Browsing Category

ଦେଶ

ନର୍ସଙ୍କୁ ୨୧ ବର୍ଷ ଧରି ଦୁଷ୍କର୍ମ କରୁଥିଲା ୫୯ ବର୍ଷୀୟ ଲ୍ୟାବ୍ ଟେକ୍ନିସିଆନ୍; ଅଭିଯୋଗ ପରେ ହେଲା ଗିରଫ

ଭଦୋହି: ଉତ୍ତରପ୍ରଦେଶର ଭଦୋହିରେ ଜଣେ ନର୍ସଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ୨୧ ବର୍ଷ ଧରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ସ୍ୱାସ୍ଥ୍ୟ ବିଭାଗରେ ଲ୍ୟାବ୍ ଟେକ୍ନିସିଆନ୍ ଭାବେ କାମ କରୁଥିବା ଜଣେ ୫୯ ବର୍ଷୀୟ…

(Video):ଏୟାରଲିଫ୍ଟ ସମୟରେ ଖସିଲା ଖରାପ ହେଲିକପ୍ଟର…ହେଲା ଚୁରମାର, SDRFର ସର୍ଚ୍ଚ ଅପରେସନ୍ ଜାରି

ନୂଆଦିଲ୍ଲୀ: ଶନିବାର ସକାଳେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ହେଲିକପ୍ଟରଟି ତଳେ ପଡ଼ି ଚୁରମାର ହୋଇଯାଇଥିଲା । ଏହି ଦୁର୍ଘଟଣାରେ କୌଣସି ମୃତାହତ ହୋଇଥିବା ଖବର…

ମୋଦୀ ସରକାରଙ୍କ ବିରୋଧରେ ପୁଣି ବଡ଼ ଆନ୍ଦୋଳନ ଆରମ୍ଭ କରିବେ କି କୃଷକ? ଶମ୍ଭୁ ସୀମାରେ ପହଞ୍ଚିଲେ ଭିନେଶ ଫୋଗାଟ

ନୂଆଦିଲ୍ଲୀ: ଶମ୍ଭୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ୨୦୦ ଦିନ ପୂରିଛି। ବିଭିନ୍ନ ଦାବି ନେଇ ବିକ୍ଷୋଭକାରୀମାନେ ସେଠାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ସମୟରେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ସକାଳେ ସେଠାରେ…

ଚିକେନ୍ ନ ଖାଇବାକୁ ଭୁବନେଶ୍ୱର ମେୟରଙ୍କ ଅନୁରୋଧ; ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ଦୋକାନୀଙ୍କୁ ଦେଲେ ପରାମର୍ଶ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଚିକେନ୍ ନ ଖାଇବାକୁ ଅନୁରୋଧ କଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ରାଜଧାନୀବାସୀଙ୍କୁ ଚିକେନ୍ ନ ଖାଇବାକୁ ମେୟରଙ୍କ ଅନୁରୋଧ । ଭୁବନେଶ୍ୱର ଆଖପାଖରେ ବାର୍ଡ ଫ୍ଲୁ ଦେଖାଦେବା ପରେ ଏପରି…

ନିଜ ଦେଶର ପୋଲ୍ ଖୋଲିଲେ ପାକିସ୍ତାନୀ ସ୍ପିନର; ‘ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଆସିବା ଉଚିତ ନୁହେଁ ଟିମ୍ ଇଣ୍ଡିଆ’

ନୂଆଦିଲ୍ଲୀ: ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଖେଳାଯିବ। ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ନିକଟରେ ପାକିସ୍ତାନର ପୂର୍ବତନ…

କଙ୍ଗନା ରାଣାୱତ ସାଂସଦ ହେବା ପାଇଁ ଯୋଗ୍ୟ ନୁହଁନ୍ତି: ରବର୍ଟ ଭଦ୍ରା

ମୁମ୍ୱାଇ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା କୃଷକ ଆନ୍ଦୋଳନକୁ ନେଇ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବୟାନକୁ ସମାଲୋଚନା କରିଛନ୍ତି । ଏକ ସାକ୍ଷାତକାରରେ ରବର୍ଟ…

ଦେଶକୁ ମିଳିବ ୩ଟି ନୂତନ ବନ୍ଦେ ଭାରତ ଟ୍ରେନ୍‌, ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ରୁଟ୍ ଏବଂ ଟାଇମିଂ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଏନେଇ ପିଏମଓ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଥିଲା । ଆଜି ଅପରାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍ସି…

Video; “ପୋଲିସ ମାନେ ବହୁତ ଭଲ, ଆମ ସ୍ୱାମୀଙ୍କଠୁ ମଦ ଛଡ଼େଇଲ, ଏଇ ଉପହାର ଗ୍ରହଣ କର…”

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଳେ ବେଳେ ଏମିତି ଭିଡିଓ ଭାଇରାଲ ହୁଏ ଯାହା ସମସ୍ତଙ୍କ ମନ କିଣି ନିଏ। ସେମିତି ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଘଟଣାଟି ଏମିତି ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହୋଇ ଯାଉଛି। ସାଧରଣତଃ ପୋଲିସ…

ଶେଖ୍ ହସିନାଙ୍କୁ ବାଂଲାଦେଶ ପଠାଇବ ଭାରତ!; ସ୍ପଷ୍ଟ କରିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶ ପକ୍ଷରୁ କୌଣସି ସମ୍ଭାବ୍ୟ ଦାବି ପ୍ରସଙ୍ଗରେ ଭାରତ ଶୁକ୍ରବାର ବିସ୍ତୃତ ଭାବେ କହିବାକୁ ମନା କରିଦେଇଛି। ତେବେ ପଡ଼ୋଶୀ ଦେଶରେ…

ସର୍ବନିମ୍ନ ସ୍ତରରେ ଦେଶର ଜିଡିପି; ଉଭୟ କୃଷି ଓ ସର୍ଭିସ ସେକ୍ଟରରେ ଖରାପ ପ୍ରଦର୍ଶନ

ମୁମ୍ୱାଇ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଭାରତର ଜିଡିପି ଅଭିବୃଦ୍ଧି ୬.୭ ପ୍ରତିଶତକୁ ଖସି ଆସିଛି । ଏହା ଗତ ୧୫ ମାସ ମଧ୍ୟରେ ସର୍ବନିମ୍ନ ଅଭିବୃଦ୍ଧି । ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି…