Browsing Category

ଦେଶ

(Video)- ହିଂସ୍ରତାରେ ପଶୁଙ୍କୁ ବି ବଳିଯାଉଛି ମଣିଷ! ଷଡଯନ୍ତ୍ର ନା ବାସ୍ତବ, ତଦନ୍ତର ରହିଛି ଆବଶ୍ୟକତା

ନୂଆଦିଲ୍ଲୀ- ଓଃ! କି ଭୟଙ୍କର ଓ ବିଭତ୍ସ ଦୃଶ୍ୟ । ଜୀବନ୍ତ ଗୋରୁ, ଗାଈ, ଛେଳି, ମେଣ୍ଢାଙ୍କୁ କାମୁଡି ଖାଉଛି ମଣିଷ । ଜଣେ କି ଦୁଇଜଣ ନୁହଁନ୍ତି, ଅନେକ ଲୋକ ଏପରି କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓଟିକୁ ଏକ୍ସ…

ବଢ଼ିଚାଲିଛି ସାଇବର ଅପରାଧ, ଆକାଉଣ୍ଟ ବନ୍ଦ କରିବା ଗୋଟିଏ ସମାଧାନ !

ନୂଆଦିଲ୍ଲୀ: ଅନଲାଇନରେ ଫେକ୍ ଆକାଉଣ୍ଟ ଖୋଲି ସାଧାରଣ ଲୋକଙ୍କୁ ଠକୁଥିବା ଅଭିଯୋଗରେ ଗୃହମନ୍ତ୍ରଣାଳୟ ୫୯ ହଜାର ହ୍ୱାର୍ଟ୍ସଆପ୍ ଆକାଉଣ୍ଟ ଏବଂ ୧୭୦୦ରୁ ଅଧିକ ସ୍କାଇପ ଆକାଉଣ୍ଟ ବନ୍ଦ କରି ଦେଇଛନ୍ତି । କେନ୍ଦ୍ରୀୟ ଗୃହ…

କାଉଣ୍ଟଡାଉନ୍ ଆରମ୍ଭ, ଆଜି ଅପରାହ୍ନରେ ଲଞ୍ଚ ହେବ Proba-3 Mission

ନୂଆଦିଲ୍ଲୀ :  ଆଜି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଆଜି ସନ୍ଧ୍ୟା ୪ଟା ୮ ମିନିଟ ସମୟରେ ୟୁରୋପୀୟ ମହାକାଶ ଏଜେନ୍ସି ର ପ୍ରୋବା-୩ ମିଶନ ଲଞ୍ଚ କରିବ ଇସ୍ରୋ ।…

ସକାଳୁ ସକାଳୁ ରାଜଧାନୀରେ ହତ୍ୟା , ଘରେ ପଶି ୩ଜଣଙ୍କୁ ହାଣିଲେ

ନୂଆଦିଲ୍ଲୀ: ଦିବା ଲୋକରେ ରାଜଧାନୀରେ ଗଡିଲା ମୁଣ୍ଡ । ଘରେ ପଶି ଗୋଟିଏ ପରିବାରର 3ଜଣଙ୍କୁ ହତ୍ୟା । ଦକ୍ଷିଣ ଦିଲ୍ଲୀର ନେବ ସରାୟ ଅଞ୍ଚଳର ଦେବାଲୀରେ ଘଟିଛି ଏହି ବିଭତ୍ସ ହତ୍ୟା । ଘରେ ପଶି ସ୍ବାମୀ ପତ୍ନୀ ଏବଂ ଝିଅକୁ…

ଆଜି ସାଉଥ୍ ଷ୍ଟାର ନାଗା ଚୈତନ୍ୟାଙ୍କ ବାହାଘର, ଏହି ଷ୍ଟାରମାନେ ହେବେ ସାମିଲ….

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତା ନାଗା ଚୌତନ୍ୟା ଓ ଶୋଭିତା ଧୁଲିପାଲା ଆଜି ବିବାହ ବନ୍ଧନରେ ବାନ୍ଧି ହେବେ । ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଏ ନେଇ ବଡ଼ ପ୍ରସ୍ତୁତି କରାଯାଇଛି । ବିବାହରେ…

(Video) ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ: ପଞ୍ଜାବରୁ ଆସିଛି ଏକ ବଡ଼ ଖବର । ଶିରୋମଣୀ ଅକାଳ ଦଳ (ଏସଏଡି) ମୁଖ୍ୟ ତଥା ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ କରାଯାଇଛି ମରଣାନ୍ତକ ଆକ୍ରମଣ । ଅମୃତସର ସ୍ୱର୍ଣ୍ଣ ମନ୍ଦିର…

(Video) ଅବିଶ୍ୱସନୀୟ ଦୃଶ୍ୟ! ଗୋ-ମାତା ସାଜିଲେ ମାଂସାହାରୀ, କୁକୁଡ଼ାକୁ ଜୀବନ୍ତ ଗିଳିଦେଲା ଗାଈ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଗାଈକୁ ଗୋ-ମାତାର ଆଖ୍ୟା ଦିଆଯାଇ ପୂଜା କରାଯାଇଥାଏ । ଗୋ-ମାତାଙ୍କ ଠାରେ ସମସ୍ତ ଦେବାଦେବୀ ବାସ କରିଥାନ୍ତି ବୋଲି କୁହାଯାଇଥାଏ । ତେବେ ସାଧାରଣ ଭାବେ ଗାଈ ଏକ ଗୃହପାହିତ ପଶୁ ହୋଇଥିବା…

ସମରାଭ୍ୟାସ ଗର୍ଜନରେ ପ୍ରକମ୍ପିତ ହେବ ବ୍ଲୁ ଫ୍ଲାଗ୍ ବିଚ୍‌, ଯବାନଙ୍କ ଯୁଦ୍ଧକୌଶଳର ଝଲକ ଦେଖିବେ ଜନସାଧାରଣ

(ଓଡ଼ିଶା ଭାସ୍କର): ଦେଶକୁ ଜଳ, ସ୍ଥଳ ଏବଂ ଆକାଶ ମାର୍ଗରୁ ସୁରକ୍ଷା ଦେଉଛନ୍ତି ଆମ ଯବାନ । ଶତ୍ରୁର ଖରାପ ଦୃଷ୍ଟିରୁ ସେନା, ନୌସେନା ଏବଂ ବାୟୁସେନା ଦେଶକୁ ଆଢ଼ୁଆଳ କରି ରଖିଛନ୍ତି । ଶତ୍ରୁକୁ ସବୁବେଳେ ଉଚିତ୍ ଶିକ୍ଷା…

(Video) ଯୌତୁକ 2 କୋଟି 56 ଲକ୍ଷ ସାଙ୍ଗକୁ ଦାମୀ କାର୍, ରୋୟାଲ ବାହାଘରର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ବାହାଘର ଭାଇରାଲ ହେବାରେ ଲାଗିଛି । ଏହା ଏକ ବିବାହ ଉତ୍ସବର ଅଟେ । ତେବେ ବାହାଘର ବେଦୀରେ କେବଳ ବିଡାବିଡା ନୋଟ୍ ନେଣଦେଣ ହେଉଥିବା ଦେଖାଯାଇଛି । ଉତ୍ତରପ୍ରଦେଶ ମେରଠରେ ଏହି ବିବାହ…

ତାମିଲନାଡୁର ତିରୁଭାନ୍ନାମଲାଇରେ ବାତ୍ୟା ଫେଙ୍ଗଲର ତାଣ୍ଡବ ପରେ ଭୂସ୍ଖଳନ, ୫ ମୃତଦେହ ଉଦ୍ଧାର

ଚେନ୍ନାଇ: ତାମିଲନାଡୁର ତିରୁଭାନ୍ନାମଲାଇରେ ଭୂସ୍ଖଳନରେ ଫସିଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୀର୍ଘ ୨୪ ଘଣ୍ଟାର ଉଦ୍ଧାର ଅଭିଯାନ ପରେ ସୋମବାର ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।…