fbpx
Browsing Category

ଦେଶ

ପଦରୁ ଇସ୍ତଫା ଦେଲେ ନୀତିଶ କୁମାର: ବିହାର ରାଜନୀତିରେ ଯୋଡ଼ି ହେବ କି ନୂଆ କାହାଣୀ?

ବିହାର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଘରେ ବିଧାୟକ ଦଳର ବୈଠକ ସରିବା ପରେ ବିହାର ରାଜନୀତିରେ ବଡ଼ ଧରଣର ହଟଚମଟ ଦେଖିବାକୁ ମିଳିଛି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପ୍ରଦାନ କରିଛନ୍ତି ବିହାର…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତିଶ କୁମାର: ବିଧାୟକ ଦଳ ବୈଠକରେ ବଡ଼ ଘୋଷଣା

ପାଟନା: ବିହାର ରାଜନୀତି ଏବେ ଖୁବ ସରଗରମ ହୋଇ ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ନେଇ ସାରା ରାଜ୍ୟରେ ହଟଚମଟ ଜାରି ରହିଛି । ରାଜନୀତିର ଆଗାମୀ ଯୋଜନାକୁ ନେଇ ଏବେ ଏକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଛି ।…

ରେଡିଓ ମେଳାରେ Mega RJ Hunt: ରେଡିଓରେ କ୍ୟାରିୟର ପାଇଁ ‘ଆଉଟରିଚ’ର ବଡ ପ୍ଲାଟଫର୍ମ

ଭୁବନେଶ୍ୱର: ଫେବୃଆରୀ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ ଦଶମ ଆନ୍ତର୍ଜାତୀୟ ରେଡିଓ ମେଳା । ଦେଶର ଏକମାତ୍ର ରେଡିଓ ମେଳା ଦର୍ଶମ ବର୍ଷରେ ପାଦ ଦେଇଥିବାରୁ କିଛି ନୂଆ ପ୍ରୟାସ କରିଛି ଆୟୋଜକ ସଂସ୍ଥା ଆଉଟରିଚ । ଏଥର…

(Video) ମନ୍ଦିରରେ ଭୁଷୁଡିଲା ଷ୍ଟେଜ, ଜଣେ ମହିଳା ମୃତ, ୧୭ ଆହତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଥିବା କାଳକାଜୀ ମନ୍ଦିରରେ ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏଠାରେ ଜାଗରଣ ସମୟରେ ଷ୍ଟେଜ ଭାଙ୍ଗିଯିବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ।…

(Video) ଏପଟେ ଟେକ୍ସଟ କଲେ ଅନ୍ୟପଟେ ପ୍ରସ୍ତୁତ ହୋଇଯିବ ଭିଡିଓ, Google ଆଣିଲା ଏପରି ଫିଚର ଦେଖିଲେ ହେବନି ବିଶ୍ୱାସ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ୨୦୨୩ ବର୍ଷ ଆରମ୍ଭରୁ ହିଁ ବଜାରରେ ପ୍ରଚଳନ ହୋଇଥିଲା । ବର୍ଷ ସାରା ଅନେକ ଟୁଲ୍ସ ଏବଂ ପ୍ରୋଜେକ୍ଟ ସାମ୍ନାକୁ ଆସିଛି । ଗୁଗୁଲ ଏବଂ ମାଇକ୍ରୋସଫ୍ଟ ପରି ବହୁ ବଡ଼ କମ୍ପାନୀମାନ…

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ସକାଳ ୧୧ଟାରେ ମନ କଥା କହିବେ ପ୍ରଧାନମନ୍ତ୍ରୀ । ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମର ୧୦୯ତମ ସଂସ୍କରଣ । ଏହି କାର୍ଯ୍ୟକ୍ରମକୁ…

ଭାରତ ଇତିହାସରେ ଥରେ ମାତ୍ର ହୋଇଛି ‘Black Budget’… ଜାଣନ୍ତୁ କାହିଁକି ହୋଇଥିଲା ଏପରି ସ୍ଥିତି

ନୂଆଦିଲ୍ଲୀ: ୧୯୭୩-୭୪ର ବଜେଟ ଭାରତ ଇତିହାସର ଏକ ସ୍ୱତନ୍ତ୍ର ଏବଂ ନିରାଶଜନକ ବଜେଟ ବୋଲି ଗଣାଯାଏ । ଭାରତ ସରକାର ଉପସ୍ଥାପନ କରିଥିବା ଏହି ବଜେଟକୁ ଭାରତ ଇତିହାସର 'ବ୍ଲାକ ବଜେଟ' ବୋଲି ମଧ୍ୟ କୁହାଯାଏ । ଏଥିପାଇଁ ଅନେକ…

ମଦ ପାଇଁ ମିଳିଲାନି ଟଙ୍କା, ଗୁଳି କରି ପୁଅକୁ ହତ୍ୟା କଲା ମଦ୍ୟପ ବାପା

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଯେତେବେଳେ ଜଣେ ମଦ୍ୟପ ପିତା ମଦ କିଣିବାକୁ ଟଙ୍କା ପାଇନଥିଲେ, ସେତେବେଳେ ଏହି ୫୮ ବର୍ଷ ବୟସ୍କ ବ୍ୟକ୍ତି ନିଜର ୩୫ ବର୍ଷର ପୁଅକୁ…

Yes ବ୍ୟାଙ୍କର ଲାଭ ୬ ଗୁଣ ବଢି ୨୩୧ କୋଟିରେ ପହଞ୍ଚିଲା, ଏବେ ସେୟାରର ଟାର୍ଗେଟ ପ୍ରାଇସ ବଢାଇ ଏତିକି କରିଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟ ମାସିକରେ Yes ବ୍ୟାଙ୍କର ନିଟ୍ ଲାଭ ୨୩୧ କୋଟି ଟଙ୍କା ରହିଛି ବୋଲି ଶନିବାର ଦିନ ବ୍ୟାଙ୍କ ଏହି ସୂଚନା ଦେଇଛି। ଗତ ଆର୍ଥିକ ବର୍ଷର ସମାନ ତ୍ରୟ ମାସରେ ମୁମ୍ବାଇର ଘରୋଇ…

(Video) ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରୁ ଉଡି ଆସିଲେ ଜଟାୟୁ! ଓଡ଼ିଶାରେ ଦେଖାଗଲା ବଂଶଜ

ଓଡ଼ିଶା ଭାସ୍କର: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ସାରା ଦେଶରେ ରାମଭକ୍ତିରେ ମଜିଯାଇଛି । ତେବେ ଅଯୋଧ୍ୟା ନଗରୀରେ ରାମଲାଲାଙ୍କ ଦିବ୍ୟ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଶେଷ ହୋଇଥିବା ବେଳେ ଓଡିଶାରେ ଗୋଟିଏ…