fbpx
Browsing Category

ଦେଶ

ସ୍କୁଲରେ ଏବେ କ୍ରିମ୍, ପାଉଡର, ନେଲପଲିସ୍ ଓ ମିନିସ୍କର୍ଟ ବ୍ୟାନ୍: ଛାତ୍ରୀମାନଙ୍କୁ କାହିଁକି ବାନ୍ଧିବାକୁ ପଡ଼ିବ ୨ ପଟ ଚୁଟି ?

କଂଗ୍ରେସ ସରକାର ହିମାଚଳ ପ୍ରଦେଶର ସରକାରୀ ବିଦ୍ୟାଳୟଗୁଡ଼ିକର ନୂଆ ଏକାଡେମିକ୍ ଅଧିବେଶନ ପାଇଁ ଡ୍ରେସ୍ କୋଡ୍ ସ୍ଥିର କରିଛନ୍ତି । ନୂଆ ଆଦେଶ ଅନୁଯାୟୀ, ବର୍ତ୍ତମାନ ଛାତ୍ରୀମାନେ ମିନି ସ୍କର୍ଟ ପିନ୍ଧି ସ୍କୁଲକୁ ଆସିବେ…

୧୮ ହଜାର କୋଟିରେ ପ୍ରସ୍ତୁତ ‘ଅଟଳ ସେତୁ’: ଆଜି ପ୍ରଧାନମନ୍ତ୍ରୀ ମୋଦୀ କରିବେ ଉଦଘାଟନ

ମୁମ୍ବାଇ: ଆଜି ଲୋକାର୍ପିତ ହେବାକୁ ଯାଉଛି ଭାରତର ସର୍ବବୃହତ ସାମୁଦ୍ରିକ ସେତୁ । ୨୨ କିଲୋମିଟର ଦୂରତାର ଏହି ‘ଅଟଳ ସେତୁ’କୁ ଆଜି ଦେଶବାସୀଙ୍କ ପାଇଁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବ୍ରିଜ…

UN ପକ୍ଷରୁ ଘୋଷଣା: ଭାରତର ଶତ୍ରୁ ଆତଙ୍କବାଦୀ ହାଫିଜ ଅବଦୁଲ ସଲାମର ମୃତ୍ୟୁ, ୨୬/୧୧ ମୁମ୍ବାଇ ଆକ୍ରମଣକାରୀଙ୍କୁ ଦେଇଥିଲା ଟ୍ରେନିଂ

ନୂଆଦିଲ୍ଲୀ: ପୁଣି ଭାରତର ଆଉ ଏକ ଶତ୍ରୁ ନିପାତ ହୋଇଛି । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ଡେପୁଟିର ମୃତ୍ୟୁ ଘଟିଛି । ଲସ୍କର-ଇ-ତୋଏବା (ଏଲଇଟି) ଆତଙ୍କବାଦୀ ଅବଦୁଲ ସଲାମ ଭୁଟ୍ଟାଭିର ମୃତ୍ୟୁ…

(Video) ଗୋଟିଏ ଗୋଡ଼ ନାହିଁ, ଭକ୍ତି ବଳରେ ରାମ ମନ୍ଦିରକୁ ଯାତ୍ରା: ସାଇକେଲ ଚଳାଇ ଆସୁଛନ୍ତି ଭକ୍ତ ସୌମିକ

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ପ୍ରଭୁ ଶ୍ରରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଅନେକ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ…

ବଢ଼ିଲା ଭାରତୀୟ ପାସପୋର୍ଟର ଶକ୍ତି: ମାଳଦ୍ୱୀପ ସମେତ ୬୨ଟି ଦେଶକୁ ବିନା ଭିସାରେ ଯାଇପାରିବେ ଭାରତୀୟ ନାଗରିକ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଭାରତୀୟ ନାଗରିକମାନେ ମାଳଦ୍ୱୀପ ସମେତ ବିଶ୍ୱର ୬୨ଟି ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ । ଭାରତୀୟ ପାସପୋର୍ଟର ଶକ୍ତି ବୃଦ୍ଧି ପାଇଛି । ପାସପୋର୍ଟ ଇଣ୍ଡେକ୍ସରେ ଭାରତ ୮୦ତମ ସ୍ଥାନରେ ରହିଥିବା ବେଳେ…

(Video) ବାଗେଶ୍ୱର ବାବାଙ୍କୁ ମିଳିଲାନି ନିମନ୍ତ୍ରଣ; ‘ତଥାପି ମୁଁ ଯିବି ରାମ ଲଲାଙ୍କୁ ଦେଖିବାକୁ…’

ଓଡ଼ିଶା ଭାସ୍କର: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ବାଗେଶ୍ୱର ବାବାଙ୍କର ମନ ଦୁଃଖ । ମିଳିଲାନି ନିମନ୍ତ୍ରଣ ତଥାପି କହିଲେ ମୁଁ ଯିବି ରାମ ଲଲାଙ୍କୁ ଦେଖିବାକୁ । ମୋତେ କେହି ଅଟକାଇ ପାରିବେ ନାହିଁ । ମୋ ରାମଙ୍କୁ…

ଜାନୁଆରୀ ୨୨ରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ-କଲେଜ ବନ୍ଦ ଘୋଷଣା: ୟୁପି ପରେ ଛତିଶଗଡ଼ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବିଶ୍ୱବ୍ୟାପୀ କରାଇବା ଲକ୍ଷ୍ୟରେ କେନ୍ଦ୍ର…

ଦେଶର ୯ଟି ରାଜ୍ୟରେ ବିନା ଅନୁମତିରେ ପ୍ରବେଶ କରିପାରିବନି CBI: ଏଥିପାଇଁ ରାଜ୍ୟ ସରକାରଙ୍କ ‘General Consent’ ଆବଶ୍ୟକ

ନୂଆଦିଲ୍ଲୀ: ଅନେକ ସମୟରେ କୌଣସି ମାମଲାରେ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସିବିଆଇ, ଇଡି ପରି ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା ତରଫରୁ ବିଭିନ୍ନ ରାଜ୍ୟରେ ଯାଞ୍ଚ କରାଯାଇଥାଏ । ଏଭଳି ସ୍ଥିତିରେ ରାଜ୍ୟ ଓ…

ରାମ ମନ୍ଦିର ଧ୍ୱଜାରେ ଏହି ଗଛ କାହିଁକି? ଜାଣନ୍ତୁ କ’ଣ ରହିଛି ଏହାର ଧାର୍ମିକ ମହତ୍ତ୍ୱ, କିପରି ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନବନିର୍ମିତ ଶ୍ରୀରାମ ଭବ୍ୟ ମନ୍ଦିରକୁ ନେଇ ଏବେ ସାରା ଦେଶ ରାମମୟ ହୋଇଯାଇଛି । ‘ଜୟ ଶ୍ରୀରାମ’ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ଦେଶରେ ପ୍ରତିଟି ସ୍ଥାନ । ବର୍ତ୍ତମାନ ପ୍ରାଣ ପ୍ରତିଷ୍ଠା ଉତ୍ସବ…

ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ କାର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଏକ ବଡ଼ ଖବର । ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ସଭାପତି ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦକ୍ଷିଣ କଶ୍ମୀରର…