Browsing Category

ଦେଶ

ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକାକୁ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି(CEC) ବୈଠକ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଦଳୀୟ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ରୀୟ ନିର୍ବାଚନ କମିଟର ଦ୍ୱିତୀୟ ବୈଠକ ସନ୍ଧ୍ୟା ୬ଟାରୁ ଆରମ୍ଭ…

Dwarka Expressway ଲୋକର୍ପଣ କରିବେ PM ମୋଦୀ: ଦିଲ୍ଲୀବାସୀଙ୍କ ପାଇଁ ବଡ଼ ଉପହାର

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ଉପହାର ଭେଟି ଦେବାକୁ ଯାଉଛନ୍ତି । ଆଜି ଦ୍ୱାରକା ଏକ୍ସପ୍ରେସୱେର ଏକ ଅଂଶକୁ ଲୋକର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ…

ISRO ଲେଖିବ ନୂଆ ଇତିହାସ: ଚନ୍ଦ୍ରଯାନ ପରେ ପ୍ରସ୍ତୁତ ହେଲାଣି ‘ସମୁଦ୍ରଯାନ’

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପହଞ୍ଚି ସାରା ଦେଶକୁ ଏକ ଐତିହାସିକ ମୁହୂର୍ତ୍ତ । ଇସ୍ରୋର ଏହି ସଫଳତାକୁ ସାରା ବିଶ୍ୱରେ ପ୍ରଶଂସା ମଧ୍ୟ କରାଯାଇଛି । ଏହାପରେ ଇସ୍ରୋ ଏବେ ଆଉ କତିଛି ବଡ଼ ସଫଳତାକୁ ଆଶା…

JIO ଦେଉଛି ଦମଦାର ଅଫର, ତୁରନ୍ତ ରିଚାର୍ଜ କରି ଉଠାନ୍ତୁ ଏହାର ଫାଇଦା

Reliance Plan: ଦେଶର ନଂ୧ ଟେଲିକମ୍ କମ୍ପାନୀ ହେଉଛି ରିଲାଏନ୍ସ ଜିଓ । ଯାହାର ୪୬ କୋଟିରୁ ଅଧିକ ୟୁଜରବେସ୍ ରହିଛି । ତେବେ ଜିଓ ପକ୍ଷରୁ ଲଗାତର ପ୍ରଦାନ କରାଯାଉଥିବା ଶସ୍ତା ଓ ଫାଇଦାବାଲା ପ୍ଲାନ କାରଣରୁ ଏହାର…

ନିର୍ବାଚନ ପୂର୍ବରୁ ଉଦ୍ଧବଙ୍କ ହାତ ଛାଡ଼ିଲେ ଆଉ ଜଣେ ବିଧାୟକ: ଶିନ୍ଦେ ଗ୍ରୁପରେ ସାମିଲ ହେଲେ ରବିନ୍ଦ୍ର ବାୟକର

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ତା’ ପୂର୍ବରୁ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କୁ ଲାଗିଛି ପୁଣି ଏକ ଝଟକା । ପୁଣି ଜଣେ ବିଧାୟକ ତାଙ୍କ ହାତ ଛାଡ଼ିଛନ୍ତି । ବିଧାୟକ ରବିନ୍ଦ୍ର ବାୟକର ଆଜି…

ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିବାକୁ ଚାହୁଁଥିଲା ଋଷ: ମୋଦୀଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି ବଦଳାଇଥିଲେ ପୁଟିନ- ରିପୋର୍ଟ

ନୂଆଦିଲ୍ଲୀ: ୨୦୨୨ ମସିହା ଶେଷ ଆଡ଼କୁ ୟୁକ୍ରେନ ଉପରେ ଋଷର ପରମାଣୁ ଆକ୍ରମଣର ଆଶଙ୍କା ରହିଥିଲା । ସେଥିପାଇଁ ଆମେରିକା ବେଶ୍ ଚିନ୍ତିତ ରହିବା ସହ ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ମନ ପରିବର୍ତ୍ତନ କରିବା ପାଇଁ…

ଡ୍ରଗ୍ସ ସିଣ୍ଡିକେଟ ତାରରେ ପୁଣି ଯୋଡି ହେଲା ବଲିଉଡ଼-ଟଲିଉଡ଼, ଏନସିବି ଦ୍ୱାରା ଗିରଫ ହେଲେ ତମିଲ ଫିଲ୍ମର ନିର୍ଦ୍ଦେଶକ ଜାଫର ସାଦିକ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଡ୍ରଗ୍ ସିଣ୍ଡିକେଟ୍ ଚଳାଇବା ପାଇଁ ତାମିଲ ଚଳଚ୍ଚିତ୍ର ନିର୍ମାତା ଜାଫର ସାଦିକଙ୍କୁ ଏନସିବି ଗିରଫ କରିଛି। ଦିଲ୍ଲୀର ସ୍ପେଶାଲ ସେଲ ସହାୟତାରେ ତାଙ୍କୁ ଗିରଫ କରାଯାଇଥିଲା। ଜାଫର ସାଦିକଙ୍କ…

(Video)ବିଶାଖାପାଟଣାରୁ ଭବାନୀପାଟଣା ଆସୁଥିବା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ

ରାୟଗଡା: ପୁଣି ଆଉ ଏକ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ। ବିଶାଖାପାଟଣାରୁ ଭବାନୀପାଟଣା ଆସୁଥିବା ଏକ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। କତବାଲାସା ନିକଟରେ ଉକ୍ତ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ତେବେ…

ଅଫର ଶୁଣିଲେ ସ୍ୱପ୍ନ ପରି ଲାଗୁଛି… ଗୋଟିଏ ଦିନର ଇଣ୍ଟରଶିପ୍ ପାଇଁ ୩ ଲକ୍ଷ ଟଙ୍କା ଦେବ ଭାରତୀୟ କମ୍ପାନୀ!

ନୂଆଦିଲ୍ଲୀ: ଆଜିକାଲି ଅନେକ ବଡ଼ ବଡ଼ କମ୍ପାନୀ ପକ୍ଷରୁ ଇଣ୍ଟର୍ଣ୍ଣଶିପ ସୁବିଧା ପ୍ରଦାନ କରାଯାଉଛି । ତେବେ ଇଣ୍ଟର୍ଣ୍ଣଶିପରେ ପ୍ରାର୍ଥୀଙ୍କୁ କମ୍ ପ୍ରାପ୍ୟ ମିଳୁଥିବା ବେଳେ ରେଗୁଲାର ଜବରେ ଅଧିକ ବେତନ ମିଳିଥାଏ । ତେବେ…

Virtual Water Diplomacy କ’ଣ? ଏହା ଦେଶର ପାଣି ସମସ୍ୟାକୁ କିପରି କରିବ ସମାଧାନ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ଦେଶର ଅନେକ ରାଜ୍ୟରେ ପାଣିର ସମସ୍ୟା ଦେଖାଯାଉଛି । ଏଥର ଖରା ହେବା ପୂର୍ବରୁ କର୍ଣ୍ଣାଟକ ରାଜ୍ୟରେ କୂଅ ଶୁଖିଯାଇଛି । ପାଣିର ସମସ୍ୟା ପ୍ରତି ବର୍ଷ ଦେଶର କୋଟି କୋଟି ଲୋକଙ୍କୁ ପ୍ରଭାବିତ…