Browsing Category

ଦେଶ

ମାତ୍ର ୧୮ ବର୍ଷରେ ନିର୍ବନ୍ଧ ଏବଂ ୨୧ରେ ବିବାହ, ଜାଣନ୍ତୁ ହିଣ୍ଡେନବର୍ଗ ମାମଲାରେ ଛନ୍ଦି ହୋଇଥିବା SEBIର ଅଧ୍ୟକ୍ଷ ମାଧବୀ ବୁଚ୍ କିଏ ?

ନୂଆଦିଲ୍ଲୀ: ଆମେରିକୀୟ ଶର୍ଟ ସେଲର (short seller) ହିଣ୍ଡେନବର୍ଗ ରିସର୍ଚ୍ଚ (Hindenburg Research) ଶେୟାର ବଜାର ନିୟାମକ SEBIକୁ ଟାର୍ଗେଟ କରିଛି । ଶନିବାର ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍‌(Madhabi Puri…

‘ଆଳୁ’କୁ ନେଇ ଘଟିଲା ଏକ ଅଜବ ଘଟଣା! ୫ କେଜି ଆଳୁ ପାଇଁ ଚାକିରିରୁ ସସପେଣ୍ଡ ହେଲେ ଜଣେ ସବ-ଇନ୍ସପେକ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ଓଡ଼ିଶାବାସୀଙ୍କୁ ଆକାଶଛୁଆଁ ‘ଆଳୁ ଦର’ କନ୍ଦାଇବାରେ ଲାଗିଛି । କେଜି ପିଛା ୨୦-୨୫ ଟଙ୍କାରେ ବିକ୍ରି ହେଉଥିବା ଆଳୁ ରେଟ୍ ଅଚାନକ ୬୦-୭୦ରେ ପହଞ୍ଚି ଯାଇଥିଲା । ଫଳରେ ନିଜ…

UPSC-2024 ମୁଖ୍ୟ ପରୀକ୍ଷାର ଶିଡ୍ୟୁଲ ଜାରି ହେଲା: ସେପ୍ଟେମ୍ବର ୨୦ରୁ ଆରମ୍ଭ ପରୀକ୍ଷା

ନୂଆଦିଲ୍ଲୀ: ସଙ୍ଘୀୟ ଲୋକସେବା ଆୟୋଗ (ୟୁପିଏସସି) ମୁଖ୍ୟ ପରୀକ୍ଷାର ଶିଡ୍ୟୁଲ ଜାରି କରାଯାଇଛି । ସେପ୍ଟେମ୍ବର ୨୦ରୁ ୨୯ ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଯେଉଁ ପ୍ରାର୍ଥୀମାନେ ୟୁପିଏସସି ୨୦୨୪…

ଆଜି ଉପ ନିର୍ବାଚନ ପ୍ରସ୍ତୁତି ନେଇ ବୈଠକ ଡକାଇଛନ୍ତି ମାୟାବତି, ସାମିଲ ହେବେ BSP ପଦାଧିକାରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ୧୦ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ ବହୁଜନ ସମାଜ ପାର୍ଟି(BSP) ସୁପ୍ରିମୋ…

ଏହି ରାଜ୍ୟରେ ପୂରଣ ହେବ ୩୫ ହଜାର ଶିକ୍ଷକ ପଦବୀ, ମାସକୁ ଦରମା ୭୦ ହଜାର

ନୂଆଦିଲ୍ଲୀ: ଯଦି ଆପଣ ଶିକ୍ଷକଙ୍କ ପୋଷ୍ଟରେ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଆପଣ ଏହି ରାଜ୍ୟରେ ବମ୍ପର ଖାଲି ସ୍ଥାନ ପାଇଁ ଆବେଦନ କରିପାରିବେ । ଏହି କିଛି ଦିନ ପୂର୍ବରୁ ଆବେଦନ ଲିଙ୍କ୍ ଖୋଲା ଯାଇଥିଲା ଏବଂ…

ଭାରତକୁ ‘ଘନିଷ୍ଠ ମିତ୍ର’ କହିଲେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ, ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତଥା ଦେଶବାସୀଙ୍କୁ ଧନ୍ୟବାଦ…

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୩ ଦିନିଆ ମାଳଦ୍ୱୀପ ଗସ୍ତରେ ଅଛନ୍ତି । ମାଳଦ୍ୱୀପର ରାଜଧାନୀ ‘ମାଲେ’ରେ ପହଂଚିବା ପରେ ଏୟାରପୋର୍ଟରେ ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ମୁସା ଜମୀର(Moosa Zameer)…

ହିଣ୍ଡେନବର୍ଗର ନୂଆ ରିପୋର୍ଟ: SEBI ଅଧ୍ୟକ୍ଷା ଓ ଅଦାନୀ ଗ୍ରୁପ ମଧ୍ୟରେ ଲିଙ୍କ ଥିବା ନେଇ ଦାବି!

ନୂଆଦିଲ୍ଲୀ: ଆମେରିକୀୟ ଶର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି । ଏହା ମଧ୍ୟରେ ହିଣ୍ଡେନବର୍ଗ ଏକ ରିପୋର୍ଟ ଜାରି କରିଛି । ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ଓ…

ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂହଙ୍କ ୯୫ ବର୍ଷ ବୟସରେ ନିଧନ, ଆଜି ଦିଲ୍ଲୀରେ ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନଟବର ସିଂହଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଗୁରୁଗ୍ରାମ ସ୍ଥିତ…

ବର୍ଷାରେ ଖରାପ ହେଉଛି କି ଘରେ ଥିବା ଗହମ, ଆପଣାନ୍ତୁ ଏହି ୫ ଉପାୟ, ସୁରକ୍ଷିତ ରହିବ-ଖାଇବା ଯୋଗ୍ୟ ହେବ…

ଓଡିଶା ଭାସ୍କର: ବର୍ଷା ଦିନରେ ରୋଷେଇ ଘରେ ଥିବା ମସଲା, ଚାଉଳ ତଥା ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଖରାପ ହୋଇଯାଏ । ଯଦି ଆପଣ ଗହମରୁ ତିଆରି ଅଟାରେ ରୁଟି ଖାଇବାକୁ ପସନ୍ଦ କରନ୍ତି, ତେବେ ଘରେ ତ ଗହମ ନିଶ୍ଚୟ ରଖୁଥିବେ…

‘‘ପ୍ରଧାନମନ୍ତ୍ରୀ ଜୀ-ବନ୍‌ ଯୋଜନା’’ରେ ସଂଶୋଧନକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ : ଜୈବ ଇନ୍ଧନ କ୍ଷେତ୍ରରେ ସଦ୍ୟତମ ବିକାଶ ସହିତ ତାଳମେଳ ରକ୍ଷା କରିବା ଏବଂ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର…