Browsing Category

ଦେଶ

ସିକ୍କିମ ସୀମାରେ ଭାରତ-ଚୀନ୍ ସଂଘର୍ଷ

ସିକ୍କିମ,୨୫ ।୧: ପୁଣି ସୀମାରେ ଭାରତ ଓ ଚୀନ ସେନା ହାତାହାତି । ଉତ୍ତର ସିକ୍କିମର ନକୁ ଲା’ରେ ଦୁଇ ଦେଶର ସେନା ହାତାହାତି ହୋଇଛନ୍ତି । ଦୁଇ ଦେଶର ଯବାନଙ୍କ ମଧ୍ୟରେ ବଡ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ହାତାହାତି…

ଦେଶରେ ଦିନକରେ ୧୩୧ ମୃତ, ୧୩ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୫ା୧: ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୪୭୦କୁ ବୃଦ୍ଧି…

ଭୁଲ୍ ଇଞ୍ଜେକସନ୍ ନେଲା ଜୀବନ: ମା ଓ ଶିଶୁ ମୃତ

କରୌଲି, ୨୪ା୧: ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ୍ ଫଳରେ ଜଣେ ମା ଓ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ଉକ୍ତ ହସ୍ପିଟାଲରେ ମହିଳାଙ୍କ ସମ୍ପର୍କୀୟମାନେ ଶବ ବ୍ୟବଚ୍ଛେଦ କରିବାକୁ ଦାବି କରିବା ସହ ସମ୍ପୃକ୍ତ…

ଦିଲ୍ଲୀରେ ଚାଷୀଙ୍କୁ ଟ୍ରାକ୍ଟର ରାଲି ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ, ୨୪ା୧: କୃଷି ଆଇନ ବିରୋଧରେ ଚାଷୀମାନେ ଆସନ୍ତା ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ରାଲି ଦ୍ୱାରା ସାଧାରଣତନ୍ତ୍ର ଦିବସ ସମାରୋହରେ ବାଧା…

ସରକାରୀ ଅଫିସରଙ୍କୁ ଧମକ: ୧୦ କୋଟି ନଦେଲେ ଭାଇରାଲ୍ ହେବ ଫଟୋ

ଗାଜିଆବାଦ, ୨୪ା୧: ଜଣେ ସରକାରୀ ଅଫିସରଙ୍କୁ ୧୦ କୋଟି ଟଙ୍କା ଦେବା ପାଇଁ ଧମକ ଦେଇଛନ୍ତି ଜଣେ ଠକ । ଏନେଇ ଅଫିସର ଜଣଙ୍କୁ ପୋଲିସରେ ଏକ ମାମଲା ଦାୟର କରିଛନ୍ତି । ତେବେ ହ୍ୟାକର ଜଣକ ଅଫିସରଙ୍କର ବ୍ୟକ୍ତିଗତ ଫଟୋ ସହ…