fbpx
Browsing Category

ଦେଶ

ମନ୍ କି ବାତ୍: ଲକ୍-ଡାଉନରେ ଅସୁବିଧା ପାଇଁ କ୍ଷମା ମାଗିଲେ ମୋଦୀ

ନୂଆଦିଲ୍ଲୀ,୨୯ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ରେ ଆଜି ଦେଶକୁ ସମ୍ବୋଧିତ କରିଛନ୍ତି । ଲକ୍-ଡାଉନ୍ ବେଳେ ଲୋକଙ୍କ ଅସୁବିଧା ପାଇଁ କ୍ଷମା ମାଗିବା ସହ କରୋନାକୁ…

କରୋନା ଭାଇରସ୍: ଦେଶରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ନୂଆଦିଲ୍ଲୀ,୨୯ ।୩: କରୋନା ଭାଇରସ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯କୁ ଛୁଇଁଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪…

ଇରାନରୁ ଫେରିଲେ ଆଉ ୨୭୫ ଭାରତୀୟ

ନୂଆଦିଲ୍ଲୀ,୨୯ ।୩: କରୋନା ପାଇଁ ଇରାନରୁ ଫେରିଛନ୍ତି ଆଉ ୨୭୫ ଭାରତୀୟ । ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ରାଜସ୍ଥାନର ଯୋଧପୁରକୁ ଅଣାଯାଇଛି । ବିମାନରୁ ଓହ୍ଲାଇବା ପରେ ସମସ୍ତ ଇରାନ ଫେରନ୍ତାଙ୍କ ଥର୍ମାଲ ସ୍କାନିଂ…

କେଉଁ କଣ୍ଟାକ୍ଟରେ ବ୍ୟାପିପାରେ କରୋନା ଭାଇରସ୍? ଜାଣନ୍ତୁ

ନୂଆଦିଲ୍ଲୀ, ୨୮ା୩: ମହାମାରୀ ରୂପ ନେଇଛି କରୋନା ଭାଇରସ୍ । ଏହା ଏପରି ଏକ ଭାଇରସ୍ ଯାହା ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟରେ ଆସିଲେ ମଧ୍ୟ କରୋନା ହୋଇଯାଇଥାଏ । ହେଲେ ଏହି କଣ୍ଟାକ୍ଟ ବା ସମ୍ପର୍କ କଣ ଜାଣି…

‘ଛିଙ୍କନ୍ତୁ ଓ ଭାଇରସ୍ ବିସ୍ତାର କରନ୍ତୁ’-ପୋଷ୍ଟ କରି ଗିରଫ ହେଲେ ଇନଫୋସିସ୍ କର୍ମଚାରୀ, ଚାକିରୀ ବି ଗଲା

କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ସଂକ୍ରମଣକୁ ରୋକିବା ପାଇଁ ମୋଦୀ ସରକାର ସମଗ୍ର ଦେଶକୁ ୨୧ ଦିନ ପର୍ଯ୍ୟନ୍ତ ଳକ୍-ଡାଉନ୍ କରିଛନ୍ତି । ଏହାରି ମଧ୍ୟରେ କରୋନା ଭାଇରସକୁ ନେଇ ବେଙ୍ଗାଲୁରୁର…

ଡାକ୍ତରମାନଙ୍କୁ ଅନଲାଇନ ଟ୍ରେନିଂ ଦିଆଯାଉଛି: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ

ନୂଆଦିଲ୍ଲୀ, ୨୮ା୩: କରୋନା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । କରୋନା ମୁକାବିଲା ନେଇ ସବୁ ରାଜ୍ୟ ସହ ଆଲୋଚନା ହୋଇଥିବା ସେହି ସମ୍ମିଳନୀରେ କୁହାଯାଇଛି । ତାଲା ବନ୍ଦ ବେଳେ ଜରୁରୀ…

କରୋନା ପାଇଁ ସରକାରଙ୍କ ଆଉ ଏକ ଘୋଷଣା- ୨୪ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସହ ବିଲରେ ରିହାତି

ନୂଆଦିଲ୍ଲୀ,୨୮ ।୩: କରୋନା ଭାଇରସ୍ ଯୋଗୁଁ ସାରା ଦେଶ ୨୧ ଦିନ ପର୍ଯ୍ୟନ୍ତ ଲକ୍-ଡାଉନ୍ ରହିଛି । ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ କମ୍ପାନୀମାନଙ୍କ ପାଇଁ ଏକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି ସରକାର । ଏଣିକି ୨୪…

କରୋନା ଭାଇରସ୍: କେରଳରେ ପ୍ରଥମ ମୃତ୍ୟୁ

ଏର୍ନାକୁଲମ,୨୮ ।୩: ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦୦କୁ ବୃଦ୍ଧି ପାଇଥିବା ବେଳେ ଏଥିରେ ୨୧ ଜଣଙ୍କର ମୃତ୍ୟୁ ହୋଇସାରିଛି । କରୋନା ଯୋଗୁଁ କେରଳରେ ପ୍ରଥମ ମୃତ୍ୟୁ ମାମଲା ସାମନାକୁ ଆସିଛି । ୬୯…

ଟ୍ରେନ୍ ବଗିକୁ କରାଯାଉଛି କରୋନା ଆଇସୋଲେସନ ୱାର୍ଡ, ଦେଖନ୍ତୁ ଫଟୋ

ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା । କେବଳ ଗତକାଲି ୧୫୧ ଜଣଙ୍କ ନମୁନା ପଜେଟିଭ ଆସିଛି । ଚୀନ ,ଇଟାଲୀ ଓ ଆମେରିକାର ସ୍ଥିତି ଦେଖି ନିଜକୁ ପ୍ରସ୍ତୁତ କରୁଛି ଭାରତ । ଏହି ପ୍ରମୂଖ ବିକାଶଶୀଳ…