Browsing Category

ଦେଶ

ଲଞ୍ଚ ହେଲା ରେଲଓ୍ବେର ସୁପର ଆପ୍ SwaRail, ଯାତ୍ରୀଙ୍କୁ କେଉଁ ସୁବିଧା ମିଳିବ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଏହାର ସୁପର ଆପ୍ ସ୍ୱରେଲ୍ ଲଞ୍ଚ କରିଛି । ବର୍ତ୍ତମାନ ଏହା ଆଇଫୋନ ଏବଂ ଆଣ୍ଡ୍ରୋଏଡ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି । ରେଳବାଇର ଏହି ସୁପର ଆପରେ, ଆପଣ ଗୋଟିଏ ସ୍ଥାନରେ ରିଜର୍ଭେସନ…

Sansad Ratna: ୧୭ ଜଣ ସାଂସଦଙ୍କୁ ମିଳିବ ସଂସଦ ରତ୍ନ ପୁରସ୍କାର, ଓଡ଼ିଶାରୁ କିଏ?

ନୂଆଦିଲ୍ଲୀ: ସଂସଦରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୧୭ ଜଣ ସାଂସଦ ଏବଂ ୨ ଜଣ ସଂସଦୀୟ ସ୍ଥାୟୀ କମିଟିଙ୍କୁ ସଂସଦ ରତ୍ନ ପୁରସ୍କାର ୨୦୨୫ ପାଇଁ ଚୟନ କରାଯାଇଛି ।  ଏହି ପୁରସ୍କାର ପ୍ରାଇମ୍ ପଏଣ୍ଟ ଫାଉଣ୍ଡେସନ୍ ଦ୍ୱାରା…

BSP ବୈଠକରେ ଆକାଶ ଆନନ୍ଦଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ମାୟାବତୀ କହିଲେ..

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃଆରୀରେ ବହୁଜନ ସମାଜ ପାର୍ଟିରୁ ବହିଷ୍କୃତ ହୋଇଥିବା ଏବଂ ଏପ୍ରିଲରେ ଦଳକୁ ଫେରିଥିବା ଆକାଶ ଆନନ୍ଦଙ୍କୁ ମାୟାବତୀ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି । ବିଏସପି ମୁଖ୍ୟଙ୍କ ଘୋଷଣା ଯୋଗୁଁ ଆକାଶ…

ବେଇମାନ ଭାରତୀୟ ୟୁଟ୍ୟୁବର, ପାକିସ୍ତାନକୁ ଏମିତି ଦେଉଥିଲା ଭାରତୀୟ ସେନାଙ୍କ ଗୁପ୍ତ ଖବର

ହରିୟାଣା: ଭାରତରେ ରହି ଭାରତୀୟ ହୋଇ ଶତ୍ରୁ ଦେଶ ପାକିସ୍ତାନକୁ ଦେଉଥିଲା ଭାରତର ଗୁପ୍ତ ଖବର। ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତଥ୍ୟ ଲିକ୍ ଅଭିଯୋଗରେ ହରିୟାଣାର ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି…

କଥା ଦେଇ କଥା ରଖିଲା ସେନା, ସାମ୍ନାକୁ ଆସିଲା ପାକିସ୍ତାନୀ ଆତଙ୍କବାଦୀ ଆଡ୍ଡା ଧ୍ୱସଂର ଆଉ ଏକ ଭିଡ଼ିଓ

ନୂଆଦିଲ୍ଲୀ: ଭାରତୀୟ ସେନା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଅପରେସନ ସିନ୍ଦୂର ସହିତ ଜଡିତ ଆଉ ଏକ ଭିଡିଓ ସେୟାର କରିଛି। ଏହି ଭିଡିଓରେ ସେନାର ସୈନିକମାନେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରୁଥିବାର…

ଭୟଙ୍କର ଅଗ୍ନିକାଣ୍ଡ, ନିଆଁରେ ଜିଅନ୍ତା ଜଳି ୧୭ ମୃତ

ହାଇଦ୍ରାବାଦ: ଭୟଙ୍କର ଅଗ୍ନିକାଣ୍ଡ। ହାଇଦ୍ରାବାଦର ଚାରମିନାର ନିକଟ ଗୁଲଜାର୍ ହାଉସରେ ଭୟାବହ ଅଗ୍ନିକାଣ୍ଡ। ଆଉ ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ନିଆଁର ଆଁ ରେ ୧୭ ଜଣ ଲୋକ ଜୀବନ୍ତ ଜଳି ମରିଗଲେ। ଆଉ ଅନ୍ୟ…

ଆଜି ନୁହଁ ଭାରତ-ପାକିସ୍ତାନ ଅସ୍ତ୍ରବିରତିର ଶେଷ ତାରିଖ

 ନୂଆଦିଲ୍ଲୀ:  ଆଜି ହେବନି DGMO ଆଲୋଚନା। ଆଜି ହେବନି ଭାରତ-ପାକିସ୍ତାନ DGMO ସ୍ତରୀୟ ଆଲୋଚନା। ଏନେଇ ସ୍ପଷ୍ଟ କଲା ଭାରତୀୟ ସ୍ଥଳସେନା। ଆଜି ଅସ୍ତ୍ରବିରତିର ଶେଷ ତାରିଖ ଖବରକୁ ଖଣ୍ଡନ କଲା ସେନା। ଅନିର୍ଦ୍ଦିଷ୍ଟ କାଳ…

କୋଡ଼େକ୍ସ କ’ଣ, ଯାହା ସଫ୍ଟୱେର୍ ଇଞ୍ଜିନିୟରମାନଙ୍କ ଭବିଷ୍ୟତ ବିପଦରେ ପକାଇପାରେ !

ନୂଆଦିଲ୍ଲୀ:  ଶୁକ୍ରବାର ଦିନ OpenAI କମ୍ପାନୀର ସବୁଠାରୁ ସକ୍ଷମ କୃତ୍ରିମ ବୁଦ୍ଧିମତ୍ତା (AI) କୋଡିଂ ଏଜେଣ୍ଟ, Codex ଲଞ୍ଚ କରିବାର ଘୋଷଣା କରିଛି। ChatGPT Pro, Enterprise, ଏବଂ Team ସବସ୍କ୍ରାଇବରମାନଙ୍କ…

ଲଞ୍ଚିଂର ତୃତୀୟ ପର୍ଯ୍ୟାୟରେ ଫେଲ ହୋଇଗଲା EOS-09, ISRO କହିଲା- ଆମେ ପୁଣି ଫେରିବୁ

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ଲାଗିଛି ବଡ଼ ଝଟକା। ରବିବାର ସକାଳ ୫:୫୯ରେ ଶ୍ରୀହରିକୋଟାର ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୬୧ ରକେଟ ମାଧ୍ୟମରେ ଇଓଏସ-୦୯ ଉପଗ୍ରହ…

ପାକିସ୍ତାନ ପରେ ବାଂଲାଦେଶ ଉପରେ କଟକଣା ଲଗାଇଲେ ଭାରତ ସରକାର

ନୂଆଦିଲ୍ଲୀ: ଅଡୁଆରେ ବାଂଲାଦେଶ। ବାଂଲାଦେଶ ମୁଖ୍ୟ ୟୁନୁସଙ୍କ ଭାରତ ବିରୋଧୀ ବୟାନ ପରେ ଭାରତ ନେଇଛି ବଡ଼ ପଦକ୍ଷେପ। କୁହାଯାଉଛି ପାକିସ୍ତାନ ପରେ ଏବେ ବାଂଲାଦେଶ ପାଳି। ହଁ ପହଲଗାମ ଆତଙ୍କୀ ଆକ୍ରମଣ ପରେ…