓ ଅନ୍ୟାନ୍ୟ ସ୍ଥାନରେ ସ୍କୁଲ ଛାତ୍ରଙ୍କୁ କରେଇଲେ ଶପଥ
ନୂଆଦିଲ୍ଲୀ: ଭାରତକୁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର କୁହାଯାଉଥିବା ବେଳେ ସ୍କୁଲ ଛାତ୍ରଙ୍କୁ ଦିଆଯାଉଥିବା ଶପଥ ଦେଖିଲେ ଆପଣ ବି ହଡବଡେଇ ଯିବେ । ଉତ୍ତର ପ୍ରଦେଶର ଏକ ସ୍କୁଲରେ ଛାତ୍ର ମାନଙ୍କୁ ଭାରତକୁ ହିନ୍ଦୁ ରାଷ୍ଟ୍ର…
ଟିକାକୁ ଭୟ: ଗଛ ଉପରେ ଚଢିଗଲା ଯୁବକ, ଦେଖନ୍ତୁ ଭାଇରାଲ Video
ନୂଆଦିଲ୍ଲୀ: କରୋନା ଏହାର ଆତଙ୍କ ମଚାଉଥିବା ବେଳେ ଟିକାକରଣକୁ ଏକ ଅମୋଘ ଅସ୍ତ୍ର ଭାବରେ ବିବେଚନା କରାଯାଉଛି । ତେବେ ଏପରି ପରସ୍ଥିତିରେ ଟିକାକୁ ନେଇ କିଛି ଲୋକଙ୍କ ମନରେ ଏବେବି ଭୟ ରହିଛି । ଏମିତି ଏକ ମଜାଦାର ଘଟଣା…
ଭାରତରେ ଭୟାବହ ହେବ କ୍ୟାନ୍ସର ପରସ୍ଥିତି: ୫ ବର୍ଷରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ବଢିବ!
ନୂଆଦିଲ୍ଳୀ: ଆସନ୍ତା କିଛି ବର୍ଷ ମଧ୍ୟରେ ଭୟାବହ ହେବ ଭାରତରେ କ୍ୟାନ୍ସର ପରସ୍ଥିତି । ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ କ୍ୟାନ୍ସର ମୃତ୍ୟୁ ସଂଖ୍ୟାରେ ୧ ଲକ୍ଷ ବଢିଯିବ ବୋଲି ଏକ ରିସର୍ଚ୍ଚରେ ପ୍ରକାଶ ପାଇଛି । କରୋନା…
ମୋଦୀଙ୍କ ରାଲିରେ ହିଂସାର ଯୋଜନା: ୪ ଜଣ ସପା ନେତାଙ୍କୁ ଗିରଫ କଲା ୟୁପି ପୋଲିସ
ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ହିଂସା କାଣ୍ଡର ଯୋଜନା କରୁଥିବା ୪ ଜଣଙ୍କୁ ଗିରଫ କରାଯାଇଛି । ସମାଜବାଦୀ ପାର୍ଟିର ଏହ ୪ ଜଣ ନେତା ମୋଦୀଙ୍କ କାନପୁର ଗସ୍ତ ସମୟରେ ହିଂସାକାଣ୍ଡ କରିବାର ଯୋଜନା…
୨୫ ଟଙ୍କା କମିଲା ପେଟ୍ରୋଲ ରେଟ୍, କିନ୍ତୁ ଏପରି ସର୍ତ୍ତ ରଖିଲେ ମୁଖ୍ୟମନ୍ତ୍ରୀ
ରାଞ୍ଚି: ଦିନକୁ ଦିନ ଦରଦାମ୍ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପେଟ୍ରୋଲ ଦରରେ ବଡ଼ ହ୍ରାସ କରିଛନ୍ତି ଝାଡ଼ଖଣ୍ଡ ସରକାର । ପେଟ୍ରୋଲ ଲିଟର ପିଛା ୨୫ ଟଙ୍କା ହ୍ରାସ ହୋଇଥିବା ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ…
(ଭିଡ଼ିଓ) ମୁଖ୍ୟମନ୍ତ୍ରୀ କହିଲେ- ‘ବିହାରରେ କରୋନାର ତୃତୀୟ ଲହର ଆରମ୍ଭ’
ପାଟଣା : ବିହାରରେ ଲଗାତାର କରୋନା ଭାଇରସର ମାମଲା ବଢ଼ିବାରେ ଲାଗିଛି । ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁସାରେ, ୪୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ୪ ଦିନର ରିପୋର୍ଟ ଦେଖିଲେ…
୩ ମାସରେ ୨ ଥର ଗର୍ଭବତୀ ହେଲେ ମହିଳା, ଜନ୍ମଦେଲେ ଦୁଇ ପୁତ୍ର ସନ୍ତାନ: ଜାଣନ୍ତୁ ଏହି କାରନାମା ପଛର କାହାଣୀ
ନୂଆଦିଲ୍ଲୀ: କୁହାଯାଏ ଗୋଟିଏ ସନ୍ତାନକୁ ଜନ୍ମ ଦେବା ପାଇଁ ମାଆଟିଏ ନିଜ ଶିଶୁକୁ ୯ ମାସ ଗର୍ଭଧାରଣ କରିଥାଏ । ମାତ୍ର ଆଜିକାଲିର ବିଜ୍ଞାନ ଯୁଗରେ କେତେବେଳେ କ’ଣ ଘଟୁଛି ତା’ର ଅନ୍ଦାଜ ଲଗାଇବା ମୁସ୍କିଲ୍ । ଅନେକ…
ଷଣ୍ଢ ଆକ୍ରମଣ ବା ସାଇକେଲ ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ୫ ଲକ୍ଷ ଟଙ୍କା
ଉନ୍ନାଓ: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ରାଜନୀତି ସେତେ ଘନେଇବାରେ ଲାଗୁଛି । କିଏ କମ୍ ଦାମରେ ମଦ ଦେବାକୁ ଦାବି କରୁଛି ତ ଆଉ କିଏ ମାଗଣା ବିଜୁଳି ଦେବାକୁ ପ୍ରତିଶୃତି ଦେଉଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର…
ଆଜି ନିର୍ବାଚନ ଘୁଞ୍ଚିବା ନିଷ୍ପତ୍ତି ନେଇପାରନ୍ତି ପ୍ରଧାନମନ୍ତ୍ରୀ, ଅପରାହ୍ଣରେ ବସିବ ମନ୍ତ୍ରୀ ପରିଷଦ ବୈଠକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆଶଙ୍କା ଜାରି ରହିଛି । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ପରିଷଦ ବୈଠକ ଡକାଇଛନ୍ତି । ଏହି ବୈଠକ…