CHARIDHAM
Browsing Category

ଦେଶ

କ୍ଷୀର ବରାବରରେ ପହଞ୍ଚିଲା ଗୋବର ଦର, ବିଦେଶରେ ବଢୁଛି ଚାହିଦା, ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ଗାଈ ଗୋବରକୁ ସାଧାରଣତଃ ଭାରତରେ ଅଧିକ ଗୁରୁତ୍ୱ ଦିଆଯାଏ ନାହିଁ। ଏହା ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହୃତ ହୁଏ, କିନ୍ତୁ ଏହାକୁ ଏକ ଉତ୍ପାଦ ଭାବରେ କେହି ଦେଖନ୍ତି ନାହିଁ। ତେବେ ସମୟ ସହିତ ଜିନିଷ…

ଠାକୁର ବାଙ୍କେ ବିହାରୀଙ୍କ ମନ୍ଦିରକୁ ଫଟା ଜିନ୍ସ, ମିନି ସ୍କର୍ଟ ପିନ୍ଧି ଯାଇପାରିବେ ନାହିଁ ଶ୍ରଦ୍ଧାଳୁ

ମଥୁରା- ମନ୍ଦିରକୁ ସ୍କର୍ଟ, ହାପ ପ୍ୟାଣ୍ଟ, ନାଇଟ ସୁଟ, ଚିରା ଫଟା ଜିନ୍ସ ପିନ୍ଧି ଆସିଲେ ମିଳିବନି ଏଣ୍ଟ୍ରୀ । ମନ୍ଦିର ପ୍ରଶାସନ ତରଫରୁ ଆସିଲା ଏହି ନିର୍ଦ୍ଦେଶ । ଜାରି ହେଲା କଟକଣା ବିଜ୍ଞପ୍ତି । ନୂଆବର୍ଷ ଆଗରୁ…

ବିହାରର କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ 4Gର ବଡ଼ ଉପହାର, BSNL ଆରମ୍ଭ କଲା ୨୦୦୦ ନୂଆ ଟାୱାର୍ସ

ନୂଆଦିଲ୍ଲୀ: ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ନିଜର କୋଟି କୋଟି ଗ୍ରାହକଙ୍କୁ ସୁବିଧା ଯୋଗାଇବା ପାଇଁ ଗତ କିଛି ସମୟରୁ ଜୋର ସୋରରେ ନିଜ ନେଟୱାର୍କ ଉପରେ କାମ କରୁଥିଲା। ପ୍ରାଇଭେଟ କମ୍ପାନୀଗୁଡ଼ିକର ପ୍ରାଇସ ହାଇକ…

ସରକାର ଦ୍ୱାରା ୧୮ OTT ବ୍ୟାନ, ସମାଜରେ ଅଶ୍ଳୀଳତାକୁ ବଢାଇବା ଅଭିଯୋଗ

ନୂଆଦିଲ୍ଲୀ- ଅଶ୍ଲୀଳତା ଉପରେ କେନ୍ଦ୍ରର ବଡ ପଦକ୍ଷେପ । ଅଶ୍ଲୀଳ ଲେଖା ଓ ବିଡିଓ ପ୍ରସାରଣ କରୁଥିବା ୧୮ ଓଟିଟି ଉପରେ ୨୦୨୪ରେ ସରକାର ନେଇଛନ୍ତି ବଡ ଆକ୍ସନ । ଡିଜିଟାଲ ମିଡିଆକୁ ରେଗୁଲେଟ କରିବାକୁ ସରକାର ଏହି ପଦକ୍ଷେପ…

ଅର୍ଦ୍ଧଶତକ ଲଗାଇ ବିଜୟ ହାସଲ କଲେ ଏହି ମହିଳା, ବାଂଲାଦେଶକୁ ଧୂଳି ଚଟାଇଲା ଭାରତ

ନୂଆଦିଲ୍ଲୀ: ଅଣ୍ଡର-୧୯ ମହିଳା ଏସିଆ କପର ପ୍ରଥମ ଏଡିସନ ୨୦୨୪ରେ ଆୟୋଜିତ ହୋଇଛି ଏବଂ ଭାରତୀୟ ମହିଳା ଟିମ୍ ପ୍ରଥମଥର ଏଥିରେ ବିଜୟ ହାସଲ କରିଛି। ଫାଇନାଲରେ ଭାରତ ବାଂଲାଦେଶକୁ ୪୧ ରନରେ ହରାଇ ମ୍ୟାଚକୁ ନିଜ ନାମରେ…

