Browsing Category

ଦେଶ

ସାରା ଦେଶରେ ଖେଲା ହବେ… ସୋନିଆଙ୍କୁ ଭେଟିବା ପରେ ମମତା ଆଉକଣ କହିଲେ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ତାଙ୍କର ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ଆଜି ବୁଧବାର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଏହି ଅବସରରେ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ…

ନବମ ଶ୍ରେଣୀ ଛାତ୍ର ତିଆରି କଲେ ସିପିୟୁ, ଆକାରରେ ହାତ ପାପୁଲି ସହ ସମାନ

ତାମିଲନାଡୁର ତିରୁଭରୁର ଜିଲ୍ଲାର ନବମ ଶ୍ରେଣୀର ଛାତ୍ର ଏସ୍ ମାଧବ ହାତର ପାପୁଲି ଆକାରର କମ୍ପ୍ୟୁଟର ସିପିୟୁ ତିଆରି କରିଛନ୍ତି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏସ.ଏସ୍ ମାଧବଙ୍କୁ ଭେଟି ଏହି ଅନନ୍ୟ…

ପେଗାସସ ବିବାଦ: ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ବିଜେପିର କାଉଣ୍ଟର, ସମ୍ବିତ କହିଲେ ରାହୁଲଙ୍କ ଜାସୁସିର କ’ଣ ମିଳିବ

ନୂଆଦିଲ୍ଳୀ: ପେଗାସସ୍ ଗୁପ୍ତଚର ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ବୁଧବାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଅନେକ ବିରୋଧୀ ଦଳର ନେତାଙ୍କ ସହ ମିଶି ରଣନୀତି ପ୍ରସ୍ତୁତ କରିଛନ୍ତି…

‘ମୁଁ ବେଙ୍ଗୁଲି, ତୁମେ କିଏ?’ ଶର୍ଟ ପିନ୍ଧା ଫଟୋ ଭାଇରାଲ୍, ହେଉଛନ୍ତି ଟ୍ରୋଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ସୋସିଆଲ୍ ମିଡିଆରେ ନିଜର ପୋଷ୍ଟକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ରାଧିକା ଆପ୍ତେ ସମ୍ପ୍ରତି ୟୁଜର୍ସଙ୍କ ଦ୍ୱାରା ଟ୍ରୋଲ୍ ହେଉଛନ୍ତି । ହଟ୍-ବୋଲ୍ଡ ଫଟୋ ପାଇଁ ସବୁବେଳେ ବିବାଦରେ…

ବ୍ୟାଙ୍କ ଦେବାଳିଆ କିମ୍ବା ବନ୍ଦ ହୋଇଗଲେବି ୯୦ ଦିନ ମଧ୍ୟରେ ଗ୍ରାହକଙ୍କୁ ମିଳିବ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି

ନୂଆଦିଲ୍ଲୀ: ଯଦି କୌଣସି ବ୍ୟାଙ୍କ ଦେବାଳିଆ ହୋଇଯାଏ କିମ୍ବା ଆରବିଆଇ ଏହାର ଲାଇସେନ୍ସ ରଦ୍ଧ କରନ୍ତି, ଏପରି ସ୍ଥଳରେ ଗ୍ରାହକଙ୍କୁ ଡରିବାର ଆବଶ୍ୟକ ନାହିଁ । ବ୍ୟାଙ୍କର ଗ୍ରାହକଙ୍କୁ ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ…

ଏମର୍ଜେନ୍ସିଠୁ ଭୟଙ୍କର ସାମ୍ପ୍ରତିକ ସମୟ; ମମତା କହିଲେ………

ନୂଆଦିଲ୍ଲୀ: ଦେଶରେ ଗଣତନ୍ତ୍ର ବିପଦରେ ରହିଛି । ଜରୁରୀକାଳୀନ ପରସ୍ଥିତିରେ ଯେଉଁଭଳି ଭାବରେ ଗଣତନ୍ତ୍ରର ହତ୍ୟା ହୋଇଥିଲା ପୁନର୍ବାର ସେହିଭଳି ସିମୟ ଉପନୀତ ହୋଇଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ପେଗାସସ୍ ହ୍ୟାକିଂ ମାମଲାରେ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ, କହିଲେ ସରକାର ଛାଡ଼ିଛନ୍ତି ଘାତକ ଭାଇରସ

ପେଗାସସ ଫୋନ ହ୍ୟାକିଂ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ସରକାର ଆମ ଫୋନରେ ଛାଡ଼ିଛନ୍ତି ଘାତକ ଭାଇରସ । ବୁଧବାର ରାହୁଲ କହିଛନ୍ତି ଏହି…

ରାଜ୍ କୁନ୍ଦ୍ରାଙ୍କୁ ମିଳିଲାନି ବେଲ୍, ବଢୁଛି ଅଡୁଆ

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ମାମଲାରେ ଗିରଫ ହୋଇଥିବା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ଜାମିନ୍ ଆବେଦନ ବୁଧବାର କୋର୍ଟରେ ଖାରଜ ହୋଇଛି । ପୂର୍ବରୁ ମଙ୍ଗଳବାର ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ୧୪ ଦିନ ପାଇଁ…

୧୩ ମାସରେ ୩ ଥର କୋଭିଡ୍ ପଜିଟିଭ୍ ହେଲେ ଡାକ୍ତର: ନେଇସାରିଥିଲେ ଭ୍ୟାକ୍ସିନର ଦୁଇ ଡୋଜ୍

ନୂଆଦିଲ୍ଲୀ: ଦିନକୁ ଦିନ କରୋନାକୁ ନେଇ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି । ଜଣେ ଡାକ୍ତର ୧୩ ମାସ ମଧ୍ୟରେ ୩ ଥର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୨୬ ବର୍ଷୀୟା ଡାକ୍ତର ପୂର୍ବରୁ କରୋନାର ୨ଟି ଯାକ ଡୋଜ୍…

ସବୁ ଝିଅଙ୍କ ଖୋଲିବି ଗୁମର… ଗେହନା କହିଲେ ଏମତି

ଓଡ଼ିଶା ଭାସ୍କର ବ୍ୟୁରୋ: ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ମାମଲାକୁ ନେଇ ଅଭିନେତ୍ରୀ ଗେହନା ବଶିଷ୍ଠ ଅଲଗା ପ୍ରକାର ମତ ଦେଇଛନ୍ତି । ତାଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ ନୋଟିସ୍ କରାଯାଇଥିବା ବେଳେ ସେ ଠିକଣା ସମୟରେ…