Browsing Category

ଦେଶ

ପ୍ୟାରିସ୍ ପାରା ଅଲିମ୍ପିକ୍ସ ୨୦୨୪: ପ୍ରୀତି ପାଲ ରଚିଲେ ଇତିହାସ, ୨୦୦ ମିଟର ଦୌଡ଼ରେ କାଂସ୍ୟ ପଦକ ଜିତି ଭାରତକୁ ଦେଲେ ୬ଷ୍ଠ ପଦକ

ନୂଆଦିଲ୍ଲୀ: ଭାରତୀୟ ମହିଳା ସ୍ପ୍ରିଣ୍ଟର ପ୍ରୀତି ପାଲ ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ୨ୟ ମେଡାଲ ଜିତି ଇତିହାସ ରଚିଛନ୍ତି । ମହିଳା ୨୦୦ ମିଟର(T35) ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି । ପାରା ଅଲିମ୍ପିକ୍ସରେ ଟ୍ରାକ୍…

ପ୍ୟାରିସ୍ ପାରା ଅଲିମ୍ପିକ୍ସ ୨୦୨୪: ଭାରତକୁ ୭ମ ପଦକ ଦେଲେ ନିଶାଦ କୁମାର, ହାଇ ଜମ୍ପରେ ଜିତିଲେ ରୌପ୍ୟ ପଦକ

ନୂଆଦିଲ୍ଲୀ: ରବିବାର ଭାରତର ଷ୍ଟାର ଏଥଲିଟ୍ ନିଶାଦ କୁମାର ଫ୍ୟାରିସ୍ ପାରା ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ପୁରୁଷ ହାଇ ଜମ୍ପ୍‌(T47)ରେ ୨.୦୪ ମିଟରର ଡିଆଁ ମାରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ।…

ସେପ୍ଟେମ୍ବର ୨ରେ ସମସ୍ତ ସ୍କୁଲ-କଲେଜ ବନ୍ଦ: ବର୍ଷା ପାଇଁ ବଡ଼ ନିଷ୍ପତ୍ତି ନେଲେ ୨ ରାଜ୍ୟ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨ ତାରିଖ (ସୋମବାର) ଦିନ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ । ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାର ଦିନ ସମସ୍ତ ସ୍କୁଲ ଓ କଲେଜ ଛୁଟି…

କଙ୍ଗନା ରଣାୱତଙ୍କ ‘ଏମର୍ଜେନ୍ସି’ ଫିଲ୍ମ ରିଲିଜ୍ ସ୍ଥଗିତ: ସେପ୍ଟେମ୍ବର ୬ରେ ରିଲିଜ୍ ହେବନି ଫିଲ୍ମ

ନୂଆଦିଲ୍ଲୀ: ବିବାଦ ଘେରରେ ରହିଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ‘ଏମର୍ଜେନ୍ସି’ ଫିଲ୍ମକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ସେପ୍ଟେମ୍ବର ୬ରେ ଫିଲ୍ମ ରିଲିଜ୍ ହେବାକୁ ଥିବାବେଳେ ଏବେ ତାହାକୁ ସ୍ଥଗିତ ରଖାଯାଇଛି…

(Video) ସୁପ୍ରିମକୋର୍ଟ ପାଳନ କରୁଛି ୭୫ତମ ପ୍ରତିଷ୍ଠା ଦିବସ: ରାଷ୍ଟ୍ରପତି ଜାରି କଲେ ନୂଆ ପତାକା ସହ ନୂଆ ଚିହ୍ନ

ନୂଆଦିଲ୍ଲୀ: ଆଜି ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୭୫ ତି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସାରା ଦେଶକୁ ଦେଇଛନ୍ତି ବଡ଼ ଉପହାର । ଏହି ପ୍ରତିଷ୍ଠା ଅବସରରେ…

