fbpx
Browsing Category

ଦେଶ

(VIDEO) ଅଯୋଧ୍ୟା ରାମ ମନ୍ଦିରରେ ବୈଜୟନ୍ତୀ ମାଲାଙ୍କ ନୃତ୍ୟକଳା, ୯୦ ବର୍ଷ ବୟସରେ ଦର୍ଶକଙ୍କୁ କଲେ ବିଭୋର

ଲକ୍ଷ୍ନୌ: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଥିଲା । ଏହା ପରେ ଜାନୁଆରୀ ୨୭ରୁ ନିୟମିତ ଭାବେ ରାମ ଲଲାଙ୍କ ‘ରାଗ ସେବା’ ଜାରି ରହିଛି । ଏହା ୪୫ ଦିନ ପର୍ଯ୍ୟନ୍ତ…

କାଶୀ ବିଶ୍ୱନାଥ ମନ୍ଦିରର ୨ କିମି ପରିସର ମଧ୍ୟରେ ମଦ ମାଂସ ବିକ୍ରି ଉପରେ ବ୍ୟାନ୍‌, ପ୍ରସ୍ତାବ ଉପରେ ଲାଗିଲା ମୋହର

ବାରାଣାସୀ: ଭାରତର ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ଅନ୍ୟତମ କାଶୀ ବିଶ୍ୱନାଥ ମନ୍ଦିର । ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ ପାଇଁ କାଶୀ ବିଶ୍ୱନାଥ ଆସିଥାନ୍ତି । ଏଥିମଧ୍ୟରେ ମନ୍ଦିର ସହ ଜଡ଼ିତ ଏକ ବଡ଼ ଖବର…

ରାଜନୀତିରୁ ବିଦାୟ ନେବେ ଗୌତମ; ‘ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେଲେ କ୍ରିକେଟ ଉପରେ ଧ୍ୟାନ ଦେବି’

ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଲୋକସଭା ନିର୍ବାଚନ ନଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। "ମୁଁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ…

ବିଜେଡିରୁ ଇସ୍ତଫା ଦେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି: ଆସନ୍ତାକାଲି ବିଜେପିରେ ଯୋଗଦେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଅଛି । ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ରାଜନୈତିକ ଦଳମାନେ ସେନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।…

ଶାହାଜାହାନ ଶେଖ ଗିରଫ ହେବା ପରେ ୨ ପୋଲିସ ଅଧିକାରୀଙ୍କୁ ପଦରୁ ହଟାଇ ଦେଲେ ମମତା ସରକାର

କୋଲକାତା: ସନ୍ଦେଶଖାଲି ଅତ୍ୟାଚାର ଓ ଜମି ଜବରଦଖଲ ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାଁଗିରଫ ହେବା ପରେ ମମତା ବାନାର୍ଜୀ ସରକାର ଶୁକ୍ରବାର ବଶିରହାଟ ପୋଲିସ ଜିଲ୍ଲାରୁ ଦୁଇ ଜଣ ଅଧିକାରୀଙ୍କୁ ହଟାଇ ଦେଇଛନ୍ତି।…

‘ରାଜନୀତିରେ ପ୍ରବେଶ କରିବାର କୌଣସି ଇଚ୍ଛା ନାହିଁ’, ସ୍ପଷ୍ଟିକରଣ ଦେଲେ ଯୁବରାଜ ସିଂହ

ନୂଆଦିଲ୍ଲୀ: କ୍ରିକେଟ ଦୁନିଆର ଭେଟେରାନ ଅଲରାଉଣ୍ଡର ଯୁବରାଜ ସିଂହ । ରାଜନୈତିକ ପିଚରେ ନୂଆ ଇନିଂସ ଖେଳିବେ କି ଯୁବରାଜ ? ଏହାକୁ ନେଇ ଲାଗିରହିଛି ବିଭିନ୍ନ କଳ୍ପନା ଜଳ୍ପନା । ସେ ପଞ୍ଜାବର ଗୁରଦାସପୁରରୁ ନିର୍ବାଚନ…

ନିର୍ବାଚନ ପୂର୍ବରୁ ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ମାଓବାଦୀ

ରାୟପୁର : ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ନିର୍ମମ ହତ୍ୟା । ମୃତକ ତିରୁପତି…

ମଲ୍ଲିକାର୍ଜୁନ ଖଡଗେ-ଜୟରାମ ରମେଶଙ୍କୁ ନୋଟିସ୍ ପଠାଇଲେ ନୀତୀନ ଗଡ଼କରି, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କୁ ଲିଗାଲ ନୋଟିସ୍ ପଠାଇଛନ୍ତି। କଂଗ୍ରେସର ଅଫିସିଆଲ ଏକ୍ସ ଆକାଉଣ୍ଟରୁ ତାଙ୍କ ବିଷୟରେ…

ଆଜି ଓଡ଼ିଶା ଗସ୍ତର ଚତୁର୍ଥ ଦିନ, ସନ୍ଥକବି ଭୀମଭୋଇଙ୍କ ସ୍ମୃତି ପୀଠ ପରିଦର୍ଶନ କରିବେ ରାଷ୍ଟ୍ରପତି

ଓଡ଼ିଶା ଭାସ୍କର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଚତୁର୍ଥ ଅର୍ଥାତ ଶେଷ ଦିନ । ଆଜି ମହାମହିମଙ୍କ ସମ୍ବଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁରର ମିନି ଷ୍ଟାଡ଼ିୟମରେ ମହିମା…

(Video) ସିନେ ଜଗତରୁ ବିଦାୟ ନେବେ ଖିଲାଡ଼ି ଷ୍ଟାର? ଏହି କାରଣ ପାଇଁ ଅଭିନୟ ଛାଡ଼ିପାରନ୍ତି ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ଫ୍ୟାନ୍ସଙ୍କ ପାଇଁ ରହିଛି ଏକ ଖରାପ ଖବର । କାରଣ ଅଭିନୟ ଛାଡିବାକୁ ଯାଉଛନ୍ତି ଖିଲାଡି କୁମାର ଅକ୍ଷୟ । ସୋସିଆଲ ମିଡିଆରେ ଏବେ ଏମିତି କିଛି କଥା ଜୋରଦାର ଚର୍ଚ୍ଚା…