Browsing Category

ଦେଶ

ବିଧାନସଭାରେ ତାଣ୍ଡବ: ବିଧାୟକଙ୍କୁ ମାଡ଼, ବୁହାହେଲେ ଷ୍ଟ୍ରେଚରରେ

ପାଟନା, ୨୪ା୩: ବିହାର ବିଧାନସଭା ପାଲଟିଛି ରଣକ୍ଷେତ୍ର । ବିଧାନସଭା ଗୃହ ଭିତରେ ଜଣେ ବିଧାୟକଙ୍କୁ ମାଡ଼ ମରାଯାଇଛି । ପୋଲିସ ଆରଜେଡି ବିଧାୟକ ସତୀସ କୁମାରଙ୍କୁ ପ୍ରବଳ ପିଟିଛି । ଫଳରେ ଆହତ ବିଧାୟକଙ୍କୁ ଷ୍ଟ୍ରେଚରରେ…

ଜଷ୍ଟିସ୍ ଏନଭି ରମଣ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ, ୨୪ା୩: ଜଷ୍ଟିସ୍ ଏନଭି ରମଣ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେ । ବରିଷ୍ଠତା ଭିତ୍ତିରେ ନିଯୁକ୍ତି…

ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ନେଇ ଆସିଲା ସରକାରୀ ଗାଇଡଲାଇନ୍, ଜାଣନ୍ତୁ କେବେ

ହାଇଦ୍ରାବାଦ, ୨୪ା୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ତେଲେଙ୍ଗାନା ସରକାର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜିଠାରୁ ବନ୍ଦ ଘୋଷଣା କରିଛନ୍ତି । ତେବେ ଅନଲାଇନ୍…

ବଢ଼ିଲା କରୋନା: ୨୭୫ ମୃତ, ୪୭ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୪ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୪୪୧କୁ ବୃଦ୍ଧି…

ରାଜ୍ୟ ସରକାର ଲାଗୁ କଲେ କଠୋର ଆଇନ୍: ଏଣିକି ସର୍ବସାଧାରଣରେ ଧୂମପାନ କଲେ ଦେବେ ୫ ଗୁଣା ଅଧିକ ଜରିମାନା

ରାଞ୍ଚି, ୨୪ା୩: ଚଳିତ ବଜେଟ ଅଧିବେଶରେ ଝାଡ଼ଖଣ୍ଡ ସରକାର ଧୂମପାନ ଉପରେ ଏକ ବିଲ୍ ପାସ କରିଛନ୍ତି । ଏଣିକି ସର୍ବସାଧାରଣରେ ଛେପ ପକାଇଲେ କିମ୍ବା ଧୂମପାନ କଲେ ୫ ଗୁଣା ଅଧିକ ଜରିମାନା ଦେବାକୁ ପଡ଼ିବ । ପୂର୍ବରୁ ଏହି…

କରୋନା ସଂକ୍ରମଣ ବୃଦ୍ଧି ନେଇ ସରକାରଙ୍କର ଆଉ ଏକ ନିଷ୍ପତ୍ତି: ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ, ୨୪ା୩: ଦିନକୁ ଦିନ କରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ…

ଶରୀର ସାରା ଲେଖା ହୋଇଛି ରାମ ନାମ, କିନ୍ତୁ ବାସ୍ତବରେ ଏମାନେ ସଇତାନ, ଜାଣନ୍ତୁ କେମିତି

ଆମ ସମାଜରେ ଭିନ୍ନ ଭିନ୍ନ ସ୍ୱଭାବର ଲୋକ ଦେଖିବାକୁ ମିଳିଥାନ୍ତି । କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଉପରକୁ ଅମୃତ ସମାନ ଜଣାପଡ଼ୁଥିଲେ ମଧ୍ୟ ପ୍ରକୃତରେ ସେମାନେ ବିଷ ପରି ହୋଇଥାନ୍ତି । ଛତିଶଗଡ଼ରେ ଏପରି ଏକ…