ନୂଆ ମାସରେ ନୂଆ ଟ୍ରାଫିକ ନିୟମ… ଆଜିଠୁ ଲାଗୁ ହେଲା ନୂଆ ଟ୍ରାଫିକ ଆଇନ୍: ଭାଙ୍ଗିଲେ ଜରିମାନା

ନୂଆଦିଲ୍ଲୀ: ଆଜିଠାରୁ ସେପ୍ଟେମ୍ବର ମାସ ଆରମ୍ଭ ହୋଇଯାଇଛି । ନୂଆ ମାସରେ ଅନେକ କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହାସହିତ ବଦଳି ଯାଇଛି ଟ୍ରାଫିକ ସହ ଜଡ଼ିତ କିଛି ନିୟମ । ଦୁଇ ଚକିଆ ଗାଡ଼ିଚାଳକ ମାନଙ୍କ ପାଇଁ…

ଦୁଃଖଦ ଘଟଣା: ପତ୍ନୀ ଓ ଦୁଇ ସନ୍ତାନଙ୍କ ସମେତ ନିଜେ ଜୀବନ ହାରିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଛତିଶଗଡ଼ର ଯାଞ୍ଜଗୀର ଚାମ୍ପା ଜିଲ୍ଲାରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ପତ୍ନୀ ଓ ଦୁଇ ସନ୍ତାନଙ୍କ ସମେତ ନିଜେ ବିଷ ଖାଇ ଜୀବନ ହାରିଛନ୍ତି ଜଣେ କଂଗ୍ରେସ ନେତା । ମୃତ୍ୟୁ ପୂର୍ବରୁ କଂଗ୍ରେସ ନେତା ନିଜ…

ସ୍ୱାସ୍ଥ୍ୟକର୍ମୀଙ୍କୁ କେବେ ମିଳିବ ସୁରକ୍ଷା? ଚିକିତ୍ସା ହେବାକୁ ଆସି ନର୍ସଙ୍କ ସହ… ଅଭିଯୁକ୍ତ ରୋଗୀ ଗିରଫ

କୋଲକାତା: ଆର.ଜି କର ମେଡିକାଲ କଲେଜର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଅସନ୍ତୋଷ ଲାଗି ରହିଛି । ଏହି ଘଟଣା ପରେ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଡ୍ୟୁଟି ସମୟରେ ସୁରକ୍ଷା ପାଇଁ ଦାବି କରୁଛନ୍ତି…

ନିର୍ବାଚନ ପୂର୍ବରୁ ଦୁଷ୍ୟନ୍ତ ଚୌଟାଲାଙ୍କୁ ବଡ଼ ଝଟକା ! ଜେଜେପିର ୩ ବିଧାୟକ ଆଜି ବିଜେପିରେ ସାମିଲ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଦଷ୍ୟନ୍ତ ଚୌଟାଲାଙ୍କ ଦଳକୁ ପୁଣି ଥରେ ବଡ଼ ଝଟକା ଲାଗିଛି । ଆଜି (୧ ସେପ୍ଟେମ୍ବର) ତାଙ୍କ ଦଳ ଜେଜେପିର ତିନିଜଣ ବିଧାୟକ ତାଙ୍କୁ ଛାଡି ବିଜେପିରେ ଯୋଗ ଦେଇଛନ୍ତି ।…

ଆଉ ୧୪ ଦିନରେ ଶେଷ ହେବ ମାଗଣାରେ ଆଧାର ଅପଡେଟ୍ କରିବାର ଡେଡଲାଇନ୍, ଶୀଘ୍ର ଶେଷ କରନ୍ତୁ କାମ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସର ଆରମ୍ଭ ସହିତ ଅନେକ ଆର୍ôଥକ କାର୍ଯ୍ୟ ପାଇଁ ସମୟସୀମା ପାଖେଇ ଆସୁଛି । ୟୁଆଇଡିଏଆଇ ଆଧାର କାର୍ଡଧାରୀମାନଙ୍କୁ ଆଧାର ମାଗଣାରେ ଅପଡେଟ୍ କରିବା ପାଇଁ ସୁବିଧା ଯୋଗାଉଛି, ଯାହାର ସମୟସୀମା…