Browsing Category

ଦେଶ

(Video) ସ୍ୱାମୀ-ସ୍ତ୍ରୀ ଲଢେଇ; ସ୍ତ୍ରୀ ଗୋଟିଏ ଆସନରେ ଶାସକ ଦଳରୁ ପ୍ରାର୍ଥୀ ହେଲେ, ସ୍ୱାମୀ ତାଙ୍କ ବିରୋଧରେ ଠିଆହେଲେ

କୋଲକାତା: ରାଜନୀତି ମୈଦାନରେ ସ୍ୱାମୀ-ସ୍ତ୍ରୀ ଟକ୍କର । ସ୍ୱାମୀ ବିରୋଧରେ ଲଢିବେ ସ୍ତ୍ରୀ । ସ୍ତ୍ରୀ ଗୋଟିଏ ଆସନରେ ଶାସକ ଦଳରୁ ପ୍ରାର୍ଥୀ ହେଲେ । ସମାନ ଆସନରେ ସ୍ୱାମୀ ତାଙ୍କ ବିରୋଧରେ ଠିଆହେଲେ । ରାଜନୀତି ମୈଦାନରେ…

ଖୁସି ଖବର; ଆଜିଠୁ କମିଲା ପେଟ୍ରୋଲ-ଡିଜେଲ ଦର: ଲିଟର ପିଛା ଏତିକି ଟଙ୍କା ଶସ୍ତାରେ ପାଇବେ ଗ୍ରାହକ

ଭୁବନେଶ୍ୱର: ଆଜିଠାରୁ ସାରା ଦେଶରେ ପେଟ୍ରୋଲ-ଡିଜେଲ ଦରରେ ହ୍ରାସ ହୋଇଛି । ଲିଟର ପିଛା ୨ ଟଙ୍କା ଲେଖାଏଁ ଶସ୍ତାରେ ପେଟ୍ରୋଲ-ଡିଜେଲ ପାଇବେ ଦେଶବାସୀ । ଆଜି ସକାଳ ୬ଟାରୁ ଏହି ନୂଆ ଦର ଲାଗୁ କରାଯାଇଛି । ଗତକାଲି…

ନୂଆ କାର୍ କିଣିବାକୁ ଚାହୁଁଛନ୍ତି କି? ବ୍ୟାଙ୍କ ଅଫ ବରୋଦା ଦେଉଛି ଶସ୍ତା କାର୍ ଲୋନ୍

ନୂଆଦିଲ୍ଲୀ: ଯଦି ଆପଣ ମାର୍ଚ୍ଚ ମାସ ଶେଷ ପୂର୍ବରୁ ନୂଆ କାର୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ମାର୍ଚ୍ଚ ମାସ ଶେଷ ହେବା ପୂର୍ବରୁ କାର୍ କିଣିବାର ଏକ ବମ୍ପର…

ଆସନ୍ତାକାଲି Paytm ପେମେଣ୍ଟସ୍ ବ୍ୟାଙ୍କର ଶେଷ ସମୟସୀମା: ଏହି ସବୁ ସେବାଗୁଡିକ ହୋଇଯିବ ବନ୍ଦ

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍ (PPBL) ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ ପେଟିଏମର ଅନେକ ସେବା ୧୫ ମାର୍ଚ୍ଚ ୨୦୨୪ ପରେ ବନ୍ଦ ହୋଇଯିବ।…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ପେଟ୍ରୋଲ-ଡିଜେଲ ଦାମ୍ ୨ ଟଙ୍କା ଶସ୍ତା ହେଲା

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ତା’ ପୂର୍ବରୁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ-ଡିଜେଲ ଦରରେ ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି…

SBI ଦ୍ୱାରା ପ୍ରଦାନ କରାଯାଇଥିବା ଇଲେକ୍ଟୋରାଲ ବଣ୍ଡ ଡାଟାକୁ ସାର୍ବଜନିକ କଲେ ନିର୍ବାଚନ ଆୟୋଗ: ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଦ୍ୱାରା ପ୍ରଦାନ କରାଯାଇଥିବା ଇଲେକ୍ଟୋରାଲ ବଣ୍ଡ ଡାଟାକୁ ସାର୍ବଜନିକ କରିଛନ୍ତି ନିର୍ବାଚନ ଆୟୋଗ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସବିଆଇ ପକ୍ଷରୁ ଏହି ତଥ୍ୟକୁ…

ମମତା ବାନାର୍ଜୀଙ୍କ ମୁଣ୍ଡରେ ଲାଗିଲା ଶକ୍ତ ଆଘାତ: କୋଲକତା ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଆସିଛି ଏକ ବଡ଼ ଖବର । ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ତାଙ୍କ ମୁଣ୍ଡରୁ ରକ୍ତ ଝରୁଥିଲା । ତେଣୁ ଚିକିତ୍ସା ପାଇଁ ତାଙ୍କୁ କୋଲକତା…

ଜନତାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି: ପେଟ୍ରୋଲ- ଡିଜେଲ ଦର ୫ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ସାଧାରଣ ଜନତା ତୈଳ ଦର ବୃଦ୍ଧିକୁ ନେଇ ଛଟପଟ ହେଉଛନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ତୈଳର ମହଙ୍ଗା ମାଡ଼ରୁ ଜନତାଙ୍କୁ ମିଳିଛି ଆଶ୍ୱସ୍ତି । ପେଟ୍ରୋଲ- ଡିଜେଲ ଦର ୫ ଟଙ୍କା…

୨୬ ବର୍ଷ ଚାକିରି କାଳ ଭିତରେ ନେଇଛନ୍ତି ମାତ୍ର ଗୋଟିଏ ଛୁଟି, ଜାଣନ୍ତୁ ଏହି ବ୍ୟକ୍ତିଙ୍କ ବିଷୟରେ କିଛି ଖାସ୍ କଥା

ଓଡ଼ିଶା ଭାସ୍କର: ସରକାରୀ ଚାକିରି ହେଉ କିମ୍ବା ବେସରକାରୀ ଚାକିରି, ଛୁଟି ସମସ୍ତଙ୍କର ନିହାତି ଦରକାର। ଏଥିପାଇଁ ବିଭିନ୍ନ ପ୍ରକାରର ଛୁଟି ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ସାଧାରଣତଃ ରବିବାର ଓ ବିଭିନ୍ନ…

ଜାରି ହେଲା ନୋଟିଫିକେସନ: ଜ୍ଞାନେଶ କୁମାର ଓ ଏସ.ଏସ ସନ୍ଧୁ ନୂଆ ନିର୍ବାଚନ କମିଶନର ନିଯୁକ୍ତ

ନୂଆଦିଲ୍ଲୀ: ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ଗତ କିଛିଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସନ୍ଧୁଙ୍କୁ ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି…