fbpx
Browsing Category

ଦେଶ

ପ୍ରଭୁ ରାମଙ୍କ ଆଖିରେ କଜଳ ଲଗାଇବେ ପ୍ରଧାନମନ୍ତ୍ରୀ ମୋଦୀ, ଅଯୋଧ୍ୟାରେ ୧୫ ଜାନୁଆରୀରୁ ଆରମ୍ଭ ହେବ ପ୍ରାଣ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ: ଅଯୋଧ୍ୟାକୁ ସଜାଯାଉଛି । ଚାରିଆଡେ ଶ୍ରୀରାମଙ୍କ ଜୟ-ଜୟକାର ଲାଗିରହିଛି । ତୋରଣ ଦ୍ୱାର ତିଆରି କରାଯାଉଛି ଏବଂ ପୁଷ୍ପବର୍ଷାର ମଧ୍ୟ ପ୍ରସ୍ତୁତ ହେଉଛି । ଦୀର୍ଘ ସମୟର ଅପେକ୍ଷା ବର୍ତ୍ତମାନ ସରିବାକୁ ଯାଉଛି ।…

କି ଅପୂର୍ବ ଦୃଶ୍ୟ! ଅଯୋଧ୍ୟାରେ ବରଫପାତ… ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବରଫରେ ଭରିଗଲା ଅଯୋଧ୍ୟା ରାମ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଦେଶବ୍ୟାପୀ ଶ୍ରଦ୍ଧାଳୁଙ୍କ ଖୁସି କହିଲେ ନ ସରେ । ଏହି ମହା ସମାରୋହ ପାଇଁ ପ୍ରସ୍ତୁତି…

ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରାରେ କଂଗ୍ରେସକୁ ଲୋକସଭା ନିର୍ବାଚନରେ ମିଳିବ କି ଫାଇଦା? ସର୍ଭେରୁ ଖୁଲାସା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୧୪ ଜାନୁଆରୀ ରୁ ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ମଣିପୁରରୁ ମୁମ୍ବାଇ ଯାଏଁ ଭାରତ ନ୍ୟାୟ ଯାତ୍ରା ହେବାର ବ୍ୟବସ୍ଥା ରହିଛି । ଏହି ଯାତ୍ରା ଏପରି ସମୟରେ ହେବ…

ରାମଲଲାଙ୍କ ପ୍ରାଣପ୍ରତିଷ୍ଠା: ଗର୍ଭଗୃହରେ ରହିବେ କେବଳ ୫ ଜଣ, ଜାଣନ୍ତୁ କିଏ କିଏ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ଏଭଳି ପରିସ୍ଥିତିରେ ପ୍ରାଣ ପ୍ରତିଷ୍ଠାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଯଦି ଉତ୍ସଗୁଡିକ…

ଜାପାନର ବୈଜ୍ଞାନିକଙ୍କ ରିପୋର୍ଟକୁ ନେଇ ଚାରିଆଡ଼େ ଚର୍ଚ୍ଚା: କରୋନା ଭାଇରସ ପ୍ରଭାବରେ ବିଶ୍ୱରେ ‘ହାର୍ଟ ଫେଲ୍’ ମାମଲା ଦ୍ରୁତ ଭାବେ ବଢ଼ିପାରେ

ନୂଆଦିଲ୍ଲୀ: ଗତ ୨୦୨୦ ମସିହାରେ କରୋନାର ଆଗମନ ପରେ ସାରା ବିଶ୍ୱର ସ୍ଥିତି ବହୁ ମାତ୍ରାରେ ବଦଳି ଯାଇଛି । କ୍ରମାଗତ ଭାବେ କୋଭିଡ-୧୯ର ଗୋଟିଏ ପରେ ଗୋଟିଏ ଘାତକ ଭାରିଆଣ୍ଟ ସାମ୍ନାକୁ ଆସୁଛି । ଚଳିତ ମାସରେ ପୁଣି ଥରେ…

ମୋ ଡ୍ୟୁଟି ସରିଲା, ମୁଁ ଚାଲିଲି… ଅଧାରୁ ଫ୍ଲାଇଟ ଛାଡ଼ିଲେ ପାଇଲଟ୍: ଫସିଗଲେ ୧୬୦୦ ଯାତ୍ରୀ

ନୂଆଦିଲ୍ଲୀ: ଫ୍ଲାଇଟରେ ଯିବା ଅନେକ ଲୋକଙ୍କ ପାଇଁ ଖୁସିର ମୁହୂର୍ତ୍ତ ହୋଇଥାଏ । ଫ୍ଲାଇଟର ପାଇଲଟଙ୍କ ଉପରେ ଭରସା କରି ଯାତ୍ରା କରିତାନ୍ତି ହଜାର ହଜାର ଯାତ୍ରୀ । କିନ୍ତୁ ଯାତ୍ରୀମାନଙ୍କ ଏହି ଭରସାକୁ ଏବେ ଭାଙ୍ଗି…

YSR କଂଗ୍ରେସ ପାର୍ଟିରେ ଯୋଗଦେଲେ ହେଲେ ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡ଼ୁ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ମାହୋଲ ସେହି ମାତ୍ରାରେ ଚଞ୍ଚଳଚଞ୍ଚଳ ହେବାରେ ଲାଗିଛି । ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ,…

କାମ କଲା ମୋଦୀଙ୍କ କୂଟନୀତି, ଭାରତ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ପୁଟିନ୍‌

ନୂଆଦିଲ୍ଲୀ: ଭାରତ ଓ ରୁଷ ମଧ୍ୟରେ ସଂପର୍କ ଏବେ ଚର୍ଚ୍ଚାରେ ରହିଛି । ଏହା ଏଇଥିପାଇଁ କି ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବେ ୫ ଦିନିଆ ରୁଷ ଗସ୍ତରେ ଅଛନ୍ତି । ଏହି କ୍ରମରେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଏପରି…

ମୁସଲମାନମାନେ କରିପାରିବେ ୪ଟି ବିବାହ: ତେବେ ପ୍ରଥମ ପତ୍ନୀଙ୍କ ସହ ସମ୍ପର୍କ କାଟିବାକୁ କାହିଁକି କହିଲେ ହାଇକୋର୍ଟ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: ଜଣେ ମୁସଲମାନ ମହିଳା ତାଙ୍କ ସ୍ୱାମୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିବା ପରେ ତିରୁନେଲଭେଲି ଫ୍ୟାମିଲି କୋର୍ଟ ବୈବାହିକ ସମ୍ପର୍କ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ବିରୋଧରେ…

ପୁଣି ମହାମାରୀ ହେଉଛି କରୋନା! ଗୋଟିଏ ଦିନରେ ୬ ଆକ୍ରାନ୍ତଙ୍କ ମୃତ୍ୟୁ, ୭୦୨ ନୂଆ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ଭୟଙ୍କର ରୂପ ନେଉଛି ମହାମାରୀ କରୋନା । ନୂଆ ଭାରିଆଣ୍ଟରେ ଶହ ଶହ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଇଁ ଏହା…