Browsing Category

ଦେଶ

ଧୋନିଙ୍କ କମବ୍ୟାକ୍ !

ପୁଣି ଥରେ କ୍ରିକେଟ ପଡିଆକୁ ଫେରିବେ ନା ସନ୍ନ୍ୟାସ ନେବେ ଏମଏସ୍ ଧୋନି ? ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଗତ ଗୁରୁବାର ଦିନ ବିସିସିଆଇ ଦ୍ୱାରା ଖେଳାଳିଙ୍କ ନାମ ଘୋଷଣା କରାଯାଇଥିଲା, ଯେଉଁଥିରେ…

ଜାନୁଆରୀ ୨୦ରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧୭ ।୧: ଆସନ୍ତା ଜାନୁଆରୀ ୨୦ ତାରିଖରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାର୍ଯ୍ୟକ୍ରମରେ…

ନିର୍ଭୟା ମାମଲା, ମୁକେଶର ରାଜକ୍ଷମା ଖାରଜ

ନୂଆଦିଲ୍ଲୀ, ୧୬ା୧(ଓଡ଼ିଶା ଭାସ୍କର): ନିର୍ଭୟା ମାମଲାର ୪ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲା । ଆଜି ସେହି ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଛି ଗୃହମନ୍ତ୍ରଣାଳୟ…

ଜନଗଣନା ଓ ଏନପିଆର ବୈଠକ

ନୂଆଦିଲ୍ଲୀ, ୧୭ା୧: ଜନଗଣନା ଓ ଏନପିଆର ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ନୂଆଦିଲ୍ଲୀ ଆମ୍ବେଦକର ଭବନରେ ବୈଠକ ଜାରି ରହିଛି । କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କ ଅଧ୍ୟକ୍ଷତାରେ ଏହି ବୈଠକ…

ଇସ୍ରୋ ପକ୍ଷରୁ ଜିଏସଏଟି-୩୦ ଉପଗ୍ରହର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ, ୧୭ା୧: ଇସ୍ରୋ ପକ୍ଷରୁ ଜିଏସଏଟି-୩୦ ଉପଗ୍ରହର ସଫଳ ଉତକ୍ଷେପଣ ହୋଇଛି । ଏହା ଫ୍ରେଞ୍ଚ ଗୁଏନା କୋରାଉ ଲଞ୍ଚ ବେସରୁ ଉତକ୍ଷେପଣ ହୋଇଛି । ଟେଲି କମୁନିକେସନ ସାଟେଲାଇଟ ଜିଏସଏଟି-୩୦ । ଦେଶର ଯୋଗାଯୋଗ ସେବା…

ଜୈଶର ଦୁଇ ଆତଙ୍କବାଦୀ ଗିରଫ

ଜାମ୍ମୁକାଶ୍ମୀର, ୧୬ା୧: ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ଦୁଇ ଜୈଶର ଆତଙ୍କବାଦୀ ଗିରଫ ହୋଇଛନ୍ତି । ଜାନୁଆରି ୨୭ରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରିଥିଲେ । ୨ଟି ଗ୍ରେନେଡ଼ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିଲେ ଗିରଫ…