(Video) ଘରେ ବିଲେଇ ପାଳନ୍ତୁ, ଦେଖିବେ କେମିତି ବିଭିନ୍ନ କାମରେ କରିବ ସାହାଯ୍ୟ

ଗାଜିଆବାଦ- ବିଲେଇ ଦେଖିଲେ ଆପଣ ଚିଡୁଛନ୍ତି କି, ଥରେ ଦେଖନ୍ତୁ ବିଲେଇ କେତେ ସାହାଯ୍ୟ କରିପାରେ ତାର ମାଲିକଙ୍କୁ । ସେ ମଧ୍ୟ ପରିବାରର ସଦସ୍ୟଙ୍କ ପରି ଛୋଟ ମୋଟ କାମରେ ସାହାଯ୍ୟ କରିପାରେ । ଘରକୁ କେହି ଆସିଲେ…

ପିଲାମାନଙ୍କ ସଂପତ୍ତି ଉପରେ ମାଆ-ବାପାଙ୍କ ଅଧିକାର କେତେ? ପୁଅ ଏବଂ ଝିଅଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ

ନୂଆଦିଲ୍ଲୀ: ମାଆ-ବାପାଙ୍କ ସଂପତ୍ତି ଉପରେ ପିଲାମାନଙ୍କ ଅଧିକାର ବିଷୟରେ ଆପଣ ଅନେକ କିଛି ଜାଣିଥିବେ, ହେଲେ କଣ ଆପଣଙ୍କୁ ପିଲାମାନଙ୍କ ସଂପତ୍ତି ଉପରେ ବାପା-ମାଆଙ୍କ ଅଧିକାର ବିଷୟରେ ଜଣାଅଛି? ଭାରତୀୟ ଉତ୍ତରାଧିକାରୀ…

ଉଦ୍ୟୋଗ ଜଗତକୁ ନୂଆ ଆକାର ଦେଉଛି ପିଏଲଆଇ ଯୋଜନା, ବଢିବ ରପ୍ତାନି ପରିମାଣ

ନୂଆଦିଲ୍ଲୀ : ଭାରତର ଉତ୍ପାଦନ କ୍ଷେତ୍ର ଏହାର ବିଶ୍ୱସ୍ତରୀୟ ଉପସ୍ଥିତିକୁ ପୁନଃପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ପ୍ରଗତିଶୀଳ ଚିନ୍ତାଧାରା ଦ୍ୱାରା ପରିଚାଳିତ ଏକ ପରିବର୍ତ୍ତନଶୀଳ ଯାତ୍ରା ଆରମ୍ଭ କରିଛି । ଏହି ବିକାଶର…

ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୫ ଜୀବନ, ୪୦ ଆହତ

ଓଡ଼ିଶା ଭାସ୍କର: ସକାଳୁ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିବା ସହ ୪୦ ଜଣ ଆହତ ହୋଇଥିବା ଜଣାପଡିଛି। ଛତିଶଗଡ଼ ବସ୍ତରରେ ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଘଟିଛି।…

କାହିଁକି ଅଧାଗଢ଼ା କାଳିଆ ସାଆନ୍ତ? ହାତ ଅଛି, ନାହିଁ ପାପୁଲି… ଶ୍ରୀକୃଷ୍ଣଙ୍କୁ ମିଳିଥିଲା ଅଭିଶାପ

ଓଡ଼ିଶା ଭାସ୍କର: ଜଗାର ଲୀଳା ବିଚିତ୍ର । ନିଜ ଭକ୍ତର ଦୁଃଖ ବୁଝିବା ପାଇଁ ସେ ପ୍ରତି ବର୍ଷ ବଡ ଦେଉଳ ଛାଡି ବଡଦାଣ୍ଡକୁ ଆସିଥାନ୍ତି । କିନ୍ତୁ ବିଶ୍ୱବ୍ରହ୍ମାଣ୍ଡ ପାଳନ କର୍ତ୍ତା ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥ…